ଓଡ଼ିଆ ସିରିଏଲ ଅଭିନେତା ମାନଙ୍କ ରିଏଲ ରାଇଫ Lifepartner Boyfriend, ଆଗରୁ ଦେଖି ନ ଥିବେ

ନମସ୍କାର ବନ୍ଧୁଗଣ ଓଡ଼ିଆ ସିରିୟଲ୍ ତ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ। ଏହି ସିରିୟଲ୍ ର ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବା ହିରୋଇନ୍ ମାନଙ୍କୁ ମଧ୍ୟ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ହେଲେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି କି ଏହି ହିରୋଇନ୍ ମାନଙ୍କର ବୟେଫ୍ରେଣ୍ଡ୍ କିଏ ଏବଂ ସେମାନେ କଣ କରନ୍ତି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ଲିପ୍ସା ମିଶ୍ର: ଲିପ୍ସା ମିଶ୍ରଙ୍କୁ ଆପଣମାନେ ବର୍ତ୍ତମାନ ସମୟରେ ହେ ପ୍ରଭୁ ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ ଆଉ ଏହାଛଡା ଆପଣମାନେ ବୋହୁତ ସାରା ସିନେମା ଓ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଲିପ୍ସା ମିଶ୍ରଙ୍କ ବୟେଫ୍ରେଣ୍ଡ୍।

ରାଧିକା: ନୂଆ ବୋହୂ ଧାରାବାହିକର ମୁଖ୍ୟ ନାୟିକା ରାଧିକାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଦର୍ଶକ ବନ୍ଧୁ ସାତ୍ୱିକ୍ ହେଉଛନ୍ତି ରାଧିକାଙ୍କ ରୀୟଲ୍ ଲାଇଫ ବୟେଫ୍ରେଣ୍ଡ୍।

ସାରା ଓ ସାଇ: ସାଇଙ୍କୁ ଆପଣମାନେ କୁଆଁରୀ ବୋହୂ ଧାରାବାହିକରେ ମୁଖ୍ୟ ନାୟକ ଭାବରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ। ତେବେ ଦର୍ଶକ ବନ୍ଧୁ ସାରା ହେଉଛନ୍ତି ସାଇଙ୍କର ଗାର୍ଲଫ୍ରେଣ୍ଡ୍।

ଆଦି ଓ ଭକ୍ତି: ତେବେ ବନ୍ଧୁଗଣ ଭକ୍ତିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଜୀବନସାଥି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିଲେ ଭକ୍ତି। ତେବେ ଦର୍ଶକ ବନ୍ଧୁ ଭକ୍ତିଙ୍କ ବୟେଫ୍ରେଣ୍ଡ୍ ହେଉଛନ୍ତି ଆଦି।

ତାରିଣୀ: ତାରିଣୀଙ୍କୁ ଆପଣମାନେ ତାରିଣୀ ଆଖିର ତାରା ଧାରାବାହିକରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ। ତାରିଣୀଙ୍କ ପ୍ରକୃତ ନାମ ହେଉଛି ସୁମନ ପଟ୍ଟନାୟକ। ସେ ଗୋଟିଏ ରିୟାଲିଟି ସୋ ମାଧ୍ୟମରେ ଓଲିଉଡ ଜଗତରେ ଏଣ୍ଟ୍ରି କରିଛନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ତାଙ୍କର କେହି ବୟେଫ୍ରେଣ୍ଡ୍ ନାହାଁନ୍ତି।

ଲିପି ମହାପାତ୍ର: ଲିପି ମହାପାତ୍ରଙ୍କୁ ଆପଣମାନେ ତାରାତାରିଣୀ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିବାର ଦେଖିଥିବେ। ବର୍ତ୍ତମାନ ସମୟରେ ଲିପିଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି କି ତାଙ୍କର କେହି ବୟେଫ୍ରେଣ୍ଡ୍ ନାହାଁନ୍ତି।

ପୂଜା: ପୂଜା ଝିଅ ଆମର ନୂଆ ବୋହୂ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ପୂଜାଙ୍କର ବର୍ତ୍ତମାନ ସମୟରେ କୌଣସି ହେଲେ ବୟେଫ୍ରେଣ୍ଡ୍ ନାହାଁନ୍ତି।

ତୁଳସୀ: ତୁଳସୀଙ୍କ ପ୍ରକୃତ ନାମ ହେଉଛି ଶ୍ୱେତଲୀନା ଭଟ୍ଟାଚାର୍ଯ୍ୟ। ଆଗାମୀ ଦିନମାନଙ୍କରେ ଶ୍ୱେତଲୀନାଙ୍କୁ ନେଇ ଆସୁଛି ଗୋଟିଏ ନୂଆ ଓଡ଼ିଆ ଧାରାବାହିକ। ଏହି ଧାରାବାହିକରେ ଶ୍ୱେତଲୀନାଙ୍କୁ ଆପଣମାନେ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିବାକୁ ପାଇବେ। ତେବେ ଦର୍ଶକ ବନ୍ଧୁ ଶ୍ୱେତଲୀନାଙ୍କର କେହି ବୟେଫ୍ରେଣ୍ଡ୍ ନାହାଁନ୍ତି।

ଋଦ୍ରି: ଋଦ୍ରିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ, ସେ ମାୟା ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଋଦ୍ରିଙ୍କୁ ବର୍ତ୍ତମାନ ସମୟରେ ମାତ୍ର ୧୯ ବର୍ଷ ବୟସ ହୋଇଛି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଋଦ୍ରିଙ୍କର କେହିବି ବୟେଫ୍ରେଣ୍ଡ୍ ନାହାଁନ୍ତି।