ନିଜ ଝିଅ ସହ ମିଶି ମଧ୍ୟପାନ କରିଥାନ୍ତି ଏହି ସୁପରଷ୍ଟାର, ନାଁ ଜାଣିଲେ ବିଶ୍ଵାସ କରିପାରିବେ ନାହିଁ

ବଲିଉଡ ର ଅଭିନେତା ସୈଫ ଅଲ୍ଲୀ ଖାଁ ଙ୍କ ର ତାନାଜି ରିଲିଜ ହେଇଯାଇଛି I ଏବଂ ଏହା ବକ୍ସ ଅଫିସ ରେ ବେଶ ସଫଳତା ମଧ୍ୟ ହାସିଲ କରିଛି I ସେହିପରି ସୈଫ ଙ୍କ ର ଝିଅ ସାରା ଅଲ୍ଲୀ ମଧ୍ୟ ନିଜ ର ଆଗାମୀ ଫିଲ୍ମ ଆଜକାଲ 2 ର ପୋଷ୍ଟର ରିଲିଜ କରିଛନ୍ତି I ଏହି ଫିଲ୍ମ ଟି 14 ଫ୍ରେବୁଆରି କୁ ରିଲିଜ ହେବ I

ସୈଫ ନିଜ ର ଦ୍ୱିତୀୟ ବିବାହ ଓ ଝିଅ ତୈମୁର କୁ ନେଇ ସର୍ବଦା ଚର୍ଚା ରେ ରହିଥାନ୍ତି I ତାଙ୍କ ଝିଅ ସାରା ମଧ୍ୟ ନିଜ ର ପ୍ରେମ ସମ୍ବନ୍ଧ କୁ ନେଇ ଚର୍ଚା ରେ ରହିଥାନ୍ତି I ତେବେ ଝିଅ ସାରା ତାଙ୍କ ପିତା ଙ୍କ ଠାରୁ ଦୁରେଇ ରହିଥାନ୍ତି କିନ୍ତୁ ଯେତେବେଳେ ମଧ୍ୟ ପିତା ଙ୍କୁ ସାକ୍ଷ୍ୟାତ କରିଥାନ୍ତି ବେଶ ଅଧିକ ସମୟ ବିତାଇଥାନ୍ତି I

ଏକ ଇଣ୍ଟରଭିୟୁ ରେ ସୈଫ କହିଛନ୍ତି କି ସାରା ଓ ସେ ଦୁହେଁ ଭଲ ବନ୍ଧୁ ପରି ପରସ୍ପର କୁ ବ୍ୟବହାର କରିଥାନ୍ତି I ଝିଅ ସାରା ମୋ ସହ ତାର ସବୁ ସମସ୍ୟା ସେୟାର କରିଥାଏ I ଏପରି କି ଆମେ ଦୁହେଁ ଏକାଠି ବସି ଡ୍ରିଂକ୍ସ ମଧ୍ୟ କରିଥାଉ I

ଅଭିନେତା ସୈଫ ଅଲ୍ଲୀ ଖାଁ ଖୁବ ଶୀଘ୍ର ଫିଲ୍ମ ଜବାନି ଜାନେମନ ରେ ଦେଖିବା କୁ ମିଳିବେ I ଏହି ଫିଲ୍ମ ରେ ତବୁ ଙ୍କ ସହ ସେ ନଜର ଆସିବେ I ଏବଂ ଏହି ଫିଲ୍ମ ରେ ଅଭିନେତ୍ରୀ ଅଲିୟା ଫର୍ଣ୍ଣସହାବଲଃ ମଧ୍ୟ ଡେବ୍ୟୁ କରିବେ I ସେହିପରି ଫିଲ୍ମ କୁଲି ନମ୍ବର 1 ରେ ମଧ୍ୟ ବରୁଣ ଧାୱନ ଙ୍କୁ ଦେଖିବା କୁ ମିଳିବ I

Share Your Comments Below