ନବମ ପାସ ପିଲାଙ୍କ ସହ ହେଲା ୧୦୦ କୋଟି ଟଙ୍କାର ମାଲିକାଣିଙ୍କୁ ପ୍ରେମ,୬ ଥର କରିବାକୁ ପଡିଲା ଆବରସନ, ଆଉ ତାପରେ

ଯଏପୁର ହାଇପ୍ରୋଫାଇଲ ଶୁଭଂଜନ ସୁସାଇଡ ପୁଣି ଚର୍ଚା କୁ ଆସିଛି , ପତି ରାଜକୁମାର ଙ୍କ ଉପରେ ଆତ୍ମହତ୍ୟା ପାଁଇ ଉକ୍ସାଇବା ର କେଶ ରହିଛି I

ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲା ରେ ଶୁଣିବାକୁ ମିଳୁଛି ଏଠାରେ ଜଣେ ଗ୍ରାଜୁଏଟ ଶୁଭଂଗାନା , 9 ଶ୍ରେଣୀ ପାସ ରାଜକୁମାର ଙ୍କ ସହ ଦିଲ୍ଲୀ ର ଆର୍ୟା ସମାଜ ର ମନ୍ଦିର ରେ ବିବାହ କରିଥିଲେ I ବିବାହ ପୂର୍ବ ରୁ ଏହି ରାଜକୁମାର ଠେଲା ଗାଡି ରେ ଅଣ୍ଡା ବିକୁଥିଲେ I

ରାଜକୁମାର ଓ ଶୁଭଂଗାନା ଙ୍କ ମଧ୍ୟ ରେ ଏତେ ପ୍ରେମ ହେଇଯାଇଥିଲା ସେମାନେ ତାଙ୍କ ଘର ଲୋକଙ୍କ ବିରୋଧ ରେ ଯାଇ ବିବାହ କରିଥିଲେ I ତେବେ ଦେଖିବାକୁ ଗଲେ ଶୁଭଂଗାନା ଯଶୋଦା ଦେବୀ କଲେଜ ର ଚେୟାର ପରସନ ମଧ୍ୟ ଥିଲେ I

କିନ୍ତୁ ବିବାହ ପରେ ଶୁଭଂଗାନା , ସ୍ୱାମୀ ରାଜକୁମାର ଙ୍କ ର କିଛି ହରକତ କାରଣ ରୁ ଗତ ମଇ ମାସ ରେ ନିଜ ଆଡ଼ଭୋକେଟ ଙ୍କ ପାଖ କୁ ଏକ ଇମେଲ କରିଥିଲେ ଓ ୱାଟସଆପ ରେ ମ୍ୟାସେଜ କରିଥିଲେ I ସେ ଏହା ଲେଖିଥିଲେ କି ସେ ରାଜକୁମାର ଙ୍କୁ 16 ବର୍ଷ ବୟସ ରେ ସାକ୍ଷାତ କରିଥିଲେ I ଏବଂ ସେବେଠାରୁ ହିଁ ସେ ତାଙ୍କ ସହ ସମ୍ବନ୍ଧ ରଖିଥିଲେ I

ରାଜକୁମାର ବିବାହ ପୂର୍ବ ରୁ 3 ଥର ଓ ବିବାହ ପରେ 3 ଥର ଗର୍ଭପାତ କରାଇଥିଲେ I ଶୁଭଂଗାନା ଏହା ବି କହିଛନ୍ତି କି ସେ ତାଙ୍କ ର ଅନିଚ୍ଛା ସତ୍ୱେ ବି ତାଙ୍କ ର 6 ଥର ଗର୍ଭପାତ କରାଇଥିଲେ I ତେବେ ବାନୀପାର୍କ ପାଖାପାଖି ଅଂଚଳ ରେ ରହିବ କାରଣ ରୁ 1996 ରେ ରାଜକୁମାର ଙ୍କ ସହ ତାଙ୍କ ର ପରିଚିତ ହେଇଥିଲା ଓ ଆଗାମୀ ବର୍ଷ ସେ ବିବାହ କରିଥିଲେ I

ଦୁଇଟି ସନ୍ତାନ ଥାଇ ମଧ୍ୟ ବିଗତ କିଛି ବର୍ଷ ହେବ ରାଜକୁମାର ପ୍ରଚୁର ମଧ୍ୟପନ କରୁଥିଲେ I ଏପରି କି ମଦ୍ୟପାନ କରିକି ସେ ତାଙ୍କୁ ଅନେକ ଥର ମାଡ଼ ମଧ୍ୟ ମାରିଛନ୍ତି I ଏହି ଘଟଣା କୁ ନେଇ ସୁହାନଗଣ ମହିଳା ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ , ଏହା ପରେ ଦୁହେଁ ଅଲଗା ଅଲଗା ରହିଥିଲେ I

ତେବେ 26 ଅଗଷ୍ଟ ରେ ସେ ସି ସ୍କିମ ସ୍ମିଥ ବଙ୍ଗଳା ରେ ଆତ୍ମହତ୍ୟା କରିଥିଲେ ତାଙ୍କ ପିତା ଏହା ଦେଖିବା ପରେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ I ତେବେ ବର୍ତମାନ ରାଜକୁମାର ଫେରାର ଅଛନ୍ତି I କିନ୍ତୁ ବିଗତ 25 ଦିନ ପୂର୍ବ ରୁ ତାଙ୍କୁ ଅଜମେର ର ରୋଡ଼ ପାଖ ରେ ଏକ ହୋଟେଲ ରୁ ଗିରଫ କରାଯାଇଛି I ତେବେ ତାଙ୍କ ପତି ଏହି ବାବଦ ରେ ନିଜ କୁ ନିର୍ଦୋଷ କହିଛନ୍ତି I