ଏହି ଖବର ଟି ଟିକେ ପୁରୁଣା ଖବର ଅଟେ I କିନ୍ତୁ ଆଜିର ପରିସ୍ଥିତି କୁ ନେଇ ଏହା ଆପଣ ଙ୍କ ପାଁଇ ଗୁରୁତ୍ୱପୂର୍ଣ ସୂଚନା ହେଇପାରେ I ବର୍ତମାନ ସମୟ ରେ କରୋନା ମହାମାରୀ ର ଆତଙ୍କ ଦେଖିବା କୁ ମିଳିଛି I ଏହି କରୋନା ମହାମାରୀ ଲୋକ ଙ୍କ ର ଛେପ ଓ ପରିସ୍ରା ଦ୍ୱାରା ମଧ୍ୟ ଅଧିକ ବ୍ୟାପିବା ରେ ଲାଗିଥାଏ I ଏହି ଦୁଇଟି ଫୋଟୋ ଯେଉଁ ଦେଖାଯାଇଛି ପ୍ରଥମ ବ୍ୟକ୍ତି ଙ୍କ ର ନାମ ମୋହମ୍ମଦ ଅବଦୁଲ ବସିତ ଓ ଅନ୍ୟ ଟି ର ନାମ ଅମଯାଦ I ତେବେ ଏହି ଦୁଇ ଲୋକ ଙ୍କୁ ନିଜ ର ହରକତ ପାଁଇ ଗିରଫ କରାଯାଇଛି I କାରଣ ସେମାନେ ଯାହା କରିଛନ୍ତି ଏହା ଶୁଣି ଆପଣ ମଧ୍ୟ ଝଟକା ଖାଇଯିବେ| ଘଟଣା ଟି ବ୍ରିଟେନ ର ଅଟେ I
ତାଙ୍କ ର 150 ଜଣ ଗ୍ରାହକ ଙ୍କୁ ଅଲଗା ଅଲଗା ଇନଫେକ୍ସନ ହେବାର ଡାକ୍ତର କହିଛନ୍ତି | 13 ବର୍ଷର ଯୁବତୀଙ୍କୁ ଏପରି ଇନଫେକ୍ସନ ହେଇଚି ଯାହା ଦ୍ୱାରା ତାଙ୍କୁ ICU ରେ ଭର୍ତି କରାଯାଇଛି | ବହୁତ କଷ୍ଟ ରେ ଡାକ୍ତର ତାଙ୍କୁ ଭଲ କରିଛନ୍ତି I ଡାକ୍ତର ଙ୍କ ର କହିବା ଅନୁସାରେ ଏହି ଲୋକ ଙ୍କୁ ଫୁଡ ପୟଜନ ହେଇଚି I ଏହା ଯାଞ୍ଚ ରୁ ଜଣାଯାଇଛି କି ଏହି ସବୁ ଲୋକେ କବାବ ସୁପ ପିଇଥିଲେ I
Mohammad Abdul Basit and Amjad Bhatti own Khyber Pass fed human shit to customers. @AxiJ5 #BoycottPissfuls https://t.co/QARKrUiKBh
— Kanimozhi (@kanimozhi) March 9, 2020
ଏହା ପରେ ଯାଞ୍ଚ ଟିମ ସେହି ହୋଟେଲ ରେ ମଧ୍ୟ ପହଂଚିଥିଲେ I ଯେଉଁଥିରେ ଏହି ଲୋକେ ଖାଦ୍ୟ ଖାଇଥିଲେ I ଯାଞ୍ଚ ରୁ ଏହା ଜଣାଯାଇଛି କି ଏହି ହୋଟେଲ ଗ୍ରାହକ ଙ୍କୁ ମନୁଷ୍ୟ ଙ୍କ ର ଶୌଚକୁ ମିଶାଇ ଖାଇବାକୁ ଦେଉଥିଲେ I ଏହା ପରେ ପୋଲିସ ଏହି ଆମଯାଦ ଓ ଅବଦୁଲ ଙ୍କୁ ହୋଟେଲ ପରିଚାଳନା କରୁଥିବା କୁ ନେଇ ଗିରଫ ମଧ୍ୟ କରିଛି I ଏବଂ ତାଙ୍କ ଉପରେ 28 ହଜାର ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରା ରେ 27 ଲକ୍ଷ ଟଙ୍କା ର ଜୋରିମାନା ମଧ୍ୟ ଲାଗିଛି I
ଏହି ଯାଞ୍ଚ ରୁ ଏହା ମଧ୍ୟ ଜଣାଯାଇଛି କି ଏହି ହୋଟେଲ ପାଁଇ 2 ଗୋଟି ଅଲଗା ଅଲଗା ସ୍ଥାନ ରେ ରୋଷେଇ ହେଉଥିଲା I ଏକ ସ୍ଥାନ ରେ ସ୍ଵଚ୍ଚ ଖାଦ୍ୟ ଓ ଅନ୍ୟ ସ୍ଥାନ ରେ ଅସ୍ଵଛ ଖାଦ୍ୟ ପ୍ରସ୍ତୁତ ହେଉଥିଲା I ଏହିପରି ଖାଦ୍ୟ କୁ ନେଇ ଲୋକ ଙ୍କ ର ସ୍ଵାସ୍ତ୍ୟ ଖରାପ ହେଇଯାଇଥିଲା I
ଏହିପରି କିଛି ଜିହାଦି ଏପରି ମନୁଷ୍ୟ ଜୀବନ ସହ ଖେଳ ଖେଳୁଛନ୍ତି I ତେଣୁ ଆପଣ ଙ୍କୁ ଧ୍ୟାନ ଦେବା ଉଚିତ କି ବାହାରେ ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ଏହା କେତେ ସ୍ଵାସ୍ତ୍ୟ ପାଁଇ ହିତକାରୀ ଖାଦ୍ୟ ଅଟେ I