ଭାରତ ଓ ୱେଷ୍ଟଇଣ୍ଡିଜ ଖେଳ ମଧ୍ୟ ରେ ୱାନଡେ ସିରିଜ ରେ ବିରାଟ କୋହଲି ଙ୍କ ର ଜଣେ ଫ୍ୟାନ ବିଶେଷ ରୂପେ ଚର୍ଚା ରେ ରହିଛନ୍ତି I ଏହି ଯୁବକ ବିରାଟ ଙ୍କ ନାମ ରେ ନିଜ ଶରୀର ରେ 46 ଗୋଟି ଟାଟୁ କରିଛନ୍ତି I
ଅକ୍ଟୋବର ମାସ ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ରେ ଯେତେବେଳେ ପ୍ରଥମ ଟେଷ୍ଟ ମ୍ୟାଚ ଚାଲିଥିଲା ସେତେବେଳେ ବିରାଟ ଙ୍କ ନାମ ରେ ପିଣ୍ଟୁରାଜ ଟାଟୁ କରିଥିଲେ ଓ ସେଠାରେ ବିରାଟ ଙ୍କୁ ପ୍ରଥମ ଥର ସାକ୍ଷ୍ୟାତ କରିଥିଲେ I ଏବଂ ବିରାଟ ଙ୍କ ନାମ ରେ ନିଜ ଶରୀର ରେ ଏପରି ଟାଟୁ କରିବା କୁ ନେଇ ସେ ବେଶ ଚର୍ଚା ରେ ରହିଛନ୍ତି I
ଵିଷାଖପଟନାମ ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ରେ ହେଇଥିବା ଟେଷ୍ଟ ମ୍ୟାଚ ରେ ପ୍ରଥମ ଥର ବିରାଟ ପିଣ୍ଟୁରାଜ ଙ୍କୁ ସାକ୍ଷ୍ୟାତ କରିଥିଲେ I ଏହା ପରେ ଜାଣିବା କୁ ପାଇଥିଲେ କି ପିଣ୍ଟୁରାଜ ନିଜ ଶରୀର ରେ ପ୍ରଥମ ଟାଟୁ 2016 ରେ କରିଥିଲେ I
ପିଣ୍ଟୁରାଜ କହିଛନ୍ତି କି ଏହି ଟାଟୁ ରେ ସେ ବର୍ତମାନ ପର୍ଯ୍ୟନ୍ତ ଏକ ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି I ଏବଂ ବିରାଟ ଙ୍କୁ ମୁ ଭଗବାନ ପରି ମାନେ I ଏହି ଫୋଟୋ ରେ ଆପଣ ପିଣ୍ଟୁରାଜ ଙ୍କ ର ଶରୀର ର ଟାଟୁ ଦେଖିପାରିବେ I
ପିଣ୍ଟୁରାଜ ଓଡିଶା ର ବହରମପୁର ରେ ରହୁଛନ୍ତି I ସେ ଜଣେ ସାଧାରଣ ବର୍ଗ ର ବ୍ୟକ୍ତି ଅଟନ୍ତି I ଏବଂ ବହୁତ କଷ୍ଟ ରେ ସେ ଟଙ୍କା ଯୋଗାଡ଼ କରିକି ନିଜ ଶରୀର ରେ ଏପରି ଟାଟୁ କରିଛନ୍ତି I ଏବଂ ଅନେକ ସ୍ଥାନ ରେ ସେ ବିରାଟ ଙ୍କୁ ଦେଖିବା କୁ ଅନେକ ମ୍ୟାଚ କୁ ଟିକେଟ କରିକି ମଧ୍ୟ ଯାଇଥାନ୍ତି I