ଏହି ରାଜ୍ୟ ନୂତନ ବର୍ଷର ଖୁସିରେ ଲୋକେ ବେଶ ମଉଜ କରୁଥିଲେ I ଏଠାରେ ନୁଆ ବର୍ଷରେ 171 କୋଟି ଟଙ୍କାର ମଦ ବିକ୍ରୟ ହେଇଚି I ଇତି ମଧ୍ୟ ରେ 40 କୋଟି ର ବିୟର ମଧ୍ୟ ବିକ୍ରୟ ହେଇଚି I ଏକାକୀ 31 ଡିସେମ୍ବର ରାତି ରେ 104 କୋଟି ର ମଦ ବିକ୍ରୟ ହେଇଥାଏ I
ରାଜସ୍ତାନରେ ନୂତନ ବର୍ଷ ରେ ବିକ୍ରୟ ହେଇଚି 171 କୋଟି ଟଙ୍କା
40 କୋଟି ଟଙ୍କା ର ବିୟର 31 ଡିସେମ୍ବର ରାତି ରେ ହିଁ ବିକ୍ରୟ ହେଇଚି I
ରାଜସ୍ତାନ ରେ ନୂତନ ବର୍ଷ ର ଖୁସି ରେ ପ୍ରାୟ 171 କୋଟି ଟଙ୍କା ର ମଦ ବିକ୍ରୟ ହେଇଚି I ରାଜସ୍ତାନ ରେ 30 ରୁ 31 ଡିସେମ୍ବର ମଧ୍ୟ ରେ ମୋଟ 171 କୋଟି ଟଙ୍କା ର ମଦ ବିକ୍ରୟ ହେଇଚି I
ନୂତନ ବର୍ଷ ରେ ରାଜସ୍ତାନ ରେ ବହୁତ ମାତ୍ରା ରେ ପର୍ଯ୍ୟଟକ ଙ୍କ ର ଭିଡ଼ ହେଇଥିଲା I ପ୍ରତୋକ ବର୍ଷ ଏହି ନୂତନ ବର୍ଷ ରେ ପର୍ଯ୍ୟଟକ ଙ୍କ ର ଅଧିକ ଭିଡ଼ ଦେଖିବା କୁ ମିଳିଥାଏ I
ବିଗତ ଦିନ ରେ ଆମ ଯାତାୟାତ ନିୟମ ରେ ପରିବର୍ତନ ହେଇଥିଲା I ତେଣୁ ମୁମ୍ବାଇ ରେ ଏହି ନୂତନ ବର୍ଷ ର ଖୁସି ରେ ମଦ୍ୟପାନ କରି ଗାଡି ଚଳାଇବା କୁ ନେଇ ପୋଲିସ 1878 ଲୋକ ଙ୍କ ର ଚାଲାଣ କାଟିଛନ୍ତି I ମୁମ୍ବାଇ ଟ୍ରାଫିକ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି କି ବୁଧବାର ସକାଳ 6 ଘଟିକା ପର୍ଯ୍ୟନ୍ତ 5338 କାର ଓ ବାଇକ ର ଯାଞ୍ଚ ହେଇଚି I ସେହିପରି ଏହି ନୂତନ ବର୍ଷ ରେ ଦିଲ୍ଲୀ ରେ ବଡ଼ ବଡ଼ ପଞ୍ଚତାରକା ହୋଟେଲ ଆଦି ରେ ସୁରକ୍ଷ୍ୟା ବ୍ୟବସ୍ତା କୁ ବୃଦ୍ଧି କରାଯାଇଛି I
ପୋଲିସ ର ଅନୁସାରେ ଏହି ସମୟ ରେ ମଦ୍ୟପାନ କରି ଗାଡି ଚଳାଉଥିଲେ ଓ ପ୍ରାୟ 778 ଲୋକେ ଦଣ୍ଡ ବିଧାନ ଦେଇଛନ୍ତି I ଏଠାରେ 578 ଚାରି ଚକିଆ ଓ 200 ଦୁଇ ଚକିଆ ଗାଡି ମଧ୍ୟ ସାମିଲ ରହିଛି I