ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ କୁଣ୍ଡଳୀ ରେ କେତୋଟି ସନ୍ତାନର ଯୋଗ ରହିଛି !

ବିବାହ ପରେ ସନ୍ତାନ ଜନ୍ମ କରିବା ଏହା ଅନେକ ଯୁଗ ଯୁଗ ରୁ ରହି ଆସିଛି I ମାନବ ସମାଜ ରେ ଲୋକେ ବିବାହ କରିବା ପରେ ନିଜ ର ଉତ୍ତରାଧିକାରୀ ଓ ବଂଶ ବୃଦ୍ଧି କରିବା ପାଁଇ ଏକ ସନ୍ତାନ ର ଆଶା ରଖିଥାନ୍ତି I ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଙ୍କ ର ଆଗାମୀ ସମୟ କିପରି ରହିବ ଏହା ତାଙ୍କ ର ନାମ ରାଶି ରୁ ହିଁ ଜଣାଯାଇଥାଏ I ଆଜି ଆମେ ଆପଣ ଙ୍କୁ କିଛି ଏପରି ଅକ୍ଷର ବିଷୟ ରେ କହିବାକୁ ଯାଉଛୁ I

ଜଣେ ବ୍ୟକ୍ତି ଙ୍କ ର ନାମ ରୁ ହିଁ ସେହି ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ ଜଣାଯାଇଥାଏ I ଠିକ ସେହିପରି ସେହି ବ୍ୟକ୍ତି ଙ୍କ ର ନାମ ରୁ ଅନେକ କିଛି ଆଗାମୀ ଭବିଷ୍ୟତ ବିଷୟ ରେ ମଧ୍ୟ ଜାଣୀହେଇଥାଏ I ବ୍ୟକ୍ତି ଙ୍କ ର ନାମ ର ପ୍ରଥମ ଅକ୍ଷର ରୁ ସେହି ବ୍ୟକ୍ତି ଙ୍କ ର କୁଣ୍ଡଳୀ ଜଣାପଡିଥାଏ I

A , S ଓ M
ନାମ ର ପ୍ରଥମ ଅକ୍ଷର ଯଦି A , S ଓ M ରହିଥାଏ ତେବେ ତାଙ୍କ କୁଣ୍ଡଳୀ ରେ ସନ୍ତାନ ଯୋଗ ରହିଥାଏ I ଏହି ନାମ ର ବ୍ୟକ୍ତି ବେଶ ଅଧିକ ବୁଦ୍ଧିମାନ ହେଇଥାନ୍ତି I ଏହି ବ୍ୟକ୍ତି ଙ୍କ ର ଜୀବନ ରେ ଟଙ୍କା ର ଅଭାବ ରହି ନ ଥାଏ I ଏହି ବ୍ୟକ୍ତି ଜୀବନ ରେ ଅନେକ ସଫଳତା ହାସିଲ କରିଥାନ୍ତି I

I , V ଓ Y
ଯେଉଁ ବ୍ୟକ୍ତି ଙ୍କ ର ନାମ ର ପ୍ରଥମ ଅକ୍ଷର I , V ଓ Y ରହିଥାଏ ସେମାନେ ଅଧିକ ଲାଜକୁରା ସ୍ଵଭାଵ ର ହେଇଥାନ୍ତି I ଏହି ନାମ ର ପିଲାମାନେ ସମାଜ ରେ ବେଶ ଲୋକପ୍ରିୟ ହାସିଲ କରିଥାନ୍ତି I ଏବଂ ଏହି ବ୍ୟକ୍ତି ଙ୍କ ର ଗୋଟେ ସନ୍ତାନ ହିଁ ହେଇଥାଏ I ଓ ଏହି ସନ୍ତାନ ଟି ବାର୍ଦ୍ଧକ୍ୟ ସମୟ ରେ ସବୁ ଦେଖାଶୁଣା ମଧ୍ୟ କରିଥାଏ I

D , P ଓ B
ଯେଉଁ ବ୍ୟକ୍ତି ଙ୍କ ର ନାମ D , P ଓ B ରୁ ଆରମ୍ଭ ହେଇଥାଏ ସେମାନଙ୍କ ର ଜୀବନ ରେ ଗୋଟେ ସନ୍ତାନ ଯୋଗ ରହିଥାଏ I ଏବଂ ଯେଉଁ ବ୍ୟକ୍ତି ଙ୍କ ର ପାର୍ଟନର ଙ୍କ ର ନାମ S ଅକ୍ଷର ହେଇଥାଏ ତାଙ୍କ ର କୌଣସି ଆର୍ଥିକ ଅଭାବ ରହି ନ ଥାଏ I ଏବଂ ତାଙ୍କ ର ତିନି ଗୋଟି ସନ୍ତାନ ହେଇଥାନ୍ତି I