ଏହି ପିଲାଟି ନିଜ ବାପା-ମା ଙ୍କୁ ଟଲି ରେ ବସାଇ ୫୫୦ କିମିର ଦୂର ଯାତ୍ରା କରି ଘରକୁ ଫେରେଇ ଆଣିଲା, ଲୋକମାନେ କହିଲେ କଳିଯୁଗରେ ଏ ପିଲା ହେଉଛି ….

କରୋନା ମହାମାରୀ ର ସଂକ୍ରମଣ ସାରା ଦେଶରେ ଜାରି ରହିଛି | ଯାହା ଦ୍ୱାରା ଅନେକ ସ୍ଥାନ ରେ ଲୋକ ଙ୍କ ର ଘରୁ ବାହାରିବା କଷ୍ଟକର ହେଇଯାଉଛି | ଅନେକ ଲୋକ ଙ୍କ ପରି ଅନେକ ଶ୍ରମିକ ଶ୍ରେଣୀ ର ଲୋକେ ମଧ୍ୟ ନିଜ ନିଜ ଘରେ ବସି ରହିବା କାରଣ ରୁ ନିଜ ର ଜୀବିକା ମଧ୍ୟ ହରାଇଛନ୍ତି | ଯାହା ଦ୍ୱାରା ଅନେକ ଦିନ ଧରି ଭୋକ ଉପାସ ରେ ମଧ୍ୟ ରହିଛନ୍ତି | ପ୍ରଶାସନ ତରଫରୁ ମଧ୍ୟ ଏହା ର ନିରାକରଣ ବ୍ୟବସ୍ତା କରାଯିବା ରେ ଲାଗିଛି |

କରୋନା ମହାମାରୀ ରୁ ରକ୍ଷ୍ୟା ପାଇବା ପାଁଇ ସରକାର ଙ୍କ ତରଫରୁ ଅନେକ କିଛି ନିରାକରଣ ବ୍ୟବସ୍ତା ଆରମ୍ଭ କରାଯାଇଛି | ଏହି ମହାମାରୀ ର ଲକ ଡାଉନ ସମୟ ମଧ୍ୟ ରେ ଏହା ଶୁଣିବା କୁ ମିଳିଛି କି ଏକ 11 ବର୍ଷୀୟ ବାଳକ ନିଜ ପିତା ମାତା ଙ୍କୁ ଏକ ଟଲି ରେ ବସାଇ ଦୀର୍ଘ 9 ଦିନ ରେ 550 କିମି ର ଦୂରତା ଅତିକ୍ରମ କରିଛି | ଏବଂ ବନାରସ ରୁ ବିହାର ରେ ନେଇ ନିଜ ପିତାମାତା ଙ୍କୁ ପହଂଚି ଯାଇଛି |

ଆଜି ଆମେ ଆପଣ ଙ୍କୁ ଠାରେ ଯେଉଁ କୁନି ପିଲାଟି ବିଷୟ ରେ କହିବା କୁ ଯାଉଛୁ ସେ ପିଲାଟି ଉଡାହଟ ଗ୍ରାମ ର ଅଟେ | ପିଲାଟି ର ନାମ ତବାକର ଅଟେ | ତାଙ୍କ ପିତା ବନାରସ ରେ ମାର୍ବଲ ଦୋକାନ ରେ ଶ୍ରମିକ ରୂପେ କାମ କରନ୍ତି | ଏହି 11 ବର୍ଷ ର ପିଲାଟି ଟି ନିଜ ପିତାମାତା ଙ୍କୁ ନେଇ ନିଜ ବାସ ସ୍ଥାନ ରେ ପହଂଚି ଯାଇଛି | ସାରା ଦେଶ ରେ ଲକ ଡାଉନ କାରଣ ରୁ ଯାତାୟାତ ସେବା ଯେପରି ବସ ଓ ଟ୍ରେନ ସେବା ବାଧାପ୍ରାପ୍ତ ହେଇଥିଲା ତେଣୁ ଲୋକେ ଠିକ ରେ ଖାଇବା କୁ ମଧ୍ୟ ପାଇ ନ ଥିଲେ | ଏଠାରେ ପିଲାଟି ଯେଉଁ କାର୍ଯ୍ୟ କରିଛି ବାସ୍ତବ ରେ ଏହା ବେଶ ପ୍ରଶଂସନୀୟ ଅଟେ |

ତବାରକ ଙ୍କୁ ରାସ୍ତା ରେ ଆସିବା ସମୟ ରେ ଅନେକ ସମସ୍ୟା ଦେଇ ଗତି କରିବା କୁ ପଡିଥିଲା | କିନ୍ତୁ ପିଲାଟି ର ଦୃଢ଼ ଇଚ୍ଛା ଶକ୍ତି କାରଣ ରୁ ସେ ନିଜ ଗନ୍ତବ୍ୟ ସ୍ଥାନ ରେ ପହଂଚି ପାରିଛି | ଏହି ପିଲାଟି କୁ ବନାରସ ରୁ ଅରରୀୟା ପର୍ଯ୍ୟନ୍ତ ଆସିବା କୁ ଦୀର୍ଘ 9 ଦିନ ଲାଗିଛି |

ଆଲୋଚନା ସମୟ ରେ ପିଲାଟି କହିଛି ଲକଡାଉନ କାରଣ ରୁ ଶ୍ରମିକ ମାନେ ଅଧିକ ସମସ୍ୟା ର ସମୁଖୀନ ହେଇଛନ୍ତି ଓ ନିଜ ର ଜୀବିକା ହରାଇଛନ୍ତି | ଏବଂ ଦୀର୍ଘ ଦିନ ରୋଜଗାର ନ ଥିବା ରୁ ସଂଚିତ ଧନ ମଧ୍ୟ ଖର୍ଚ୍ଚ ହେଇଯାଇଛି | ତବାରକ ଙ୍କ ର ପିତା ଙ୍କ ର ନାମ ମୋହମ୍ମଦ ଇସ୍ରାଇଲ ଅଟେ ଓ ମାର୍ବଲ କାମ ସମୟ ରେ ତାଙ୍କ ଗୋଡ଼ ରେ ମଧ୍ୟ ଆଘାତ ଲାଗିଥିଲା | ତେବେ ଆମ ର ଆସିବା ରାସ୍ତା ରେ ଆମ କୁ ଅନେକ ସହାୟତା ମଧ୍ୟ ମିଳିଛି ଓ ଅନେକ ଲୋକେ ବର୍ତମାନ ପିଲାଟି ର ଏହି ପ୍ରଶଂସନୀୟ କାର୍ଯ୍ୟ ରେ ବେଶ ଖୁସି ହେଇଛନ୍ତି | କିଛି ଲୋକେ ତ ପିଲାଟି କୁ କଳିଯୁଗ ର ଶ୍ରବଣ କୁମାର ବୋଲି ସମ୍ବୋଧନ କରିଛନ୍ତି |