ନିଜ ବୁଦ୍ଧିର ପ୍ରୟୋଗ କରି କୁହନ୍ତୁ, ଆପଣଙ୍କୁ କଣ ଦେଖା ଯାଉଛି, କୁଆ ନା ବିଲେଇ…

ଇଣ୍ଟେରନେଟରେ ପ୍ରତୋକ ଦିନ ଲୋକେ ମସ୍ତି ଓ ମଜାକ କରିଥାନ୍ତି | ମସ୍ତି ପାଁଇ କୌଣସି ନୂଆ ଟପିକ ନେଇଥାନ୍ତି | ଏପରି ବି କିଛି ଘଟଣା ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଇଥାଏ | ତେବେ ଏହି ଭ୍ରମିତ କରୁଥିବା ଫୋଟୋ ଟି କଣ ବିଲେଇ ର ନା କାଉର |

କାଉ ଓ ବିଲେଇ ର ଏହି ଫୋଟୋ ଟି ଟିକେ ଆଶ୍ଚଯ୍ୟକର ଫୋଟୋ ଅଟେ | ପ୍ରଥମେ ଡିକେହିଲେ ତ ଆପଣ ଙ୍କୁ ଏହା କାଉ ପରି ହିଁ ଲାଗିବ | କିନ୍ତୁ ଭଲକାରୀକି ଦେଖିଲେ ଆପଣ କହିଲେ କଳା ବିଲେଇଟା | ଏହିପରି ଅନେକ ଲୋକ ଙ୍କ ର ଅନେକ ମତାମତ ଆସିଛି |

ଏହି ଫୋଟୋ କୁ ରବର୍ଟ ମେଁଗ୍ଗୁୟର ଟ୍ୱିଟ କରିଛନ୍ତି | ଯାହା ପରେ କି ଏହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଇଥିଲା | କିନ୍ତୁ ବାସ୍ତବ ରେ ଏହା କୌଣସି କାଉ ନୁହେ , ଏହା ଏକ କଳା ବିଲେଇ ଅଟେ | ଫୋଟୋ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି | ଏହି ଫୋଟୋ ରେ 33 ହଜାର ଥର ଟ୍ୱିଟ କରାଯାଇଛି | ଏବଂ 24 ଘଣ୍ଟା ମଧ୍ୟ ରେ 1 ଲକ୍ଷ୍ୟ ରୁ ଉର୍ଧ୍ଵ ଲାଇକ ବି ମିଳିଛି |

ଆଜି ହେଲବିନ ଫେଷ୍ଟିବଲ ପାଁଇ ଲୋକ ଙ୍କୁ ଏପରି ଫୋଟୋ ଦେଖାଇ ଡ଼ରାଇବା ର କୌଣସି ଯୋଜନା ନାହିଁ ତ , ହୁଏତ ସେହି କାରଣ ରୁ ଏପରି ଫୋଟୋ ଉଠାଯାଇଛି |