ବ୍ୟାଙ୍କ ନିଲାମ କରୁଛି ଶସ୍ତା କାର ମାତ୍ର ଏତିକି ଟଙ୍କାରେ ମିଳୁଛି ଏହି ଚମକଦାର କାର, ଡାଉନ ପେମେନ୍ଟ ମାତ୍ର ୧୦୦୦୦

ଯଦି ଆପଣ ଗାଡି କିଣିବାର ସଉକିନ ଅଟନ୍ତି ତେବେ ଏହା ଆପଣ ଙ୍କ ପାଁଇ ସୁବର୍ଣ ସୁଯୋଗ ଅଟେ I ଆପଣ ନିଜ ମନପସନ୍ଦ ର ଗାଡି କୁ ଶସ୍ତା ରେ କିଣିପାରିବେ I କାରଣ ଯେଉଁ ନୂଆ ଗାଡି କୁ ଲୋକେ ଠିକ ସମୟ ରେ ଇଏମଆଇ ଦେଇ ପାରନ୍ତି ନାହିଁ ସେହି ଗାଡି ଗୁଡିକ ବ୍ୟାଙ୍କ ନେଇଯାଇଥାଏ I କର୍ପୋରେସନ ବ୍ୟାଙ୍କ 2012 ର ଦୁଇଟି Tata Indigo ନିଲାମ କରୁଛି I ଏହା ର ମୂଲ୍ୟ 1 ଲକ୍ଷ୍ୟ ଟଙ୍କା ଅଟେ I ଏହି ମୂଲ୍ୟ ରୁ 5 ହଜାର ଟଙ୍କା ଅଧିକ ମୂଲ୍ୟ ଦେବାକୁ ହେଇଥାଏ I ଏବଂ ଏଠାରେ ନିଲାମୀ ରେ ବସିବା ପୂର୍ବ ରୁ ଆପଣ ଙ୍କୁ 10 ହଜାର ଟଙ୍କା ଜମାକରିବାକୁ ହେଇଥାଏ I ଏହି ଗାଡି ଦିଲ୍ଲୀ ନମ୍ବର ର ଅଟେ I

ଯଦି ଆପଣ ମାରୁତି Swift Dzire କିଣିବାକୁ ଚାହୁଁଛନ୍ତି ତେବେ ବି ଆପଣ ଏହି ବ୍ୟାଙ୍କ ନିଲାମୀ ରେ ସାମିଲ ହେଇପାରିବେ I କର୍ପୋରେସନ ବ୍ୟାଙ୍କ ଅକ୍ଟୋବର 2014 ର ମଡେଲ Swift Dzire କୁ ବି ଏଠାରେ 1.35 ଲକ୍ଷ୍ୟ ରେ ନିଲାମ କରୁଛି I ଏହି ନିଲାମୀ ରେ ପ୍ରରମ୍ଭିକ ନିଲାମୀ ମୂଲ୍ୟ 5 ହଜାର ଟଙ୍କା ବଢ଼ିକି ହେବ I ଅର୍ଥାତ 13500 ଟଙ୍କା ଜମା କରିବାକୁ ହେବ I

ଏହି ସବୁ ଗାଡି ର ନିଲାମୀ 25 ଅକ୍ଟୋବର ସକାଳେ 11.15 ସମୟ ରେ ଆରମ୍ଭ ହେଇ 26 ଅକ୍ଟୋବର ସନ୍ଧ୍ୟା 5 ଟା ସମୟ ପର୍ଯ୍ୟନ୍ତ ଚାଲିବ I ଆପଣ ଙ୍କୁ ପୂର୍ବ ରୁ ଆପ୍ଲଲାଇ କରିବାକୁ ହେବ I