ନିଜ ସଂସାର ତିଆରି କରିବା ପାଇଁ ପର ଘର ଭାଙ୍ଗି ଦେଲେ ଏହି ୪ ଜଣ ବଡ ଅଭିନେତ୍ରୀ ମାନେ… ନା ଜାଣି ଚମକି ଯିବେ

ସବୁ ଲୋକେ ଜାଣିଛନ୍ତି କି ବଲିଉଡ ର ଫିଲ୍ମ ଦୁନିଆ ରେ ଟଙ୍କା ର ବିଶେଷ ମହତ୍ୱ ରହିଥାଏ I ଏହି ବଲିଉଡ ଜଗତ ରେ ଇଜତ ର ମୂଲ୍ୟ କିଛି ନାହିଁ I ବଲିଉଡ ଜଗତ ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହିତ ବ୍ୟକ୍ତି ଙ୍କୁ ବିବାହ କରିଛନ୍ତି I ଅର୍ଥାତ ଏହି ଅଭିନେତ୍ରୀ ମାନେ ଅନ୍ୟ ର ଦ୍ୱିତୀୟ ପତ୍ନୀ ହେଇଛନ୍ତି I

ତେବେ ଚାଲନ୍ତୁ ଜାଣିବା କିଛି ଏପରି ଅଭିନେତ୍ରୀ ଙ୍କ ବିଷୟ ରେ
ବିପଶା ବସୁ
ଅଭିନେତ୍ରୀ ବିପଶା ବସୁ ଟିଭି ର ଲୋକପ୍ରିୟ ଷ୍ଟାର ଆକ୍ଟର କରଣ ସିଂ ଗ୍ରୋବର ଙ୍କ ସହ 2016 ରେ 30 ଅପ୍ରେଲ ରେ ବିବାହ କରିଥିଲେ I କରଣ ସିଂ ପୂର୍ବ ରୁ ଜେନିଫର ବିଗେଟ ଙ୍କ ସହ ବିବାହ କରିଥିଲେ I ସୁନ୍ଦରତା ମାମଲା ରେ ଜେନିଫର , ବିପଶା ଙ୍କ ଠାରୁ ଅନେକ ଆଗ ରେ ରହିଛନ୍ତି ଏବଂ ଜେନିଫର ଙ୍କ ର ଲୋକପ୍ରିୟତା ମଧ୍ୟ ବେଶ ଅଧିକ ରହିଛି I

ଶିଳ୍ପା ସେଠୀ
ଶିଳ୍ପା ସେଠୀ ମଧ୍ୟ 90 ଦଶକ ରେ ସୁପର ହିଟ ଅଭିନେତ୍ରୀ ରୂପେ ପରିଚିତ ଥିଲେ I ବଲିଉଡ ରେ ସେ ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି I ଶିଳ୍ପା ସେଠୀ ଙ୍କ ର ବିବାହ ଭାରତ ର ଜଣେ ବଡ଼ ବିଜନେସମ୍ୟାନ ରାଜ କୁନ୍ଦ୍ରା ଙ୍କ ସହ ହେଇଚି I ରାଜ କୁନ୍ଦ୍ରା ଙ୍କ ସହ ଯେତେବେଳେ ଶିଳ୍ପା ସେଠୀ ପ୍ରେମ ସମ୍ବନ୍ଧ ରେ ରହିଥିଲେ ତ ରାଜ ବିବାହିତ ଥିଲେ I କିନ୍ତୁ ଶିଳ୍ପା ସେଠୀ ଙ୍କୁ ବିବାହ କରିବା ଉଦେଶ୍ୟ ରେ ରାଜ ନିଜ ର ପ୍ରଥମ ପତ୍ନୀ ଙ୍କୁ ଛାଡପତ୍ର ଦେଇଥିଲେ I

ବିଦ୍ୟା ବାଲନ
ବିଦ୍ୟା ବାଲନ ବଲିଉଡ ରେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି I ଅନେକ ଗୁଡିଏ ଆଇଟମ ଗୀତ ରେ ମଧ୍ୟ ବିଦ୍ୟା ବାଲନ ଡ୍ୟାନ୍ସ କରିଛନ୍ତି I ବିଦ୍ୟା ବାଲନ 2012 ରେ 14 ଡିସେମ୍ବର ରେ ସିଦ୍ଧାର୍ଥ ରାୟ କପୁର ଙ୍କ ସହ ବିବାହ କରିଥିଲେ I ସିଦ୍ଧାର୍ଥ ପୂର୍ବ ରୁ ଦୁଇଟି ବିବାହ କରିସାରିଥିଲେ ଓ ତାଙ୍କୁ ଛାଡପତ୍ର ଦେଇ ସେ ବିଦ୍ୟା ବାଲନ ଙ୍କୁ ବିବାହ କରିଥିଲେ I

ରବିନା ଟଣ୍ଡନ
ରବିନା ଟଣ୍ଡନ ନିଜ ସମୟ ର ସୁପର ଷ୍ଟାର ଅଭିନେତ୍ରୀ ଥିଲେ I ରବିନା ଟଣ୍ଡନ ଙ୍କ ର ବିବାହ ବିଜନେସ ମ୍ୟାନ ଅନିଲ ଥଣ୍ଡନି ଙ୍କ ସହ ବିବାହ କରିଥିଲେ I ଅନିଲ ପୂର୍ବ ରୁ ବିବାହିତ ଥିଲେ ଏବଂ ନିଜ ପ୍ରଥମ ପତ୍ନୀ ଙ୍କୁ ଛାଡପତ୍ର ଦେବା ପରେ ହିଁ ସେ ରବିନା ଙ୍କୁ ବିବାହ କରିଥିଲେ I