ନିର୍ଭୟ ମାମଲାର ଶୁଣାଣି ସମୟରେ ବେହୋସ ହେଇଗଲେ ଜଷ୍ଟିସ ଭାନୁମତୀ, ପୀଡିତାଙ୍କର ମା କହିଲେ କେବେବି…

ନିର୍ଭୟା ଗଣ ବଳାତ୍କାର ମାମଲା ରେ ସୁପ୍ରିମ କୋର୍ଟ ରେ ଦୋଷୀ ବିନୟ ଶର୍ମା ଙ୍କ ର ଯାଚିକା କୁ ଖାରଜ କରାଯାଇଛି I ବିନୟ କୋର୍ଟ ରେ ରାଷ୍ଟ୍ରପତି ଙ୍କ ର ଦୟା ଯାଚିକା ଖାରିଜ କରିବା ବିପକ୍ଷ ରେ ଅପିଲ କରିଥିଲେ I ବିନୟ ଯାଚିକା ରେ ଏହା ମଧ୍ୟ କହିଛନ୍ତି ସେ ମାନସିକ ରୂପେ ସୁସ୍ଥ ନାହାନ୍ତି I ତେଣୁ ତାଙ୍କୁ ଫସି ନ ହେଉ I କୋର୍ଟ ଏହା ଆଧାର ରେ କହିଛି କି ଦୋଷୀ ର ସମସ୍ୟା ମେଡିକାଲ କଣ୍ଡିସନ ଦେଖିଥାଏ I ଏହା ପରେ ସବୁ ଦୋଷୀ ଙ୍କ ର ଶୁଣାଣି ପ୍ରକ୍ରିୟା ଜାରି ରହିଥିଲା I ଏହା ପରେ ନିର୍ଭୟା ଙ୍କ ର ମା ଆଶା ଦେବୀ କହିଛନ୍ତି ଆମ ର ଭାରତ ର ନ୍ୟାୟ ବ୍ୟବସ୍ତା ଉପରୁ ଭରସା ଉଠି ଯାଉଛି I

ଏହା ଘଟିଥିଲା କୋର୍ଟ ରେ
ନିର୍ଭୟା ଙ୍କ ର ଦୋଷୀ ଙ୍କୁ ଅଲଗା ଅଲଗା ଫସି ଦେବା ଉପରେ ହେଇଥିବା ଯାଚିକା ର ଶୁଣାଣି ମଧ୍ୟ ହେଇଥିଲା କିନ୍ତୁ ଏହି ଶୁଣାଣି ସମୟ ରେ ଜଷ୍ଟିସ ଭାନୁମତୀ ବେହୋସ ହେଇଯାଇଥିଲେ I ଏହା ପରେ ଶୁଣାଣି ସ୍ଥଗିତ ହେଇଯାଇଥିଲା I

ଜଷ୍ଟିସ ଭାନୁମତୀ ଙ୍କ ର ସ୍ଵାସ୍ତ୍ୟ ଖରାପ ହେବା ମାମଲା ରେ ତୁଷାର ମେହେତା କହିଛନ୍ତି ଜଷ୍ଟିସ ଭାନୁମତୀ ଶୁଣାଣି ପ୍ରକ୍ରିୟା ଜାରି ରଖିଥିଲେ ସେ ସମୟ ରେ ତାଙ୍କ ର ଜ୍ୱର ମଧ୍ୟ ରହିଥିଲା I ତାଙ୍କ ଚାମ୍ବର ରେ ଡାକ୍ତର ତାଙ୍କ ର ଅନୁଧ୍ୟାନ କରିଥିଲେ ଏବଂ ବର୍ତମାନ ଜଷ୍ଟିସ ଭାନୁମତୀ ଙ୍କ ର ଚିକିତ୍ସା ଜାରି ରହିଛି I ଏହା ପରେ ତାଙ୍କୁ ହୁଇଲ ଚେୟାର ରେ ନିଆ ଯାଇଥିଲା I

ରାଷ୍ଟ୍ରପତି ଙ୍କ ର ନିଷ୍ପତି ବିପକ୍ଷ
ଏହା ପୂର୍ବ ରୁ ଦୋଷୀ ବିନୟ ଶର୍ମା ଙ୍କ ର ଯାଚିକା ରେ ଶୁଣାଣି ସମୟ ରେ ଜଷ୍ଟିସ ଭାନୁମତୀ , ଜଷ୍ଟିସ ଅଶୋକ ଭୂଷଣ , ଆଦି କହିଛନ୍ତି ବିନୟ ଙ୍କ ର ରାଷ୍ଟ୍ରପତି ଯାଚିକା ଖାରଜ କରିବା ପୂର୍ବ ରୁ ସବୁ ଆଦି ପ୍ରତି ତର୍ଜମା କରାଯାଇଥିଲା I ଅଦାଲତ ଏହା ମଧ୍ୟ କହିଛନ୍ତି କି ମେଡିକାଲ କଣ୍ଡିସନ ଦୋଷୀ ଙ୍କ ପାଖ ରେ ଦେଖିବା କୁ ମିଳିଛି I

Share Your Comments Below