୧୨ ,୧୩ ,୧୪ ଓ ୧୫ ନଭେମ୍ବର ତାରିଖ ରେ ହେଉଛି କାଳ ସର୍ପ ଯୋଗ; ଏହି ୪ଟି ରାଶିର ପୁରଣ ହେବ ସବୁ ମନୋକାମନା

ରାଶି ଚକ୍ର ରେ 12 ଗୋଟି ଭାଗ ରହିଥାଏ I ପ୍ରତୋକ ରାଶି ଉପରେ ଗ୍ରହ ନକ୍ଷତ୍ର ଙ୍କ ର ବିଶେଷ ପ୍ରଭାବ ଦ୍ୱାରା ଲୋକେ ଶୁଭ ଓ ଅଶୁଭ ଫଳ ପ୍ରାପ୍ତି କରିଥାନ୍ତି I

12,13,14 ଓ 15 ତାରିଖ ନଭେମ୍ବର ମାସ ରେ ଏକ କାଳସର୍ପ ଯୋଗ ହେବାକୁ ଯାଉଛି I ଆପଣ ଙ୍କ ଜୀବନ ରେ ଅନେକ ବଡ଼ ପରିବର୍ତନ ଆସିବ I ଆପଣ ଙ୍କ ଉପରେ ମହାଦେବ ଙ୍କ ର କୃପା ଦୃଷ୍ଟି ରହିବ I ଆପଣ ମହାଦେବ ଙ୍କ ର ନାମ ନେଇ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳ ହେବେ I ଆପଣ ଙ୍କ ର ଜୀବନସାଥୀ ଆପଣ ଙ୍କୁ ସମର୍ଥନ ଜଣାଇବେ I ସମାଜ ରେ ଆପଣ ଅନେକ ସଂନମାନିତ ହେବେ I ସହକର୍ମୀ ଙ୍କ ର ସହାୟତା ରେ ଆପଣ ଅନେକ କାର୍ଯ୍ୟ ରେ ସଫଳ ହେବେ I

ଦୂର ଯାତ୍ରା ଆପଣ ଙ୍କ ପାଁଇ ଲାଭଦାୟକ ହେବ I ଯାତ୍ରା ସମୟ ରେ ସାବଧାନତା ଆପଣେଇବା ଉଚିତ I ଆପଣ ଙ୍କ ର ପ୍ରେମ ଜୀବନ ସାମାନ୍ୟ ରହିବ I ପରିବାର ଲୋକ ଙ୍କ ର ପୁର୍ଣ ସମର୍ଥନ ରହିଛି I ନିଜ ଭାଗ୍ୟ ର ପୁର୍ଣ ସମର୍ଥନ ପାଇପାରିବେ I ଯଦି ଆପଣ କିଛି ନୂଆ ଗାଡି କିଣିବାକୁ ଯୋଜନା କରିଛନ୍ତି ତେବେ ସଫଳ ହେବେ I ଆପଣ ଙ୍କ ର ଆମଦାନୀ ରେ ବୃଦ୍ଧି ହେବ I ଆପଣ ଙ୍କ ଭାଗ୍ୟ ର ପୁର୍ଣ ସମର୍ଥନ ରହିବ I

କନ୍ୟା ରାଶି , ବୃଷ ରାଶି , ତୁଳା ରାଶି ଓ ମୀନ ରାଶି
ଏହି 4 ଗୋଟି ରାଶି ର ଲୋକେ ଆଗାମୀ ସମୟ ରେ ବିଶେଷ ଶୁଭ ଫଳ ପ୍ରାପ୍ତି କରିବେ I