ଜାଣନ୍ତୁ ଭାରତର ରହସ୍ୟମୟ ମନ୍ଦିର ସମ୍ପର୍କରେ, ରାତି ହେବା ମାତ୍ରେ ଏହା ଭିତରକୁ ଯିବା ଲୋକ ପଥର ପାଲଟି ଯାଇଥାଏ !

ରାଜସ୍ତାନ – ଦୁନିଆ ରେ ଆପଣ ଅନେକ ପ୍ରକାର ର ଅଜୀବ ଘଟଣା ଶୁଣିଥିବେ ଓ ଦେଖିଥିବେ ମଧ୍ୟ I କିଛି ଘଟଣା ରେ ବିଶ୍ୱାସ କରିବା ସହଜ ହେଇ ନ ଥାଏ I ଏପରି ଲାଗିଥାଏ ଯେପରି ଏହା କୌଣସି କାହାଣୀ ଅଟେ I ଆମ ଦେଶ ରେ ମଧ୍ୟ ଏପରି ସ୍ଥାନ ଅନେକ ରହିଛି ଯାହା କି ରହସ୍ୟ ର ପରିପୂର୍ଣ ଅଟେ I ଆଜି ଆମେ ଯେଉଁ ଘଟଣା ବିଷୟ ରେ ଆଲୋଚନା କରିବା ଏହା ହେଉଛି MYSTERIOUS TEMPLE OF INDIA

ଭାରତ ରେ ଅନେକ ଧର୍ମ ର ଲୋକେ ଏକତ୍ରିତ ରହିଥାନ୍ତି I ଏଠାରେ ଅନେକ ଧର୍ମ ଓ ଜାତି ର ଲୋକେ ରହିଥାନ୍ତି I ଏଠାରେ ହିନ୍ଦୁ ଧର୍ମ ର ଅଧିକାଂଶ ଲୋକେ ବସବାସ କରିଥାନ୍ତି I ଏଠାରେ ହିନ୍ଦୁ ଧର୍ମ ର ଦେବଦେବୀ ଙ୍କୁ ପୂଜା କରାଯାଇଥାଏ I ତେଣୁ ଭାରତ ରେ ଅଧିକ ସଂଖ୍ୟା ରେ ମନ୍ଦିର ମଧ୍ୟ ରହିଛି I

ମନ୍ଦିର ର ନିର୍ମାଣ 900 ବର୍ଷ ତଳେ ହେଇଥିଲା

ଆଜି ଆମେ ଯେଉଁ ମନ୍ଦିର ବିଷୟ ରେ ଆଲୋଚନା କରୁଛେ ଏହା ର କାହାଣୀ ଅନେକ ପୁରାତନ ଅଟେ I ଏହି ମନ୍ଦିର ରେ ଅନେକ ରହସ୍ୟ ରହିଛି I ଆଜି ଆମେ ଏହିପରି ଏକ ଅଦ୍ଭୁତ ମନ୍ଦିର ବିଷୟ ରେ ଆପଣ ଙ୍କୁ କହିବାକୁ ଯାଉଛୁ I ଆପଣ ଏହି ମନ୍ଦିର ବିଷୟ ରେ ଜାଣି ଆଶ୍ଚଯ୍ୟ ହେବେ I

ଆଜି ଆମେ ଯେଉଁ ରହସ୍ୟମୟୀ ମନ୍ଦିର ବିଷୟ ରେ ଆଲୋଚନା କରିବାକୁ ଯାଉଛେ ଏହା ରାଜସ୍ତାନ ରେ ବାଡ଼ମେର ରୁ 39 କିମି ଦୂର ରେ ରହିଛି I ଏହି ମନ୍ଦିର ବହୁତ ପୁରାତନ ଅଟେ I ତେଣୁ ଏହି ଅଂଚଳ କୁ ମନୁଷ୍ୟ ଯିବା ପୂର୍ବ ରୁ ଅନେକ ଥର ଚିନ୍ତା କରିଥାନ୍ତି I ଏପରି ମଧ୍ୟ ମାନ୍ୟତା ରହିଛି ଏହା ର ନିର୍ମାଣ 900 ବର୍ଷ ତଳେ ହେଇଥିଲା I

ମନ୍ଦିର ରେ ରାତି ରେ ରହୁଥିବା ବ୍ୟକ୍ତି ହେଇଯାଇଥାନ୍ତି ପଥର
ଏହି ମନ୍ଦିର ର ରହସ୍ୟ କୁ ଆଜି ପର୍ଯ୍ୟନ୍ତ ଲୋକେ ଜାଣିନାହାନ୍ତି I ଏହି ମନ୍ଦିର ର ରହସ୍ୟ ଅନୁସାରେ ଏଠାରେ ଯିଏ ରାତି ରେ ରହୁଛି ସେ ପଥର ହେଇଯାଉଛି I ଏହି ସ୍ଥାନ ଟି ଏକ ଅଭିଶପ୍ତ ସ୍ଥାନ ଅଟେ I ତେଣୁ ଏଠାକୁ ରାତି ରେ କେହି ଆସନ୍ତି ନାହିଁ I କିନ୍ତୁ ସ୍ଥାନୀୟ ଲୋକ ଙ୍କ ର କହିବା ଅନୁସାରେ ଏଠାକୁ ଦିନ ରେ ମଧ୍ୟ କୌଣସି ଲୋକ ଆସନ୍ତି ନାହିଁ I