ଆଜିକା ସମୟ ରେ ସରକାର ସାଧାରଣ ଜନତା ଙ୍କ ର କଲ୍ୟାଣ ପାଁଇ କିଛି ନା କିଛି ଯୋଜନା ଆରମ୍ଭ କରିଥାନ୍ତି I ଯାହା ଦ୍ୱାରା ଦେଶ ର ବିକାଶ ହେବା ସହ ଲୋକେ ମଧ୍ୟ ଉପକୃତ ହେଇପାରିବେ I ସରକାର ଜଣ ସଚେତନତା ପାଁଇ ଅନେକ କିଛି କାର୍ଯ୍ୟକ୍ରମ ମଧ୍ୟ କରିଥାନ୍ତି I କିନ୍ତୁ ଲୋକ ଙ୍କ ଉପରେ ଏହା ର କୌଣସି ପ୍ରଭାବ ପଡି ନ ଥାଏ I କିନ୍ତୁ ଆଜି ଏପରି ଏକ ଘଟଣା ନଜର କୁ ଆସିଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଏହି ଘଟଣା ରେ ନଷବନ୍ଦୀ ଅପରେସନ ସମୟ ରେ ମେହେରଣୀ ସମୁଦାୟ ର ସ୍ଵାସ୍ତ୍ୟ କେନ୍ଦ୍ର ରେ ଅବହେଳିତ ମାମଲା ନଜର କୁ ଆସିଛି I ନଷବନ୍ଦୀ ଅପରେସନ ସମୟ ରେ ମେହେରଣୀ ସମୁଦାୟ ର ଜଣେ ମହିଳା ନିଜ ର ନଷବନ୍ଦୀ ଅପରେସନକରିବା କୁ ଆସିଥିଲେ I
ସୂଚନା ଅନୁସାରେ ଚିକିସକ ମହିଳା ଙ୍କ ର ଚେକଅପ କରିଥିଲେ I ଏହା ପରେ ନଷବନ୍ଦୀ ଅପରେସନ ପାଁଇ ପେଟ ଚିରିଥିଲେ I କିନ୍ତୁ ଏଠାରେ ଚିକିତ୍ସକ ଯାହା ଦେଖିଲେ ଆଶ୍ଚଯ୍ୟ ହେଇଯାଇଥିଲେ I କାରଣ ପେଟ ଚିରିବା ପରେ ଜଣାଯାଇଥିଲା କି ମହିଳା ଗର୍ଭବତୀ ଅଟନ୍ତି I ଏବଂ ଡାକ୍ତର ସଂଗେ ସଂଗେ ପେଟ ସିଲେଇ କରିବା ପରେ ଡରିଯାଇଥିଲେ ଓ ଫେରାର ହେଇଯାଇଥିଲେ I ଏଠାରେ ମହିଳା ଙ୍କ ର ଅବସ୍ଥା ଦେଖି ଜିଲ୍ଲା ହସ୍ପିଟାଲ କୁ ରେଫର କରାଯାଇଥିଲା I
ଏହି ମାମଲା ଟି ଗମ୍ଭୀର ହେଇଥିବା ରୁ ସିଏମଏଚଓ ଏହି ମାମଲା ର ଯାଞ୍ଚ ଆରମ୍ଭ କରିଛନ୍ତି I ଏହି ମହିଳା ମେହରୋନି ବାଜଜିଆ ଗ୍ରାମ ର ନିବାସୀ 25 ବର୍ଷୀୟ ଅଟନ୍ତି I କିଛି ଦିନ ପୂର୍ବ ରୁ ସେ ଗ୍ରାମ ରେ ନଷବନ୍ଦୀ ଅପରେସନ କରିବା କୁ ଆଶା କାର୍ଯ୍ୟକର୍ତା ଙ୍କୁ ଯୋଗାଯୋଗ କରିଥିଲେ I ଏବଂ ସାମୁହିକ ସ୍ଵାସ୍ତ୍ୟ କେନ୍ଦ୍ର ପହଂଚିଥିଲେ I ତେବେ ଏଠାରେ ଡାକ୍ତର ରାକେଶ ଦତ୍ତ ମହିଳା ଙ୍କ ର ପେଟ ଯାଞ୍ଚ ରୁ ଜାଣିବା କୁ ପାଇଥିଲେ କି ମହିଳା ଗର୍ଭବତୀ ଅଟନ୍ତି I ତେଣୁ ଅପରେସନ ଅଧା ରେ ହିଁ ରୋକାଯାଇଥିଲା I ଏବଂ ଧୀରେ ଧୀରେ ମହିଳା ଙ୍କ ର ଅବସ୍ଥା ଖରାପ ହେବା ଆରମ୍ଭ ହେଇଥିଲା I
ଡାକ୍ତର ଏହି ମହିଳା ଙ୍କ ଛଡା ଅନ୍ୟ 5 ଜଣ ମହିଳା ଙ୍କୁ ମଧ୍ୟ ବେହୋଶି ଇଞ୍ଜେକ୍ସନ ଦେଇଥିଲେ କିନ୍ତୁ ଏହି ପ୍ରଥମ ଘଟଣା ବିଗିଡ଼ିବା ର ଦେଖି ସଂଗେ ସଂଗେ ସେହି ଡାକ୍ତର ଓ ଅନ୍ୟ ଉପସ୍ଥିତ ହସ୍ପିଟାଲ ର କାର୍ଯ୍ୟକର୍ତା ଫେରାର ହେଇଯାଇଥିଲେ I ମୁଖ୍ୟ ଚିକିସକ ଅଧିକାରୀ ଡାକ୍ତର ପ୍ରତାପ କହିଛନ୍ତି ନଷବନ୍ଦୀ ଅପରେସନ ପାଁଇ ଆସିଥିବା ମହିଳା ଙ୍କ ର ଏକ 10 ମାସ ର ସନ୍ତାନ ଅଛି ତେବେ ମହିଳା ନିଜେ ମଧ୍ୟ ଏହା ଜାଣି ନ ଥିଲେ କି ସେ ଗର୍ଭବତୀ ଅଛନ୍ତି I