ନିଜ ଝିଅଙ୍କ ସହ ଏପରି ସମ୍ପର୍କ ରଖିଥାନ୍ତି ବଲିଉଡର ଏହି ୩ଜଣ ଖାନ କଳାକାର ମାନେ

ବଲିଉଡ ରେ ସବୁଠାରୁ ଟପ ଅଭିନେତା ରୂପେ ପରିଚିତ କଳାକାର ଙ୍କ ମଧ୍ୟ ରେ ତିନି ଖାଁ ଅର୍ଥାତ ଅମୀର ଖାଁ , ସଲ୍ମାନ ଖାଁ ଓ ସାରୁଖ ଖାଁ I ତେବେ ଏହି ବଲିଉଡ ର କଳାକାର ମାନେ କିପରି ନିଜ ଝିଅ ଙ୍କ ସହ ସମ୍ପର୍କ ରଖିଛନ୍ତି ଏହି ବିଷୟ ରେ ଆଜି ଆମେ ଆଲୋଚନା କରିବା I

ବଲିଉଡ ର ଲୋକପ୍ରିୟ ଏହି ତିନି ଖାଁ ଙ୍କ ର କାହାଣୀ I
ଅମୀର ଖାଁ ଙ୍କ ର ଝିଅ ଙ୍କ ର ନାମ ଇରା ଖାଁ ଅଟେ I

ଶାହରୁଖଙ୍କ ର ଝିଅ ର ନାମ ସୁହାନା ଅଟେ ଓ ସୈଫ ଅଲ୍ଲୀ ଙ୍କ ର ଝିଅ ର ନାମ ସାରା ଅଲ୍ଲୀ ଖାଁ ଅଟେ I ସାରା ବର୍ତମାନ ବଲିଉଡ ରେ ଡେବ୍ୟୁ କରିସାରିଛନ୍ତି I ସୁହାନା ବଲିଉଡ ରୁ ଦୁରେଇ ରହିଛନ୍ତି I

ଏହି କଳାକାର ମାନେ ନିଜ ଝିଅ ଙ୍କ ସହ ଏକ ସାଙ୍ଗ ପରି ହିଁ ମିସିଥାନ୍ତି ଏବଂ ତାଙ୍କ ଝିଅ ଙ୍କୁ ସେମାନେ ଜୀବନ ର ପୁର୍ଣ ସ୍ୱାଧୀନତା ମଧ୍ୟ ଦେଇଛନ୍ତି I ଏବଂ ନିଜ ଝିଅ ଙ୍କ ର ନିଷ୍ପତି କୁ ମଧ୍ୟ ସ୍ୱାଗତ କରିଥାନ୍ତି I