ଇଣ୍ଡିଆ-ନ୍ୟୁଜଲାଣ୍ଡ , ବିଜୟ ପରେ ମଧ୍ୟ ବିରାଟ କୋହଲି ଙ୍କର ରହିଗଲା ୩ଟି ବିପଦ ପୁର୍ଣ ବଡ଼ ଟେନସନ, ସବୁଠାରୁ ବଡ ବିପଦ ହେଉଛି କି …

ବର୍ତମାନ ସମୟ ରେ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟ ରେ 5 ମ୍ୟାଚ ର ଟି 20 ସିରିଜ ଆୟୋଜିତ ହେଇଚି I ଏହି ସିରିଜ ର ପ୍ରଥମ ମ୍ୟାଚ ରେ ଆଜି ଭାରତ 6 ଵିକେଟ ରେ ବିଜୟ ହେଇ କି ସିରିଜ କୁ 1-0 ହାସିଲ କରିଛି I

ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲେ ନ୍ୟୁଜଲାଣ୍ଡ ଟିମ , ନିର୍ଧାରିତ 20 ଓଭର ରେ 3 ଵିକେଟ ହରାଇ 203 ରନ କରିଥିଲେ I ନ୍ୟୁଜଲାଣ୍ଡ ଟିମ ର କଲିଂ ମୁନର , କେନ ବିଲିୟମ୍ସନ ଓ ରସ ଟେଲର ଅର୍ଧ୍ୱଶତକ କରିଥିଲେ I

ଏହି ଲକ୍ଷ ର ପିଛା କରିକି ଭାରତୀୟ ଟିମ 19 ଓଭର ରେ 204 ରନ କରିଥିଲେ ଏବଂ ମାତ୍ର 6 ଵିକେଟ ହରାଇ ଭାରତୀୟ ଟିମ ଏହି ମ୍ୟାଚ ରେ ବିଜୟ ହାସିଲ କରିଥିଲା I ଭାରତୀୟ ଟିମ ର ଶ୍ରେୟସ ଓ ଲୋକେଶ ରାହୁଲ ଅର୍ଧ୍ୱଶତକ କରିଥିଲେ I

ମ୍ୟାଚ ପରେ ବିରାଟ କୋହଲି ଙ୍କ ର ସମସ୍ୟା
1.ମ୍ୟାଚ ର ଅନ୍ତିମ ଓଭର ସମୟ ରେ ଷ୍ଟାର କ୍ରିକେଟର ଯଶପ୍ରୀତ ବୁମରାହା ଙ୍କ ର ପାଦ ରେ ଆଘାତ ଲାଗିଥିଲା I ସେହି ସମୟ ରେ ଯଶପ୍ରୀତ ବୋଲିଂ କରିଥିଲେ I ବୋଲିଂ ସମୟ ରେ ଯଶପ୍ରୀତ ଙ୍କ ର ପାଦ ମୋଡି ହେଇଯାଇଥିଲା I ଏବଂ ଏହା ପରେ ଯଶପ୍ରୀତ ସମୟ I ତେଣୁ ଆଗାମୀ ମ୍ୟାଚ ରେ ସେ ଖେଳିବେ କି ନାହିଁ ଏହା ଏକ ବଡ଼ ସମସ୍ୟା ଅଟେ I

2.ମ୍ୟାଚ ଜିତିବା ପରେ ବିରାଟ କୋହଲି ଟିମ ରେ ପରିବର୍ତନ କରିବେ I କାରଣ ସାରଦୁଲ ଠାକୁର ବୋଲିଂ ସମୟ ରେ ଅଧିକ ରନ ଦେଇଥିଲେ I ତେବେ ଆଗାମୀ ସମୟ ରେ ଯଦି ବିରାଟ , ସାରଦୁଲ ଙ୍କୁ ଟିମ ରୁ ବାହାର କରିବେ ତେବେ ତାଙ୍କ ର ବିକଳ୍ପ କିଏ ହେବେ I

3.ବିରାଟ କୋହଲି କ୍ୟାପଟେନ ଭାବ ରେ ସବୁ ଖେଳାଳି ଙ୍କୁ ସୁଯୋଗ ଦେବାକୁ ଚାହିଁ ଥାନ୍ତି ତେବେ ଵିକେଟ କିପରି ରୂପେ ଲୋକେଶ ରାହୁଲ ଙ୍କ ସ୍ଥାନ ରେ ଋଷବ ଙ୍କୁ ଟିମ ରେ ନିଆ ଯିବ କି ନାହିଁ ଏହା ବିରାଟ ଙ୍କ ପାଁଇ ଚିନ୍ତା ର କାରଣ ଅଟେ I