ନିଜ ସ୍ତ୍ରୀ ଙ୍କର ବ୍ୟାଗରେ ପେନ ଖୋଜୁଥିଲେ ସ୍ୱାମୀ ବ୍ୟାଗରୁ ମିଳିଲା ଏମିତି ଜିନିଷ, ଯାହାକୁ ଦେଖି ତାଙ୍କର ସେଇଠି ଉଡ଼ିଗଲା ଚେତା …

କୁହାଯାଇଥାଏ ପତି ପତ୍ନୀ ଙ୍କ ର ସମ୍ପର୍କ ବହୁତ ବିଶ୍ୱାସ ର ସମ୍ପର୍କ ହେଇଥାଏ | ଯଦି ବୈବାହିକ ସମ୍ପର୍କ ରେ ବିଶ୍ୱାସ ନ ଥିବ ତେବେ ଏହି ସମ୍ପର୍କ ବେଶୀ ଦିନ ରହି ନ ଥାଏ | ଅନେକ ସମୟ ରେ ପତି ପତ୍ନୀ ଙ୍କ ର ମଧ୍ୟ ରେ ଅନେକ ଏପରି ସମସ୍ୟା ଦେଖିବା କୁ ମଧ୍ୟ ମିଳିଛି ଯାହା କୁ ନେଇ ଦାମ୍ପତ୍ୟ ଜୀବନ ର ସମ୍ପର୍କ ଖରାପ ହେଇଥାଏ | ଏକ ଘଟଣା ରେ ପତି ନିଜ ପତ୍ନୀ ଙ୍କର ଅନ୍ତବସ୍ତ୍ର ରେ ଲଙ୍କା ଚକଟି ଦେଇଥିଲେ |

ଆଜି ର ଏହି ଘଟଣା ରେ ଜାମ୍ବିଆ ରେ କୋର୍ଟ ରେ ଏକ ମାମଲା ନଜର କୁ ଆସିଛି ଯେଉଁଥିରେ 30 ବର୍ଷୀୟ ନିଁଲ୍ଲୀ ସିମମ୍ଭ ନିଜ ପତି ଙ୍କ ଉପରେ ପ୍ରତାରିତ ହେବାର ଆରୋପ ଆଣିଥିଲେ ଏବଂ ପରେ ଛାଡପତ୍ର ପାଇବା କୁ ଦାବି କରିଥିଲେ | ପତି ଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ଙ୍କର ବ୍ୟାଗ ରୁ ଦୁଇଟି ବ୍ୟବହାରିତ କଣ୍ଡୋମ ମିଳିଥିଲା | ଏବଂ ଏପରି ଘଟଣା ରେ ସେ ରାଗି ଯାଇ ପତ୍ନୀ ଙ୍କ ର ଅନ୍ତବସ୍ତ୍ର ରେ ଲଙ୍କା ମାରିଦେଇଥିଲେ |

ପତ୍ନୀ ସିମମ୍ବୋ କୋର୍ଟ ରେ କହିଛନ୍ତି କି ତାଙ୍କ ପତି ସର୍ବଦା ତାଙ୍କ ଉପରେ ସନ୍ଦେହ କରୁଥିଲେ | ଏବଂ ବିଗତ ଅନେକ ଦିନ ହେବ ସେ ତାଙ୍କ ସହ ମାରପିଟ ମଧ୍ୟ କରୁଥିଲେ | ପତ୍ନୀ ଙ୍କ ର କଥା କୁ ଧ୍ୟାନ ଦେବା ପରେ ତାଙ୍କ ର ମେଡିକାଲ ଯାଞ୍ଚ ହେଇଥିଲା | ଏବଂ ଜଣାଯାଇଥିଲା କି ତାଙ୍କ ଗୁପ୍ତାଙ୍ଗ ରେ ମାଡ଼ ବାଜିଛି |

ଅନ୍ୟପଟେ ପତି ଙ୍କ ର କହିବା ଅନୁସାରେ ତାଙ୍କ ପତ୍ନୀ ଙ୍କ ର ଅନ୍ୟ ପୁରୁଷ ଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା | ସେ ଅନ୍ୟ ଜଣେ ପୁରୁଷ ଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ | ତେଣୁ ସେ ତାଙ୍କ ପତ୍ନୀ ଙ୍କ ପ୍ରତି ପ୍ରତିଶୋଧ ପରାୟଣ ଭାବନା ହେଇ ଏପରି କରିଥିଲେ |

ସିମମ୍ବୋ କୋର୍ଟ ରେ ଏହା କହିଥିଲେ କି ପୂର୍ବ ରୁ ତାଙ୍କ ପତି ତାଙ୍କୁ ମାରିବା କୁ ଚେଷ୍ଟା କରିଥିଲେ | ସେ ଶୋଇବା ସମୟ ରେ ତାଙ୍କ ଗଳା ଚିପିବା କୁ ଚେଷ୍ଟା କରିଥିଲେ | ପତି ଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖୁ ନ ଥିଲେ | ଏବଂ ଯେତେବେଳେ ସେ ତାଙ୍କ ପତ୍ନୀ ଙ୍କ ର ପର୍ସ ରୁ ଏହି କଣ୍ଡମ ପାଇଥିଲେ ତ ତାଙ୍କ ସନ୍ଦେହ ସତ ରେ ପରିଣତ ହେଇଚି |

ଏହି ଘଟଣା କୁ ଶୁଣିବା ପରେ କୋର୍ଟ ଉଭୟ ଙ୍କ ର ଛାଡପତ୍ର କରିଦେଇଥିଲା | ଏବଂ ପତ୍ନୀ ଙ୍କ ର ଭରଣ ପୋଷଣ ବାବଦ ରେ ମଧ୍ୟ ପତି ଙ୍କୁ ଦେବାକୁ ନିର୍ଦେଶ ଦିଆ ଯାଇଥିଲା |

କୋର୍ଟ ବାଧ୍ୟ ହେଇ ଏହି ନିଷ୍ପତି ନେଇଥିଲା କାରଣ ଦୁହେଁ ଏକାଠି ରହିବା କୁ ଚାହୁଁ ନ ଥିଲେ | ଏବଂ ଦୁହେଁ ପରସ୍ପର ର ଶତ୍ରୁ ହେଇଯାଇଥିଲେ |