ନିଜ ନାତି ପାଇଁ ବହି କିଣୁଥିଲେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ, ଯେତେବେଳେ ପଇସା ଦେବା ପାଳି ଆସିଲା ତ ଦେଖନ୍ତୁ କଣ ହେଲା

କେନ୍ଦ୍ର ରେ ବିଜେପି ସରକାର ଆସିବା ପରେ ସାରା ଭାରତ ରେ କଂଗ୍ରେସ ର ଆଧିପତ୍ୟ କମିବା ରେ ଲାଗିଛି I ସସାରା ରାଜ୍ୟ ରେ ବିଜେପି ର ହିଁ ବିଜୟ ଦେଖିବାକୁ ମିଳିଛି I ତେବେ ମୋଦି ଙ୍କ ର ଶାସନ ସମୟ ରେ ଯେତେବେଳେ ରାଷ୍ଟ୍ରପତି ପଦବୀ ପାଁଇ ଚୟନ ହେଇଚି ତ ବିଜେପି ରାମନାଥ କୋବିନ୍ଦ ଙ୍କୁ ହିଁ ଚୟନ କରିଛି I

ଦେଶ ର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତମାନ ସିମ୍ଲା ଗସ୍ତର ରେ ଯାଇଛନ୍ତି ଏବଂ ସେଠାରେ ଦେଖିବାକୁ ମିଳିଛି ସେ ଜଣେ ସାଧାରଣ ଲୋକ ପରି ଲୋକଗହନ ରେ ବୁଲୁଛନ୍ତି I ଏହା ଦେଖି ସାଧାରଣ ଜନତା ଖୁବ ଆଶ୍ଚଯ୍ୟ ହେଇଛନ୍ତି I ଦେଶ ର ଜଣେ ରାଷ୍ଟ୍ରପତି ହେଇ କିପରି ଏମିତି ବୁଲିପାରୁଛନ୍ତି I

ଏପରି କି ସେ ସେଠାରେ ଏକ ମଲ ରୁ ତାଙ୍କ ନାତୁଣୀ ଙ୍କ ପାଁଇ ଏକ ବହି କିଣିଛନ୍ତି I ଏହା ପରେ ସେ ଏକ କେଫେତରିଆ ରେ ଯାଇ ନିଜ ପରିବାର ସହ କଫି ପିଇଥିଲେ I ଏବଂ ଯେତେବେଳେ ରାମନାଥ କୋବିନ୍ଦ ପଇସା ଦେବାକୁ ଯାଇଥିଲେ ତ ଦୋକାନୀ କହିଥିଲେ କି ଆପଣ ଦେଶ ର ଜଣେ ରାଷ୍ଟ୍ରପତି ହେଇ ଆମ ଦୋକାନ କୁ ଆସିଛନ୍ତି ସେତିକି ମୋ ପାଁଇ ଖୁସି ର କଥା I

କେଫେ ରେ ନିଜ କାର୍ଡ ରେ କରିଲେ ପେମେଂଟ
ଦେଶ ର ରାଷ୍ଟ୍ରପତି ହେଇକି ବି ଦେଶ ର ରାଜ କୋଷ ରୁ ପଇସା ଖର୍ଚ୍ଚ କରିବା ପରିବର୍ତେ ସେ ନିଜ ATM ରୁ ହିଁ ପଇସା ପେମେଂଟ କରିଛନ୍ତି I ଏବଂ ସେ ଏହା ବି କହିଛନ୍ତି ମୁ ଜଣେ ରାଷ୍ଟ୍ରପତି ହେଲେ କଣ ହେଲା ଜଣେ ସାଧାରଣ ନାଗରିକ ତ I ତେବେ ଏକ ଦେଶ ର ସବୁ ନେତା ମନ୍ତ୍ରୀ ଙ୍କୁ ରାଷ୍ଟ୍ରପତି ଙ୍କ ର ଠାରୁ କିଛି ଶିଖିବା ଦରକାର I

Share Your Comments Below