ଆପଣ ସର୍ବଦା ନିଜ ର ଆଗାମୀ ଭବିଷ୍ୟତ କୁ ନେଇ ଚିନ୍ତିତ ରହିଥାନ୍ତି I ପ୍ରତୋକ ଲୋକେ ଏହା ଜାଣିବାକୁ ଇଛୁକ କି ଆଗାମୀ ଭବିଷ୍ୟତ କିପରି ରହିବ I ଆଜି ଆମେ ଇଂରାଜୀ S ଅକ୍ଷର ର ନାମ ଥିବା ଲୋକ ଙ୍କ ବିଷୟ ରେ ଆଲୋଚନା କରିବା I ଏବଂ ଜାଣିବା ଆଗାମୀ 2020 ମସିହା ରେ କିପରି ରହିବ ତାଙ୍କ ର ଭବିଷ୍ୟତ I
କୌଣସି ବି ରାଶି ବ୍ୟକ୍ତି ଙ୍କ ର ଜୀବନ ପ୍ରତି ବିଶେଷ ପ୍ରଭାବ ପକାଇଥାଏ I ଗ୍ରହ ଙ୍କ ର ସ୍ଥାନ ପରିବର୍ତନ ଅନୁସାରେ ଆପଣ ଙ୍କ ର ଆଗାମୀ ସମୟ କିପରି ରହିବ ଏହା ଜଣାଯାଇଥାଏ I ତେବେ ଯେଉଁ ବ୍ୟକ୍ତି ଙ୍କ ର ନାମ ର ଆରମ୍ଭ ଅକ୍ଷର S ତାଙ୍କ ବିଷୟ ରେ ଆଜି ଆମେ କିଛି ବିଶେଷ ଆଲୋଚନା କରିବା I
ଧନ ସମ୍ବନ୍ଧିତ କାର୍ଯ୍ୟ ପୁରା ହେବ
S ନାମ ର ଲୋକ ଙ୍କ ର ଧନ ସମ୍ବନ୍ଧିତ ସବୁ ସମସ୍ୟା ରୁ ଲାଭବାନ ହେବେ I ଏହି ବର୍ଷ ଆପଣ ଙ୍କ ର ଅଟକି ରହିଥିବା ଧନ ଫେରି ପାଇବେ I ମାର୍ଚ୍ଚ ଓ ଜୁଲାଇ ମଧ୍ୟ ପ୍ରଚୁର ଧନ ପ୍ରାପ୍ତି ର ଯୋଗ ରହିଛି I
ପରିଶ୍ରମ ର ଫଳ ମିଳିବ
ଯେଉଁ ଲୋକେ ଦୀର୍ଘ ସମୟ ହେବ ପରିଶ୍ରମ କରୁଛନ୍ତି I ସେମାନେ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି କରିବେ I ସେହି ଲୋକେ ଏହି ବର୍ଷ ଅନେକ ଖୁସି ରେ ରହିବେ I ଏହି ବର୍ଷ ସେହି ଲୋକେ କଠିନ ପରିଶ୍ରମ କରି ଶୁଭ ଫଳ ପ୍ରାପ୍ତି କରିବେ I
ବ୍ୟବସାୟ ରେ ସଫଳତା
2020 ମସିହା ରେ ଆପଣ ଅଧିକ ଶୁଭ ଫଳ ପ୍ରାପ୍ତି କରିବେ I ବ୍ୟବସାୟ କରୁଥିବା ଲୋକେ ଖୁସି ରେ ସମୟ ଅତିବାହିତ କରିବେ I ପ୍ରମୋସନ ର ଯୋଗ ରହିଛି I
ଦୁଶ୍ଚିନ୍ତା ଦୂର ହେବ
ଯଦି ପରିବାର ଲୋକେ ଦୀର୍ଘ ସମୟ ହେବ ଦୁଶ୍ଚିନ୍ତା ରେ ରହିଛନ୍ତି I ତେବେ ତାଙ୍କ ସମସ୍ୟା ର ସମାଧାନ ହେବ I ଏହି ବର୍ଷ ଶାନ୍ତି ରେ ସମୟ ଅତିବାହିତ କରିବେ I କିଛି ସାମାନ୍ୟ କଥା କୁ ଆପଣ ଅଣଦେଖା କରିବେ I
ନିଜ ର ଗୃହ ପ୍ରବେଶ
2020 ମଧ୍ୟ ରେ ଆପଣ ନିଜ ର ଘର କରି ଗୃହ ପ୍ରବେଶ ମଧ୍ୟ କରିପାରିବେ I ଆପଣ ଙ୍କ ର ଆଗାମୀ ଦିନ ରେ ଖର୍ଚ୍ଚ ବୃଦ୍ଧି ର ଯୋଗ ରହିଛି I ଟେନ୍ସନ ନେବା ର ଆବଶ୍ୟକତା ନାହିଁ I କୌଣସି ବଡ଼ ଖୁସି ଖବର ପାଇପାରିବେ I
ଦୂର ହେବ ଆର୍ଥିକ ସ୍ତିତି
ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ସେଥିରେ ସୁଧାର ଆସିବ I ଆପଣ ନିଜ କାର୍ଯ୍ୟ ରେ ଖୁସି ରହିବେ I ଜୀବନ ରେ ଆଗାମୀ ସମୟ ରେ ଖୁସି ର ସମାହାର ଆସିବ I
ମଜବୁତ ହେବ ସମ୍ପର୍କ
ଆପଣ ଙ୍କ ର ବ୍ୟକ୍ତିଗତ ଜୀବନ ରେ ଲାଗି ରହିଥିବା ସମସ୍ୟା ର ସମାଧାନ ହେବ I ଆପଣ ନିଜ ପାର୍ଟନର ଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ I ପାରିବାରିକ ଜୀବନ ଉତ୍ତମ ରହିବ I ଜୀବନସାଥୀ ଙ୍କ ର ପୁର୍ଣ ସହଯୋଗ ରହିବ I
ମାତା ପିତା ଙ୍କ ର ଦେଖାଶୁଣା
ଆପଣ ନିଜ ପିତାମାତା ଙ୍କ ର ସ୍ଵାସ୍ତ୍ୟ ପ୍ରତି ବିଶେଷ ସତର୍କ ରହିବା ଜରୁରୀ ଅଟେ I ଆପଣ ଏହି ସମୟ ରେ ଯେଉଁ ନିଷ୍ପତି ନେବେ ସେଥିରେ ସଫଳ ମଧ୍ୟ ହେବେ I ଆପଣ ଙ୍କ ନିଷ୍ପତି କୁ ସବୁ ଲୋକେ ପସନ୍ଦ କରିବେ I
ଚିନ୍ତା କରିକି ପୁଞ୍ଜି ନିବେଶ କରନ୍ତୁ
ଏହି ବର୍ଷ ଆପଣ ଟିକେ ଚିନ୍ତା କରିକି ହିଁ ପୁଞ୍ଜି ନିବେଶ କରନ୍ତୁ I କାରଣ ଆଗାମୀ ସମୟ ରେ ଆପଣ ଙ୍କ ର ଧନ ହାନୀ ର ଯୋଗ ରହିଛି I ଟିକେ ସାବଧାନ ରହିବା ଜରୁରୀ ଅଟେ I