ଭୁବନେଶ୍ୱର ସାରା ଲାଗିଲା ପୋଷ୍ଟର କୁଆଁରି ବୋହୁ ସିରିଏଲର ବର୍ଷା (Lumrania) ହେଲେ ନିଖୋଜ, ଏମିତି କଥା ଆସିଲା ସାମ୍ନାକୁ

ନମସ୍କାର ବନ୍ଧୁଗଣ ଆପଣମାନେ ତ କୁଆଁରୀ ବୋହୂ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ସେଥିରେ ଅଭିନୟ କରୁଥିବା ବର୍ଷା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଯାହାଙ୍କର ପ୍ରକୃତ ନାମ ହେଉଛି ଲୁମ୍ରାନିୟା। ତେବେ ଦର୍ଶକ ବନ୍ଧୁ ବର୍ଷା ବା ଲୁମ୍ରାନିୟା ଏବେ ନିଖୋଜ ଅଛନ୍ତି ଏବଂ ୱାନ୍ଟେଡ୍ ଭାବରେ ମଧ୍ୟ ପରିଚିତ ଅଟନ୍ତି। ତେବେ ଖବରଟି ଜାଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିପାରେ।

ଦର୍ଶକ ବନ୍ଧୁ କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରୁଥିବା ଏବେ ନିଖୋଜ ଥିବାର ନଜର ଆସିଛନ୍ତି ଏବଂ ଭୁବନେଶ୍ବର ସାରା ତାଙ୍କର ଫଟୋ ଲାଗିଥିବାର ମଧ୍ୟ ଦେଖିବା ପାଇଁ ମିଳିଛି। ଏହି ଫଟୋ ଗୁଡିକ ନିଶ୍ଚିତ ଭାବରେ ସମସ୍ତଙ୍କୁ ଚମକାଇ ଦେଇଥିଲା ଆଉ ସମସ୍ତେ ଭାବୁଥିବେ କଣ ସତରେ ବର୍ଷା ନିଖୋଜ ହୋଇଗଲେ।

ଏହି ଫଟୋ ଗୁଡିକ ବର୍ଷା ନିଜେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ ଏବଂ ସେ ୱାନ୍ଟେଡ୍ ବୋଲି ମଧ୍ୟ ଲେଖା ଯାଇଥିଲା। ତେବେ ଦର୍ଶକ ବନ୍ଧୁ ସୂଚନା ଅନୁସାରେ ଆଗକୁ ଆସୁଥିବା କୁଆଁରୀ ବୋହୂ ଧାରାବାହିକ ଏପିଶୋଡ୍ ରେ ଏମିତି କିଛି ଘଟିବାକୁ ଯାଉଛି | ବର୍ଷାଙ୍କୁ ୱାନ୍ଟେଡ୍ ସଜେଇ ଦିଆଯାଇଛି ଏବଂ ତାପରେ ଭୁବନେଶ୍ୱର ସାରା ଏହି ଫଟୋ ଗୁଡିକ ଲଗାଯାଇଥିବାର ସେ ନିଜେ ମଧ୍ୟ ଦେଖୁଛନ୍ତି।

ତେବେ ଦର୍ଶକ ବନ୍ଧୁ ଏହି ଧାରାବାହିକରେ ଏମିତି କିଛି ଏପିଶୋଡ୍ ଅଛି ଯାହା ପାଇଁ ବର୍ଷାଙ୍କୁ ୱାନ୍ଟେଡ୍ ସଜେଇ ଦିଆଯାଉଛି ଏବଂ କୁଆଁରୀ ବୋହୂ ଧାରାବାହିକରେ ଆପଣ ତ ବର୍ଷାଙ୍କ ଭୂମିକାକୁ ନିଶ୍ଚିତ ଭାବରେ ଜାଣିଥିବେ ସେ ଏକ ନେଗେଟିଭ୍ ରୋଲ୍ ରେ ବେଶ୍ ସୁନ୍ଦର ଅଭିନୟ କରୁଛନ୍ତି।

ତେବେ ବନ୍ଧୁଗଣ ବର୍ଷା ନିଜେ ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ସେୟାର କରି ଖୁସୀ ହେବା ସହିତ ହସିଥିବାର ଇମୋଜି ଦେଇଥିଲେ। ବର୍ଷା ସତରେ ୱାନ୍ଟେଡ୍ ନାହାଁନ୍ତି କି ସେ ସତରେ ନିଖୋଜ ହୋଇ ନାହାଁନ୍ତି।