ନିଜ ବାପାଙ୍କ ଠୁ ଭଲ ଗୀତ ଗାଇଲେ ଓଡ଼ିଆ ସିଙ୍ଗର Satyajit Pradhanଙ୍କ ଝିଅ, ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ସିଙ୍ଗର ସତ୍ୟଜିତ ପ୍ରଧାନ ବାପା ହେବାପରେ ନିଜ କୁନି ଝିଅ ସହ କିପରି ଭାବରେ ସମୟ ବିତାଉଛନ୍ତି ଆସନ୍ତୁ ଜାଣିବା। ଓଲିଉଡର ଜବରଦସ୍ତ ସିଙ୍ଗର ସତ୍ୟଜିତ ପ୍ରଧାନଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କର ବୋହୁତ ଗୁଡିଏ ଗୀତ ମଧ୍ୟ ଆପଣମାନେ ଶୁଣିଥିବେ।

ସେ ଅନେକ ସୁପରହିଟ ଗୀତ ଗାଇଛନ୍ତି ଏବଂ ତାଙ୍କ ଗୀତ ମାଧ୍ୟମରେ ସେ ଓଡିଶାବାସୀଙ୍କୁ ବେଶ୍ ମନୋରଞ୍ଜନ କରୁଛନ୍ତି। ସତ୍ୟଜିତ ପ୍ରଧାନ ପ୍ରାୟ ୨୦୦ ରୁ ଅଧିକ ଓଡ଼ିଆ ଆଲବମ୍, ଭଜନ ଏବଂ ଫିଲ୍ମରେ ଗୀତ ଗାଇ ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି ଆଉ ତାଙ୍କର କଣ୍ଠର ଯାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିଛନ୍ତି |

ଏବଂ ସତ୍ୟଜିତଙ୍କ ଗୀତ ଶୁଣିବା ପାଇଁ ଦର୍ଶକମାନେ ମଧ୍ୟ ବେଶ୍ ପସନ୍ଦ କରନ୍ତି ଏବଂ ଖାସ୍ କରି ପୂଜା ମାହୋଲରେ ତାଙ୍କର ଜବରଦସ୍ତ ଗୀତ ସବୁଆଡେ ଶୁଣିବାକୁ ମିଳୁଛି। ତେବେ ଦର୍ଶକ ବନ୍ଧୁ କିଛିଦିନ ପୂର୍ବେ ସତ୍ୟଜିତ ବାପା ହୋଇଥିଲେ। ବର୍ତ୍ତମାନ ସମୟରେ ସତ୍ୟଜିତ ତାଙ୍କ ଝିଅ ସହ ବୋହୁତ ସାରା ସମୟ ବିତାଉଥିବାର ନଜରରେ ଆସିଛନ୍ତି |

ଆଉ ତାଙ୍କ ଝିଅ ସହ ବୋହୁତ ସାରା ଫଟୋ ଏବଂ ଭିଡିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ଯାହାଦ୍ଵାରା ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ସତ୍ୟଜିତ ପ୍ରଧାନଙ୍କର କୁନି ଝିଅ କେମିତି ଲାଗୁଛନ୍ତି ଆଉ ତାଙ୍କର ଗୀତ ଗୁଡ଼ିକ ଆପଣମାନଙ୍କୁ କେମିତି ଲାଗୁଛି ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରି ନିହାତି ଭାବରେ ଜଣାଇ ଦିଅନ୍ତୁ।