ନଗରିକତା ସଂଶୋଧନ ପରେ ଆଉ ଏକ ବଡ ବିଲ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର, ହେଇପାରେ ବହୁତ ବିରୋଧ, ଜାଣିଲେ ଖୁସି ହୋଇଯିବେ

ରେନ୍ଦ୍ର ଦାମୋଦର ଦାସ ମୋଦି ଯିଏ କି 2014 ରେ ଭାରତ ର 14 ତମ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ I ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବା ପୂର୍ବ ରୁ ସେ ଗୁଜୁରାଟ ର ମୁକ୍ଷ୍ୟମନ୍ତ୍ରୀ ରୂପେ 7 ଅକ୍ଟୋବର 2001 ରୁ 22 ମଇ 2014 ପର୍ଯ୍ୟନ୍ତ ଗୁଜୁରାଟ ର ମୁକ୍ଷ୍ୟମନ୍ତ୍ରୀ ଥିଲେ I

ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ର ଜଣେ ସକ୍ରିୟ ସଦସ୍ୟ ହେବା ସହ ସେ ରାଷ୍ଟ୍ରୀୟ ସ୍ବୟଂ ସେବା ସଂଘ ର ଏକ କର୍ମକର୍ତା ମଧ୍ୟ ଅଟନ୍ତି I ନରେନ୍ଦ୍ର ମୋଦି ନିଜ ର କାର୍ଯ୍ୟକାଳ ସମୟ ରେ 370 ଧାରା , 35 A , ସେହିପରି ରାମମନ୍ଦିର ପରି ବହୁ ପୁରାତନ ବିବାଦ ର ସମାଧାନ ମଧ୍ୟ ନରେନ୍ଦ୍ର ମୋଦି ଙ୍କ ର କାର୍ଯ୍ୟ କାଳ ରେ ହି ପୁରା ହେଇଚି I ବିଗତ ଦିନ ରେ ନାଗରିକ ସଂଶୋଧନ ବିଲ ପାସ ହେଇଯାଇଛି I କିନ୍ତୁ ଏହି ବିଲ କୁ ନେଇ ସାରା ଦେଶ ରେ ଅଶାନ୍ତି ର ନିଆଁ ଦେଖିବା କୁ ମିଳିଛି I ଏହି ବିଲ ପାସ ହେବାକୁ ନେଇ ଅନେକ ସ୍ଥାନରେ ଲୋକେ ଏହା ର ବିରୋଧ ପ୍ରଦର୍ଶନ କରିଛନ୍ତି I

ଏହି ବିଲ କୁ ନେଇ ମୁସଲିମ ସମୁଦାୟ ର ଲୋକେ ଅଧିକ ବିରୋଧ ପ୍ରଦର୍ଶନ କରିଛନ୍ତି I

ପ୍ରେସ ଟ୍ରଷ୍ଟ ର ସୂଚନା ଅନୁସାରେ ସରକାର ଖୁବ ଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ବିଲ ପାସ କରିବା କୁ ଯାଉଛନ୍ତି I ନୀତି ଆୟୋଗ ର ସହ ଏକ ମିଳିତ ବୈଠକ ରେ ଏହା ର ସମୁପୂର୍ଣ ଯୋଜନା ପ୍ରସ୍ତୁତ କରାଯିବ I

ମୋଦି ସରକାର ଙ୍କ ର ଏପରି ପଦକ୍ଷ୍ୟପ ତାଙ୍କ ପାଇ ଓ ତାଙ୍କ ଦଳ ପାଇ ବିରୋଧୀ ଙ୍କ ର ସଂଖ୍ୟା ବୃଦ୍ଧି କରିପାରେ , କିନ୍ତୁ ସେ ଏହା କୁ ଖାତିର ନ କରି ମୋଦି ସରକାର ଜନତା ଙ୍କ ର ହିତ ଓ ଦେଶ ର ହିତ ପାଇ କାର୍ଯ୍ୟରତ ଅଟନ୍ତି I ତେବେ ନରେନ୍ଦ୍ର ମୋଦି ଙ୍କ ର ଏପରି କାର୍ଯ୍ୟ କୁ କିଛି ସମୁଦାୟ ର ଲୋକେ ଧର୍ମ ବିରୋଧୀ ବୋଲି ପ୍ରତିବାଦ ଦେଇ ଆସୁଛନ୍ତି I