ବ୍ୟକ୍ତି ଜଣଙ୍କ ୧୪୦୦୦ ଟଙ୍କା ଦେଇ ନିଜ ଦେଶର ମାଟି ମଗାଇଲେ, ଏହା ପଛର କାରଣ ଜାଣିଲେ ଆପଣ ବି ଗର୍ବ ଅନୁଭବ କରିବେ …

ଅନେକ ସମୟ ରେ ଲୋକ ଙ୍କ ମନ ରେ ଦେଶ ପ୍ରେମ ର ଭାବନା ଆସିଥାଏ I ଯେତେବେଳେ ଦେଶ କଥା ଆସିଥାଏ ତ ଲୋକେ ପରସ୍ପର ମଧ୍ୟ ରେ କଳି ଝଗଡା ଭୁଲି ଯାଇଥାନ୍ତି I ଆଜି ଏହିପରି ଏକ ମାମଲା ସାମ୍ନା କୁ ଆସିଛି I ଯାହା କି ଦେଶପ୍ରେମ ର ଏକ ନିଆରା ଘଟଣା ଦେଖିବା କୁ ମିଳିଛି I ଏହି କଥା କୁ ନେଇ ସବୁ ଲୋକେ ବେଶ ଭାବୁକ ହେଇ ଯାଇଛନ୍ତି I

ଆମେରିକା ର ପେରାଟୁପର ସେନା ର ଯବାନ ଟୋନି ଟେକନୀ ଏହା ଇଚ୍ଛା ଥିଲା କି ତାଙ୍କ ସନ୍ତାନ ଯେତେବେଳେ ଜନ୍ମ ହେବ ତ ସେ ଆମେରିକା ରେ ହିଁ ଜନ୍ମ ହେବ I ତାଙ୍କ ର ଏହି ଇଚ୍ଛା ଥିଲା କି ପତ୍ନୀ ଙ୍କ ର ଡେଲିଭରି ସମୟ ରେ ସେ ଯେପରି ତାଙ୍କ ନିଜ ଦେଶ ରେ ଥିବେ I କିନ୍ତୁ ଟୋନି ଙ୍କ ର କିଛି କାର୍ଯ୍ୟ ବ୍ୟସ୍ତତା କୁ ନେଇ ସେ ତାଙ୍କ ଦେଶ କୁ ଯାଇପାରି ନ ଥିଲେ I କିନ୍ତୁ ଏହି ସମୟ ରେ ଟୋନି କିଛି ଏପରି ପଦକ୍ଷପ ନେଇଛନ୍ତି ଯାହା କେହି କଳ୍ପନା ମଧ୍ୟ କରି ନ ଥିଲେ I

ଟୋନି ନିଜ ପତ୍ନୀ ଙ୍କ ର ଡେଲିଭରି ର ଏକ ମାସ ପୂର୍ବ ରୁ ହିଁ ନିଜ ଦେଶ ଟେକ୍ସସ ର ମାଟି ଇଟାଲୀ ରେ ଥାଇ ମଗାଇଥିଲେ I କାରଣ ସେ ଚାହୁଁଥିଲେ ତାଙ୍କ ପିଲାଟି ର ଜନ୍ମ ପରେ ପିଲାଟି ର ପ୍ରଥମ ପାଦ ତା ନିଜ ଦେଶ ର ମାଟି ରେ ହିଁ ପଡୁ I ତେଣୁ ଟୋନି ଟେକ୍ସସ ରୁ ମାଟି ମଗାଇଥିଲେ ଓ ଏହି ମାଟି ଜାହାଜ ଦ୍ୱାରା ଆସି ଇଟାଲୀ ରେ ପହଞ୍ଚିଥିଲା I ଏହି ବାବଦ ରେ ତାଙ୍କ ର 200 ଡଲାର ଅର୍ଥାତ 14 ହଜାର ଟଙ୍କା ଖର୍ଚ୍ଚ ହେଇଥିଲା I

ଯେତେବେଳେ ପିଲାଟି ର ଜନ୍ମ ସମୟ ନିକଟ ହେଇଯାଇଥିଲା ତ ଟୋନି ଏହି ମାଟି କୁ ନିଜ ପତ୍ନୀ ଙ୍କ ର ପଲଙ୍କ ତଳେ ଲୁଚାଇ ରହିଥିଲେ I ଏବଂ ଟୋନି ଯେପରି ଚାହିଁଥିଲେ ସେହିପରି ହିଁ କରିଥିଲେ I ବିଗତ ବର୍ଷ ଜୁଲାଇ ମାସ ରେ ହିଁ ତାଙ୍କ ପୁଅ ଚାର୍ଲସ ଙ୍କ ର ଜନ୍ମ ହେଇଥିଲା I ପିଲାଟି ର ଜନ୍ମ କୁ ନେଇ ଟୋନି ଏକ ଟ୍ୱିଟ ମଧ୍ୟ କରିଥିଲେ I ଟୋନି ଟ୍ୱିଟ ଦ୍ୱାରା ଏହା ମଧ୍ୟ କହିଛନ୍ତି କି ମୋ ଦେଶ ର ମାଟି ରେ ହିଁ ମୋ ପୁଅ ପ୍ରଥମ ପାଦ ପକାଇଛି ଏକ ନିଜ ମାତୃଭୂମି ର ସ୍ପର୍ଶ କୁ ନେଇ ବେଶ ଖୁସି ମଧ୍ୟ ହେଇଚି I

ଏଥିରୁ ଆପଣ ସ୍ପଷ୍ଟ ବୁଝିପାରୁଥିବେ ନିଜ ମାତୃଭୂମି ପ୍ରତି ଲୋକ ଙ୍କ ର କେତେ ସତ ଭାବନା ରହିଛି I ଅନେକ ମିଳି ଦୂର ରେ ରହିବା ପରେ ମଧ୍ୟ ନିଜ ପୁଅ ପାଁଇ ନିଜ ଦେଶ ର ମାଟି ମାଗି ସେ ଏକ ଆଦର୍ଶ ପିତା ହେବା ସହ ନିଜ ଦେଶ ର ଏକ ଆଦର୍ଶ ନାଗରିକତା ର ପ୍ରମାଣ ଦେଇଛନ୍ତି I