ନିଜ ଚାକରଙ୍କୁ ମଧ୍ୟ ନିଜ ଘରର ସଦସ୍ୟ ବୋଲି ମାନିଥାନ୍ତି ଏହି ୭ଜଣ ବଡ କଳାକାର ମାନେ, ଜଣେ ତ ତାଙ୍କର ମେଡିକାଲ ବିଲ ମଧ୍ୟ ନିଜେ ଦେଇଥାନ୍ତି

ଚାକର ଶବ୍ଦ ର ଅର୍ଥ କଣ ଆପଣ ଜାଣିଥିବେ I ଆପଣ ଙ୍କ ର ଘର କାର୍ଯ୍ୟ ରେ ଆପଣ ଦରମା ଦେଇ ଯଦି କୌଣସି ଲୋକ ଙ୍କୁ ନିୟୋଜିତ କରିଥାନ୍ତି ତେବେ ତାଙ୍କୁ ଚାକର କୁହାଯାଇଥାଏ I ଏହା ଦ୍ୱାରା ଲୋକେ ନିଜ ର କାର୍ଯ୍ୟ କୁ ହିଁ ଗୁରୁତ୍ୱ ଦେଇପାରିବେ I ତେବେ ଆଜି ଆମେ ଆପଣ ଙ୍କୁ ବଲିଉଡ ର କିଛି କଳାକାର ଙ୍କ ବିଷୟ ରେ କହିବା କୁ ଯାଉଛୁ ଯେଉଁମାନେ କି ନିଜ ଘର ର ଚାକର ଙ୍କୁ ଘର ର ସଦସ୍ୟ ବୋଲି ମାନିଥାନ୍ତି I

ସଲ୍ମାନ ଖାଁ
ଅଭିନେତା ଙ୍କ ମଧ୍ୟ ରେ ସବୁଠାରୁ ଟପ ଅଭିନେତା ହେଉଛନ୍ତି ସଲ୍ମାନ ଖାଁ I ବଲିଉଡ ରେ ଏକ ନମ୍ବର ହେବା ପରେ ମଧ୍ୟ ସେ ତାଙ୍କ ଘର ର ଚାକର ଙ୍କୁ ଘର ର ଚାକର ବୋଲି ନୁହେଁ ଘର ର ସଦସ୍ୟ ବୋଲି ଦେଖିଥାନ୍ତି I

ଜାହ୍ନବୀ କପୁର
ଜାହ୍ନବୀ କପୁର ଙ୍କ ର ମା ଶ୍ରୀଦେବୀ ସର୍ବଦା ଚାକର ଙ୍କୁ ବେଶ ଭଲ ବ୍ୟବହାର କରିଥାନ୍ତି I ତେଣୁ ଜାହ୍ନବୀ କପୁର ମଧ୍ୟ ତାଙ୍କ ଘର ର ଚାକର ଙ୍କୁ ବେଶ ଭଲ ବ୍ୟବହାର ଦେଖାଇଥାନ୍ତି I

ଆଲିୟା ଭାଟ
ଆଲିୟା ଭାଟ ଦେଖିବା କୁ ଯେପରି ସୁନ୍ଦର ତାଙ୍କ ର ମନ ର ଭାବନା ମଧ୍ୟ ସେହିପରି ସୁନ୍ଦର ଅଟେ I ସେ ନିଜ ର ଘର ର ଚାକର ଙ୍କ ସହ ବେଶ ଭଲ ବ୍ୟବହାର ଦେଖାଇଥାନ୍ତି I ତାଙ୍କ ଘରେ ଏପରି ମଧ୍ୟ ଜଣେ ଚାକର ରହିଛନ୍ତି ଯିଏ କି ଅନେକ ବର୍ଷ ହେବ ତାଙ୍କ ଘରେ କାମ କରୁଛନ୍ତି I ଏବଂ ଆଲିୟା ଭାଟ ମଧ୍ୟ ତାଙ୍କ ଡ୍ରାଇଭର ଙ୍କ ର ସହାୟତା ପାଁଇ 50 ଲକ୍ଷ୍ୟ ଟଙ୍କା ସହାୟତା କରିଥିଲେ I

ଧର୍ମେନ୍ଦ୍ର
ଧର୍ମେନ୍ଦ୍ର ଓ ତାଙ୍କ ପୁରା ପରିବାର ଙ୍କ ର ବ୍ୟବହାର ବହୁତ ଭଲ ଅଟେ I ସେ ତାଙ୍କ ର ଘର ର ଚାକର ଙ୍କୁ ଘର ର ସଦସ୍ୟ ବୋଲି ହିଁ ଦେଖିଥାନ୍ତି I

ସୈଫ ଅଲ୍ଲୀ ଖାଁ
ନବାବ ସୈଫ ଅଲ୍ଲୀ ଖାଁ ମଧ୍ୟ ନିଜ ଘର ର ଚାକର ଙ୍କୁ ବେଶ ସୁନ୍ଦର ବ୍ୟବହାର ଦେଖାଇଥାନ୍ତି I ତାଙ୍କ ଘର ର ଚାକର ତାଙ୍କ ର ପୁରା ପରିବାର ର ଦେଖାଶୁଣା କରିଥାନ୍ତି I ଏବଂ ସୈଫ ଅଲ୍ଲୀ ଖାଁ ତାଙ୍କ ଚାକର ଙ୍କୁ ଘର ର ସଦସ୍ୟ ବୋଲି ହିଁ ମାନିଥାନ୍ତି I

ଦୀପିକା ପଡୁ଼କୋନ
ଦୀପିକା ପଡୁ଼କୋନ ବର୍ତମାନ ସମୟ ରେ ଭାରତ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I ବର୍ତମାନ ସୁଦ୍ଧା ସେ 3 ଗୋଟି ଫିଲ୍ମ ଫେୟାର ଆୱାର୍ଡ ପାଇସାରିଛନ୍ତି I ଦୀପିକା ପଡୁ଼କୋନ ତାଙ୍କ ଘର ର ଚାକର ଙ୍କୁ ବେଶ ଭଲ ବ୍ୟବହାର ଦେଖାଇଥାନ୍ତି I

ମଲାଇକା ଆରୋଡା
ଅଭିନେତ୍ରୀ ମଲାଇକା ଆରୋଡା ନିଜ ଘର ର ସବୁ ମହିଳା ଚାକର ହିଁ ରଖିଛନ୍ତି I ସବୁ ମହିଳା ଚାକର ମାନେ ବୟସ୍କ ଅଟନ୍ତି I ମଲାଇକା ଆରୋଡା ଏହା କହିଛନ୍ତି କି ତାଙ୍କ ଘର ର ଚାକର ମାନେ ତାଙ୍କ ନିଜ ପରିବାର ସଦସ୍ୟ ପରି ତାଙ୍କ ର ସବୁ କେୟାର ନେଇଥାନ୍ତି I ଏବଂ ସେହି ଘର ର ଚାକର ଙ୍କ ର ମେଡିକାଲ ଖର୍ଚ୍ଚ ସବୁ ମଲାଇକା ଆରୋଡା ହିଁ ଦେଇଥାନ୍ତି I