ବହାଘରପରେ ଶାଶୂଘରେ ସ୍ୱାମୀଙ୍କ ସହ କିପରି ଅଛନ୍ତି Lipi Mohapatra, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ଲିପି ତାରାତାରିଣୀ ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିଲେ। ଏହି ଧାରାବାହିକଟି ବର୍ତ୍ତମାନ ସମୟରେ ବନ୍ଦ୍ ହୋଇଯାଇଛି ଏବଂ ଏହି ଧାରାବାହିକ ଜାଗାରେ ତାରାତାରିଣୀ ଧାରାବାହିକର ସିକୁଏଲ୍ ତାରିଣୀ ଆଖିର ତାରା ଧାରାବାହିକଟି ପ୍ରସାରଣ ହେଉଛି |

ଯେଉଁଥିରେ ତାରିଣୀଙ୍କ ଦୁଇ ଝିଅ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବାର ନଜର ଆସୁଛନ୍ତି ଏବଂ ଏହାପରେ ବର୍ତ୍ତମାନ ସମୟରେ ଲିପି ଏହି ଧାରାବାହିକଟିକୁ ଛାଡି ଦେଇଛନ୍ତି। ଏହି ଧାରାବାହିକଟିକୁ ଛାଡ଼ିବା ପରେ ଲିପିଙ୍କ ବିଷୟରେ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି କି ଲିପି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଆଉ ବର୍ତ୍ତମାନ ସମୟରେ ସେ ତାଙ୍କ ଶାଶୁଘରେ ରହୁଛନ୍ତି।

ହେଲେ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ଲିପିଙ୍କୁ ବର୍ତ୍ତମାନ ସମୟରେ ୪୦ ବର୍ଷ ବୟସ ହୋଇ ଗଲାଣି। ତେବେ ବିବାହ ପାଇଁ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ଲିପି ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି। ତେବେ ଦର୍ଶକ ବନ୍ଧୁ ଆଗାମୀ ଦିନମାନଙ୍କରେ ଲିପିଙ୍କର ଆଉ ଏକ ନୂଆ ଧାରାବାହିକ ଆସିବାକୁ ଯାଉଛି | ଯାହାର ସୁଟିଂ ବର୍ତ୍ତମାନ ଜୋର୍ ସୋର୍ ରେ ଚାଲିଛି ଆଉ ଏହି ଧାରାବାହିକଟି ଆପଣମାନେ ମଞ୍ଜରୀ ଟିଭିରେ ଦେଖିବାକୁ ପାଇବେ |

ଯେଉଁଥିରେ ଲିପି ମହାପାତ୍ରଙ୍କୁ ଜବରଦସ୍ତ ଅଭିନୟ କରୁଥିବାର ଆପଣମାନେ ଦେଖିବେ। ଲିପି ସୋସିଆଲ ମିଡିଆରେ ନିଜ ସୁଟିଂ ସେଟ୍ ର କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଏହି ଧାରାବାହିକର ମୁଖ୍ୟ ନାୟକଙ୍କ ସହ କିଛି ଉଠାଇଥିଲେ।

ଲିପିଙ୍କର ଏହି ଫଟୋ ଟିକୁ ଦେଖିବା ପରେ ତାଙ୍କ ଫ୍ୟାନମାନେ ଭାବି ନେଇଛନ୍ତି କି ଲିପି ତାରାତାରିଣୀ ଧାରାବାହିକ ଛାଡ଼ିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି କିନ୍ତୁ ବନ୍ଧୁଗଣ ଏହି କଥାଟି ସଂପୂର୍ଣ୍ଣ ଭାବରେ ମିଥ୍ୟା ଲିପି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି।