ମୋଦି ସରକାର ଙ୍କର ଏହି ଯୋଜନା ଅନୁସାରେ ଆପଣଙ୍କୁ ସବୁମାସ ମିଳିବ ୧୦୦୦୦ ଟଙ୍କା, ଆଜିହିଁ ଏହି ଜାଗାରେ କରନ୍ତୁ ସମ୍ପର୍କ

LIC ର ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ବରିଷ୍ଠ ନାଗରିକ ଙ୍କ ପାଁଇ ଅଟେ I ଅଧିକ ବିସ୍ତୃତ ସୂଚନା ପାଇବା କୁ ଆପଣ LIC ର ୱେବସାଇଟ ରେ ଯାଇ ଦେଖିପାରିବେ I

ଯଦି ଆପଣ ନିଜ ର ରିଟାରମେଣ୍ଟ କୁ ନେଇ ଚିନ୍ତା ରେ ରହିଛନ୍ତି ତେବେ ସରକାର ଙ୍କ ର ଏହି ଯୋଜନା ଅନୁସାରେ ଆପଣ ପ୍ରତି ମାସ ରେ 10000 ଟଙ୍କା ମାସ କୁ ପେନ୍ସନ ପାଇପାରିବେ I ବୟସ ବୃଦ୍ଧି ପରେ ଆପଣ ଙ୍କ ର ସ୍ଵାସ୍ତ୍ୟ ଗତ ସମସ୍ୟା କୁ ନେଇ ଆପଣ ଅନେକ ଖର୍ଚ୍ଚାନ୍ତ ହେଇପାରନ୍ତି I ଏପରି କ୍ଷେତ୍ର ରେ ଏହି ପେନ୍ସନ ଟଙ୍କା ଆପଣ ଙ୍କ ପାଁଇ ବିଶେଷ ଫଳପ୍ରଦ ହେଇପାରିବ I ପ୍ରଧାନମନ୍ତ୍ରୀ ଙ୍କ ର ବୟ ବନ୍ଦନା ସ୍କିମ ବିଷୟ ରେ ଚାଲନ୍ତୁ ଜାଣିବା I ଏହି ଯୋଜନା 60 ବର୍ଷ ବୟସ ରୁ ଉର୍ଧ୍ଵ ଲୋକେ ଏହି ପେନ୍ସନ ଟଙ୍କା ପାଇପାରିବେ I ଆପଣ ଙ୍କ ପାଖ ରେ ଏହି ଯୋଜନା ରେ ଏଣ୍ଟ୍ରି କରିବା କୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ନିବେଶ କରିବା ର ସମୟ ରହିଛି I

ଏତିକି ମିଳିବ ବର୍ଷ କୁ
ପିଏମବିବିବାଇ ରେ ବର୍ଷ କୁ 8.30 ପ୍ରତିସଦ ର ରିଟର୍ନ ମିଳିବ I ତେବେ ଏହା ଆପଣ ଙ୍କ ଉପରେ ନିର୍ଭର କରିଥାଏ କି ଆପଣ କେତେ ଟଙ୍କା ନିବେଶ କରୁଛନ୍ତି I ଆପଣ ଏହି ଯୋଜନା ରେ 1.5 ଲକ୍ଷ ରୁ ନେଇ 15 ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ I ଏବଂ ପ୍ରତି ମାସ ରେ ଆପଣ 1000 ଟଙ୍କା ରୁ ନେଇ 10000 ଟଙ୍କା ପର୍ଯ୍ୟନ୍ତ ପେନ୍ସନ ପାଇପାରିବେ I

ଏହି ଡକମେଣ୍ଟ ର ଆବଶ୍ୟକ ପଡିବ
ଏହି ପେନ୍ସନ ସ୍କିମ ପାଁଇ ଆପଣ ଙ୍କୁ କିଛି ଡକମେଣ୍ଟ ଦେବାର ଆବଶ୍ୟକ ପଡିବ I ଏହି ସ୍କିମ ଫର୍ମ ଅନୁସାରେ ଆପଣ ପ୍ୟାନ କାର୍ଡ , ଅଡ୍ରେସ ପ୍ରୁଫ , ପାସ୍ପୋର୍ଟ , ଆଧାର କାର୍ଡ ଆଦି ର କୌଣସି ବି ଡକମେଣ୍ଟ ସହ ବ୍ୟାଙ୍କ ଚେକ ବୁକ ମଧ୍ୟ ଦେଇପାରିବେ I ଆପଣ ଏଠାରେ ଅନଲାଇନ ରେ ମଧ୍ୟ ନିବେଶ କରିପାରିବେ I

ଏହି ଯୋଜନା ରେ ମିଳିବ ଲୋନ
ଏହି ଯୋଜନା ରେ ଆପଣ ଙ୍କୁ ତିନି ବର୍ଷ ପରେ ଲୋନ ମଧ୍ୟ ମିଳିପାରିବ I ଆପଣ ଯେତିକି ଟଙ୍କା ଏହି ଯୋଜନା ରେ ନିବେଶ କରିବେ ଏହା ର 75 ପ୍ରତିସଦ ଲୋନ ଆପଣ ପାଇପାରିବେ I 30 ଅପ୍ରେଲ 2018 ମଧ୍ୟ ରେ ଯେଉଁ ଲୋକେ ଏହି ଯୋଜନା ରୁ ଲୋନ ନେଇଛନ୍ତି ସେମାନେ 10% ଇଂଟରେଷ୍ଟ ରେ ନେଇଛନ୍ତି I