ନିଜ ମା ସହ ଚଳନ୍ତା ସ୍କୁଟର ରେ ବସି ଥିବା ୭ ବର୍ଷର ପିଲା କରିଦେଲା ଏପରି କାମ ଯାହାକୁ ଦେଖିକି ସମସ୍ତେ ଆଶ୍ଚର୍ଜ୍ୟ ଚକିତ ହୋଇ ରହିଗଲେ

ଆଜିକାଲି ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ ଏହି ପିଲାଟି ଏହି ଭିଡ଼ିଓ ରେ ଖୁବ ଚର୍ଚା ରେ ରହିଥିଲା I ତେବେ ଏହି 7 ବର୍ଷ ର ଝିଅ ଟି ନିଜ ମା ସହ ଏହି ସ୍କୁଟର ରେ ବସି କିଛି ଏପରି କରିଥିଲା ଯାହା କି ଲୋକଙ୍କୁ ଆଶ୍ଚଯ୍ୟ କରିଦେଇଥିଲା I

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥିବା ଏହି ଭିଡ଼ିଓ କୁ ଆଜିପର୍ଯ୍ୟନ୍ତ ଲୋକେ 75 ହଜାର ରୁ ବି ଅଧିକ ଦେଖିସାରିଲେଣି I ତେବେ ଏହି ପିଲାଟି ସ୍କୁଟର ରେ ବସିବା ସମୟ ରେ କିଛି ଏପରି କରୁଛି , ତେବେ ଏହି ପିଲାଟି ନିଜ ମା ପଛ ରେ ବସି ଚଳନ୍ତା ସ୍କୁଟର ରେ ନିଜ ର ଏକ ନୋଟବୁକ ରେ କିଛି ଲେଖୁଛି I କିନ୍ତୁ ଏହି ପିଲାଟି କୁ ଦେଖି ଏପରି ଲାଗୁନି କି ସେ ପାଠ ପଢା କୁ ନେଇ ଏତେ ବ୍ୟସ୍ତ I ତେବେ ପିଲାଟି ଚଳନ୍ତା ସ୍କୁଟର ପଛ ରେ ବସି ନିଜ ର ହୋମ ୱାର୍କ କରିବା ରେ ଏତେ ବ୍ୟସ୍ତ କି ଆପଣ ବି ଦେଖିଲେ ଜାଣିପାରିବେ I

ତେବେ ଆପଣ ବି ଦେଖି ଏହା ବି ଭାବୁଥିବେ କି ଚଳନ୍ତା ସ୍କୁଟର ରେ ଅଟେ କମ୍ଫର୍ଟରେ କିପରି ବସି ପିଲାଟି ନିଜ ର ପାଠ ଲେଖୁଛି I ତେବେ ଏହି 7 ବର୍ଷ ର ପିଲାଟି ଏପରି କରି ଦେଖାଇଛି ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଦେଇଛି I

ତେବେ ସ୍କୁଟର ପଛ ରେ ବସିଥିବା ଏହି ପିଲାଟି ପାଖ ରେ ଯାଉଥିବା ଗାଡି ସହ ବି କିଛି ସମ୍ପର୍କ ନାହିଁ ଏବଂ ପିଲାଟି ନିଜ ର ଏକ ଲକ୍ଷ ରେ ହିଁ ନିଜ କାମ କରିବା ରେ ଲାଗିଛି ଏବଂ ସେପଟେ ପିଲାଟି ର ମା ସ୍କୁଟର ଚଳାଉଛନ୍ତି I ତେବେ ଏହି ଭିଡିଓ କୁ କର୍ଣ୍ଣାଟକ ରାଜ୍ୟ ଗୃହ ମନ୍ତ୍ରୀ ନିଜ ଆକାଉଣ୍ଟ ରେ ସେୟାର କରିଛନ୍ତି I ତେବେ ସଡକ ରେ ଯିବା ସମୟ ରେ ନିଜ ର ସୁରକ୍ଷା କୁ ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ I