ପଇସା ପାଁଇ ଏହି ଅଭିନେତ୍ରୀ ନିଜ ବାପାଙ୍କ ଉପରେ କରିଥିଲେ ପୋଲିସ କେଶ, ଆଜି ମିଳୁ ନାହିଁ ଗୋଟେ ବି ଫିଲ୍ମରେ କାମ …

ବଲିଉଡ ରେ ଅନେକ ନୂଆ ସମ୍ପର୍କ ଯୋଡି ହେଇଥାଏ ଓ ଅନେକ ପୁରୁଣା ସମ୍ପର୍କ ଶେଷ ମଧ୍ୟ ହେଇଥାଏ I ଏଠାରେ କିଏ କେତେବେଳେ କାହାର ଶତ୍ରୁ ହେଇଯିବ କହିବା ଏତେ ସହଜ ନୁହେଁ I ତେବେ ଆଜି ଆମେ ଏହିପରି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା ଙ୍କ ନାମ ଅମିଶା ପଟେଲ , ଯିଏ କି ଅନେକ ବର୍ଷ ପୂର୍ବ ରେ ନିଜ ପିତା ଙ୍କ ଉପରେ ହିଁ ଧୋକା ର ଆରୋପ ଆଣିଥିଲେ I

ଫିଲ୍ମ କହୋ ନା ପ୍ୟାର ହେ ରୁ ଅମିଶା ନିଜ ର ଅଭିନୟ ର କ୍ୟାରିୟର ଆରମ୍ଭ କରିଥିଲେ I ବକ୍ସ ଅଫିସ ରେ ଏହି ଫିଲ୍ମ ଟି ସୁପର ହିଟ ମଧ୍ୟ ରହିଥିଲା I ଏହା ପରେ ଗଦର ପରି ଫିଲ୍ମ ରେ ମଧ୍ୟ ନଜର ଆସିଥିଲେ I ଏବଂ ଏହା ପରେ ହମରାଜ ଫିଲ୍ମ ରେ ଅମିଶା ଙ୍କ ର ସୁନ୍ଦର ଅଭିନୟ କୁ ଦେଖିବାକୁ ମିଳିଥିଲା I କିନ୍ତୁ କ୍ୟାରିୟର ରେ ସେ ଅବନତି କରିଥିଲେ I

ସୁନ୍ଦର ଓ ଟଲେନଟ ଥାଇ ମଧ୍ୟ ସେ ବେଶୀ ଦିନ ବଲିଉଡ ରେ ରହିପାରି ନ ଥିଲେ I “ଆପ ମୁଝେ ଅଛେ ଲାଗନେ ଲାଗେ ” , ସୁନୋ ଶଶୁର ଜି ପରି ଫିଲ୍ମ ରେ ମଧ୍ୟ ବେଶ ଭଲ ଅଭିନୟ କରିଥିଲେ କିନ୍ତୁ ଏଥିରେ ଏତେ ସଫଳ ହେଇ ନ ଥିଲେ I

ଅଭିନେତ୍ରୀ ରୂପେ ସଫଳତା ପାଇବା ପରେ ପରିବାର ଲୋକେ ତାଙ୍କୁ ମାନସିକ ପ୍ରତାଡନା ଦେଇଥିଲେ I ଏବଂ ତାଙ୍କ ଆକାଉଂଟଣ୍ଟ ରୁ ଟଙ୍କା ହେରଫେର ହେଇଥିବା କୁ ନେଇ ସେ ଅଭିଯୋଗ ମଧ୍ୟ ଆଣିଥିଲେ ଏପରି କି ଅମିଶା ତାଙ୍କ ଆକାଉଣ୍ଟ ରୁ 12 କୋଟି ତାଙ୍କ ହେରଫେର ହେଇଥିବା ନେଇ ତାଙ୍କ ପିତା ଙ୍କ ନାମ ରେ ଅଭିଯୋଗ କରିଥିଲେ I

ଆଜିକା ସମୟ ରେ ଅମିଶା 40 ବର୍ଷ ବୟସ ର ହେଇଯାଇଛନ୍ତି କିନ୍ତୁ ଆଜି ମଧ୍ୟ ସେ ଅବିବାହିତ ହେଇ ରହିଛନ୍ତି I ବିଗତ ଦିନ ରେ ସେ ଡ଼ାଇରେକ୍ଟର ବିକ୍ରମ ଙ୍କ ସହ ପ୍ରେମ ସମ୍ବନ୍ଧ କୁ ନେଇ ଚର୍ଚା କୁ ଆସିଥିଲେ କିନ୍ତୁ ପରିବାର ଲୋକ ଙ୍କ ସହ ତାଙ୍କ ର ଉତ୍ତମ ବୁଝାମଣା ନ ଥିବା କୁ ନେଇ ଅମିଶା ନିଜ ବ୍ୟକ୍ତିଗତ ଜୀବନ ରେ ଦୁଶ୍ଚିନ୍ତା ରେ ରହିଥାନ୍ତି I

ବିଗତ ଦିନ ରେ ଜଣେ ଫିଲ୍ମ ନିର୍ମାତା ଆମିଷ ଙ୍କ ଉପରେ ଚେକ ବାଉଁଶ କୁ ନେଇ ଆରୋପ ଆଣିଥିଲେ I ଫିଲ୍ମ ନିର୍ମାତା ଅଜୟ କୁମାର ସିଂ ଏହି ଆରୋପ ଆଣିଥିଲେ କି ଆମିଷ ତାଙ୍କ ଠାରୁ 2.5 ଟଙ୍କା ଧୋକା ଦେଇ ଦେଇଛନ୍ତି I ଏବଂ ଏହି ଟଙ୍କା ସେ ଫେରାଉ ନାହାନ୍ତି I

Share Your Comments Below