ଯଦି ଆମ ର ଆତ୍ମବିଶ୍ୱାସ ଠିକ ରହିଛି I ତେବେ ଆମେ ଜୀବନ ରେ ନିଜ ର ଲକ୍ଷ ହାସିଲ କରିଥାଉ I କୌଣସି ବି ଇଣ୍ଡଷ୍ଟ୍ରି ହେଉ ନା କାହିଁକି , ଏହି ବଲିଉଡ ଇଣ୍ଡଷ୍ଟ୍ରି ରେ ମଧ୍ୟ ଅନେକ ଏପରି ଅଛନ୍ତି ଯେଉଁମାନେ ନିଜ ର ଦୃଢ଼ ଲକ୍ଷ ପଥ କୁ ଆଜି ସଫଳତା ର ସହ ହାସିଲ କରିଛନ୍ତି I ଆଜି ଆମେ ଏହିପରି ଜଣେ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ଜୀବନ ରେ ଅନେକ ସଂଘର୍ଷ କରିଛନ୍ତି I
ଏବଂ ତାଙ୍କ ଜୀବନ ର ସଂଘର୍ଷ କୁ ନେଇ ସେ ଆଜି ସଫଳ ମଧ୍ୟ ହେଇଛନ୍ତି I ଏବଂ ନିଜ ଯୋଗ୍ୟତା ରେ ଇଣ୍ଡଷ୍ଟ୍ରି ରେ ପରିଚିତ ହେଇଛନ୍ତି I କୁହାଯାଇଥାଏ ଲିଡ଼ ରୋଲ ରେ ଅଭିନୟ କରିବାକୁ ହେଲେ ଭଲ ଫିଗର ଓ ହ୍ୟାଣ୍ଡସମ ହେବା ଜରୁରୀ ଅଟେ I କିନ୍ତୁ ଅଭିନେତା ନବଜଉଦ୍ଦିନ ସିଦିକି ଙ୍କ ପାଖ ରେ କିଛି ନ ଥାଇ ମଧ୍ୟ ଆଜି ସେ ଜଣେ ସଫଳ କଳାକାର ଅଟନ୍ତି I
ନବଜଉଦ୍ଦିନ ସିଦିକି ଜଣେ ଚାଷୀ ପରିବାର ର ଅଟନ୍ତି I ତାଙ୍କ ର 7 ଭାଇ ଓ ଭଉଣୀ ଙ୍କ ର ଦେଖା ଶୁଣା ପାଁଇ ଚଉକିଦାରୀ କାମ କରୁଥିଲେ I କିନ୍ତୁ ଅଭିନୟ ପ୍ରତି ତାଙ୍କ ର ଇଚ୍ଛା ରହିଥିଲା I 1999 ରେ ଫିଲ୍ମ ସର୍ଫରଶ ରେ ବେଶ ସୁନ୍ଦର ଅଭିନୟ କରିଥିଲେ I ଏହା ପରେ ଗାଙ୍ଗ ଅଫ ବାସେପୁର ରୁ ମଧ୍ୟ ଅଭିନୟ କରିବା ଆରମ୍ଭ କରିଥିଲେ I
ଫିଲ୍ମ ମୋତୀଚଉର ଚକନାଚୁର ଫିଲ୍ମ 15 ନଭେମ୍ବର 2019 ରେ ସିନେମାଘେରେ ରିଲିଜ ହେଇଥିଲା I କିନ୍ତୁ ଏହା ସେପରି ସଫଳ ହେଇ ନ ଥିଲା I ଏବଂ ଫିଲ୍ମ ଟି ଫ୍ଲପ ହେଇଥିଲା I