ନିର୍ବନ୍ଧ କଲେ ଓଡ଼ିଆ ସିଙ୍ଗର Ipshita ଓ Kuldeep, ଖୁବ ଶୀଘ୍ର କରିବେ ବିବାହ, ସାମ୍ନାକୁ ଆସିଲା ଏମିତି ଫୋଟୋ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆଗାମୀ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡର ଜବରଦସ୍ତ ସିଙ୍ଗର ଯୋଡି କୁଳଦିପ ଓ ଇପ୍ସିତା। ତେବେ ବର୍ତ୍ତମାନ ସମୟରେ ଦୁହିଁଙ୍କର ନିର୍ବନ୍ଧ ସରିଯାଇଛି ଏବଂ ଏହି ନିର୍ବନ୍ଧ ଦୁଇଜଣଙ୍କ ପରିବାର ଏବଂ କିଛି ସାଙ୍ଗସାଥୀଙ୍କ ଉପସ୍ଥିତିରେ କରିଥଲେ ଆଉ ନିର୍ବନ୍ଧଟି ବୋହୁତ ଧୁମ୍ ଧାମ୍ ରେ ହୋଇଥିଲା ଏବଂ ଆଗାମୀ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଯୋଡି।

ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଓଲିଉଡର ଜବରଦସ୍ତ ସିଙ୍ଗର ଇପ୍ସିତା ବୋହୁତ ସାରା ଗୀତ ଗାଇ ସାରିଛନ୍ତି ଏବଂ ଏହାଛଡା କୁଳଦିପ ମଧ୍ୟ ବୋହୁତ ସାରା ଓଡ଼ିଆ ଗୀତରେ ନିଜର କଣ୍ଠ ଦେଇସାରିଛନ୍ତି |

ଯାହାକି ଓଡ଼ିଶାର ଦର୍ଶକମାନଙ୍କୁ ବୋହୁତ ଅଧିକ ପସନ୍ଦ ଆସିଛି ଏବଂ ଓଡ଼ିଶାର ଦର୍ଶକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇବା ମଧ୍ୟ ଦେଇଛନ୍ତି। ଏହି ଦୁଇ ଯୋଡି ନିଜର କଣ୍ଠର ଯାଦୁ ଦେଖାଇ ଓଲିଉଡ଼ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ତେବେ ଏହି ଦୁଇ ସିଙ୍ଗର ଗୋଟିଏ ସୋରୁ ପରସ୍ପରକୁ ଭଲପାଇ ଆଗାମୀ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଦୁହିଁଙ୍କର ନିର୍ବନ୍ଧ ସରି ଯାଇଛି ଏବଂ ଏହି ନିର୍ବନ୍ଧରେ ନିଜର ପରିବାର ଲୋକ ଏବଂ କିଛି ସାଙ୍ଗସାଥୀ ଉପସ୍ଥିତ ଥିବା ନଜର ଆସିଥିଲା।

ଦୁଇଜଣ ନିର୍ବନ୍ଧ କରିବା ପରେ ବର୍ତ୍ତମାନ ସମୟରେ ବୋହୁତ ଅଧିକ ଖୁସିରେ ଅଛନ୍ତି ଆଉ ଆଗାମୀ ଦିନମାନଙ୍କରେ ହେବାକୁ ଯାଉଥିବା ବିବାହର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ତେବେ ଆପଣମାନେ ଏହି ଯୋଡିଙ୍କ କଣ୍ଠରୁ ଗୀତ ତ ନିଶ୍ଚିତ ଶୁଣିଥିବେ ତାହେଲେ ଆପଣମାନଙ୍କୁ ଇପ୍ସିତା ଏବଂ କୁଳଦିପଙ୍କ ଗୀତ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ଦିଅନ୍ତୁ।