ଯେପରି କି ଆପଣ ଜାଣିଥିବେ ବଲିଉଡ ଜଗତ ରେ ଅନେକ ବଡ଼ବଡ଼ କଳାକାର ଅଛନ୍ତି I ଏହିପରି ଅନେକ କଳାକାର ବଲିଉଡ ରେ ନିଜ ର ସୁନ୍ଦରତା କୁ ନେଇକି ବେଶ ଲୋକପ୍ରିୟତା ମଧ୍ୟ ହାସିଲ କରିପାରିଛନ୍ତି I ଏପରି ଅନେକ କଳାକାର ଯେଉଁମାନେ କେବଳ ନିଜ ର ଚେହେରା କୁ ନେଇକି ହି ଫେମ୍ସ ଅଟନ୍ତି I କିନ୍ତୁ ଆପଣ ଜାଣି ଆଶ୍ଚୟ ହେବେ ଏପରି କିଛି କଳାକାର ଅଛନ୍ତି ଫିଲ୍ମ ଜଗତ ରେ ଯେପରି ହ୍ୟାଣ୍ଡସମ ଦେଖାଯାଉଛି ସେମାନେ ବାସ୍ତବ ଜୀବନ ରେ ସେପରି ହ୍ୟାଣ୍ଡସମ ନୁହନ୍ତି I ଆଜି ଆମେ ବଲିଉଡ ଜଗତ ର କିଛି ଏପରି କଳାକାର ଙ୍କ ବିଷୟ ରେ କହିବା କୁ ଯାଉଛେ ଯେଉଁମାନେ ବାସ୍ତବ ଜୀବନ ରେ ଚାନ୍ଦ ଅଟନ୍ତି କିନ୍ତୁ ଫିଲ୍ମ ପରଦା ରେ ନକଲି ବାଳ ର ବ୍ୟବହାର କରିଥାନ୍ତି I
ରଜନୀକାନ୍ତ
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ କଳାକାର ଓ ସୁପର ଷ୍ଟାର ଅଭିନେତା ରଜନୀକାନ୍ତ ଙ୍କୁ କିଏ ବା ନ ଜାଣିଚି I ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟର ରେ ଅନେକ ଗୁଡିଏ ଫିଲ୍ମ ରେ ଅଭିନୟ କରିଛନ୍ତି I ରଜନୀକାନ୍ତ ଙ୍କ ର ଷ୍ଟାଇଲରେ ଅନେକ କଳାକାର ଫିଦା ହେଇଥାନ୍ତି I କିନ୍ତୁ ସେ ଫିଲ୍ମ ରେ ବିକ ର ବ୍ୟବହାର କରିଥାନ୍ତି I
ଅକ୍ଷୟ କୁମାର
ବଲିଉଡ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଅଭିନେତା ଅକ୍ଷୟ କୁମାର ଙ୍କୁ କିଏ ବା ନ ଜାଣିଚି I ବାସ୍ତବ ଜୀବନ ରେ ଅକ୍ଷୟ କୁମାର ଙ୍କ ର ବାଳ ମୁଣ୍ଡ ରେ ଖୁବ କମ ଥିଲା ଅଵ ସେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି I
ସଲମାନ
କୋଟି କୋଟି ଜନତା ଙ୍କ ର ପ୍ରିୟ ଅଭିନେତା ସଲମାନ ଖାଁ ଙ୍କ ର ମଧ୍ୟ ଫିଲ୍ମ କ୍ୟାରିୟର ବେଶ ଭଲ ରହିଛି I ସେ ତାଙ୍କ ଫିଲ୍ମ କ୍ୟାରିୟର ରେ ଅନେକ ସଫଳତା ହାସିଲ କରିଛନ୍ତି I କିନ୍ତୁ ବାସ୍ତବ ଜୀବନ ରେ ତାଙ୍କ ର ବଲ ଝଡ଼ିବା କାରଣ ରୁ ସେ ତାଙ୍କ ବାଳ ର ତ୍ରିତମେଣ୍ଟ କରିଛନ୍ତି I
କପିଲ ଶର୍ମା
ଜଣେ ହାସ୍ୟ ଅଭିନେତା ରୂପେ ଘରେ ଘରେ ପରିଚିତ କପିଳ ଙ୍କୁ କିଏ ବ ନ ଜାଣିଚି I ଟିଭି ଜଗତ ରେ କପିଳ ଜଣେ ପ୍ରମୁଖ କଳାକାର ଅଟନ୍ତି I କିନ୍ତୁ କପିଳ ଙ୍କ ର ମଧ୍ୟ ବଳ ଝଡିଯାଇଛି I କପିଳ ନିଜ ବାଳ ର ସର୍ଜରି କରିଛନ୍ତି I
ଅମିତଭ ବଚ୍ଛନ
ସବୁଠାରୁ ବରିଷ୍ଠ ଅଭିନେତା ରୂପେ ଇଣ୍ଡଷ୍ଟ୍ରି ରେ ପରିଚିତ ଅମିତାଭ ଜଣେ ସଫଳ କଳାକାର ଅଟନ୍ତି I ଅମିତାଭ ଙ୍କ ର ମଧ୍ୟ ବାସ୍ତବ ଜୀବନ ରେ ବାଳ ଝଡିଯାଇଛି ଓ ସେ ବିକ ର ବ୍ୟବହାର କରୁଛନ୍ତି I