ଆନନ୍ଦ କୁମାରଙ୍କ ପରି ଓଡିଶାରେ ମଧ୍ୟ ଗୋଟେ ଅଣ ସରକାରୀ ସଂସ୍ଥା ଦ୍ୱାରା ‘ସୁପର 30’ ପରି ଯୋଜନା ଆରମ୍ଭ କରା ଯାଇଛି | ଯାହା ଦ୍ୱାରା ଗରିବ ପିଲା ଙ୍କର ଭବିଷ୍ୟତ ଉଜ୍ଜ୍ୱଳ କରାଯାଇପାରିବ | ଏହି ଯୋଜନା ଅନୁସାରେ ଆର୍ଥିକ ରୂପେ କମଜୋର ଥିବା ପିଲାଙ୍କୁ ରାଷ୍ଟ୍ରୀୟ ପାତ୍ରତା ଅନୁସାରେ ପ୍ରବେଶ ପରୀକ୍ଷ ଅର୍ଥାତ (ନିଟ)ର ପ୍ରସ୍ତୁତି ପାଁଇ କୋଚିଂ ପ୍ରଦାନ କରାଯାଉଛି | ଏହି ଯୋଜନା ର ଉଦେଶ୍ୟ ଯେଉଁ ଗରିବ ପିଲାମାନେ ଡାକ୍ତରୀ ପଢିବା କୁ ଇଛୁକ ସେମାନଙ୍କ ର ଏହି ଯୋଜନା କୁ ନାମ ଦିଆ ଯାଇଛି ଜିଁଦେଗି I ଏହି ଯୋଜନା ଅନୁସାରେ ଚାଷୀ ପରିବାର , ମାଛ ଧରାଳି କେଉଟ ପରିବାର ଆଦି ଙ୍କ ର ପିଲା ଙ୍କୁ ଏହି କୋଚିଂ ମାଗଣା ରେ ପ୍ରଦାନ କରାଯିବ I ଏହି ପିଲା ଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ରେ କୋଚିଂ ପ୍ରଦାନ କରାଯିବ I ଯାହା କି ଜୁଲାଇ ମାସ ରୁ ଆରମ୍ଭ ହେବ I
କଣ ପାଁଇ ଆରମ୍ଭ ହେଇଚି ଏହି ଯୋଜନା
ଏହି ଯୋଜନା ର ଆରମ୍ଭ ପଛ ରେ ଅଜୟ ବହାଦୁର ସିଂ ଙ୍କ ର ବିଶେଷ ଯୋଗଦାନ ରହିଛି I ଅଜୟ ବହାଦୁର ସିଂ ସୁପର 30 ର ସଂସ୍ଥାପକ ଆନନ୍ଦ କୁମାର ଙ୍କ ଦ୍ୱାରା ପ୍ରେରିତ ହେଇକି ଏହି କାର୍ଯ୍ୟକ୍ରମ ର ଆରମ୍ଭ କରିଛନ୍ତି I ଅଜୟ ଙ୍କ କହିବା ସେ ଡାକ୍ତର ହେବାକୁ ଚାହିଁଥିଲେ I କିନ୍ତୁ ତାଙ୍କ ପରିବାର ର ଆର୍ଥିକ ସଙ୍କଟ କାରଣ ରୁ ସେ ତାଙ୍କ ସ୍ବପ୍ନ କୁ ସାକାର କରିପାରି ନ ଥିଲେ I ଜିଁଦେଗି ଫାଉଣ୍ଡେସନ ର ସଂସ୍ଥାପକ ଅଜୟ ବହାଦୁର ସିଂ ଙ୍କ ଅନୁସାରେ ଗରିବ ପିଲା ଙ୍କୁ ସେ ଏହି ଯୋଜନା ଅନୁସାରେ ସହାୟତା କରୁଛନ୍ତି I
ଏହି କାର୍ଯ୍ୟକ୍ରମ 2016 ରେ ଆରମ୍ଭ ହେଇଥିଲା ଓ ଆରମ୍ଭ ରୁ ସେତେବେଳେ ମାତ୍ର 19 ଜଣ ଛାତ୍ର ମାଗଣା ରେ ମେଡିକାଲ ପାଠ ପଢିଥିଲେ I ଏହି ସବୁ ଛାତ୍ର ଆର୍ଥିକ ରୂପେ କମଜୋର ଅଟନ୍ତି I ଏହି ସବୁ ଛାତ୍ର ଙ୍କ ମଧ୍ୟ ରେ
ଅଙ୍ଗୁଲ ଜିଲ୍ଲା ର ଗରିବ ଚାଷୀ ପରିବାର ର ଝିଅ ଖିରୋଦିନି ସାହୁ ଯିଏ ଡାକ୍ତର ହେବାକୁ ଚାହୁଁଥିଲେ କିନ୍ତୁ ଆର୍ଥିକ ସମସ୍ୟା କାରଣ ରୁ ନିଟ କୋଚିଂ ରେ ଅସମର୍ଥ ହେଇଥିଲେ I ଆଜି ଏହି ଯୋଜନା ଅନୁସାରେ ସେ ନିଜ ସ୍ବପ୍ନ କୁ ଆଜି ସାକାର କରିପାରିଛନ୍ତି I ସେହିପରି କୋରାପୁଟ ଜିଲ୍ଲା ର ର ଏକ ଗରିବ ପରିବାର ର ଝିଅ ଯାହା ଙ୍କ ପିତା ଜଣେ ଟ୍ରକ ଡ୍ରାଇଭିର ଅଟନ୍ତି ସେ ମଧ୍ୟ ଆଜି ମାଗଣା ରେ କୋଚିଂ ପାଇପାରିଛନ୍ତି I
14 ଗୋଟି ପିଲା ପାଇଛନ୍ତି ସଫଳତା
2018 ମସିହା ରେ ଏହି ଫାଉଣ୍ଡେସନ ର କାର୍ଯ୍ୟକ୍ରମ ରେ 14 ଜଣ ଛାତ୍ର ଯୋଗ ଦେଇଥିଲେ I ଏବଂ ଅନେକ ସଫଳତା ହାସିଲ ମଧ୍ୟ କରିଛନ୍ତି I 14 ଛାତ୍ର ଙ୍କ ମଧ୍ୟ ରେ 12 ଜଣ ଛାତ୍ର ଓଡିଶା ସରକାରୀ ମେଡିକାଲ କଲେଜ ର ଦାଖିଲ ହେଇପାରିଛନ୍ତି I ଏବଂ ଏହି ବିଦ୍ୟାର୍ଥୀ ଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ସଂନମାନିତ କରିଛନ୍ତି I
ଏହିପରି ଚୟନ ହେଇଥାନ୍ତି
ଗରିବ ପିଲା ଙ୍କୁ ନିଟ ପରୀକ୍ଷ କାର୍ଯ୍ୟକ୍ରମ ଅନୁସାରେ କୋଚିଂ ନେବା କୁ ହେଲେ ପ୍ରଥମେ ଏକ ରାଜ୍ୟ ସ୍ତରୀୟ ପରୀକ୍ଷ ଦେବାକୁ ହେଇଥାଏ I ଏହି ପରୀକ୍ଷ ରେ ପାସ କରିବା ପରେ ଏହି ବିଦ୍ୟାର୍ଥୀ ଙ୍କୁ ଆର୍ଥିକ ସହାୟତା ମିଳିଥାଏ I