ଓଲିଉଡ ଛାଡିଲା ପରେ ଏବେ ଶାଶୂଘରେ କେମିତି ଅଛନ୍ତି Poonam Mishra, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପୁନମ୍ ମିଶ୍ର। ବାହାଘର ପରେ ପୁନମ୍ ମିଶ୍ର ତାଙ୍କ ଶାଶୁଘରେ କେମିତି ଅଛନ୍ତି ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଓଲିଉଡର ଜବରଦସ୍ତ ହିରୋଇନ୍ ପୁନମ୍ ମିଶ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ବୋହୁତ ସାରା ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି ପୁନମ୍।

ସେ ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବରେ ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ଏବଂ ସେ ବୋହୁତ ରିୟାଲିଟି ସୋରେ ମଧ୍ୟ ନଜର ଆସିଛନ୍ତି। ନିଜ ଅଭିନୟର ଯାଦୁରେ ସେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଓ ଓଡ଼ିଶାର ଦର୍ଶକମାନଙ୍କର ଖୁବ୍ ମନୋରଞ୍ଜନ ମଧ୍ୟ କରିଛନ୍ତି।


ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ପୁନମ୍ ଏପର୍ଯ୍ୟନ୍ତ ବିବାହ କରି ନଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସେ ଲୁଚି ଲୁଛି ବିବାହ କରି ନେଇଛନ୍ତି। ବାହାଘରଟି ହୋଇଛି ତାଙ୍କ ଆସନ୍ତା ଫିଲ୍ମରେ ଯାହାକି ସେ ବର୍ତ୍ତମାନ ସମୟରେ ସୁଟିଂ ସେଟ୍ ରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମଟିରେ ଏହି ଫିଲ୍ମର ହିରୋଙ୍କ ସହିତ ଲୁଚି ଲୁଚି ବିବାହ କରି ନେଇଛନ୍ତି।

ରିଲ୍ ଲାଇଫରେ ବିବାହ କରି ନେଇଛନ୍ତି ପୁନମ୍ ମିଶ୍ର କିନ୍ତୁ ରୀୟଲ୍ ଲାଇଫରେ ତାଙ୍କୁ ବର୍ତ୍ତମାନ ସମୟରେ ୩୫ ବର୍ଷ ବୟସ ହୋଇଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ପୁନମ୍ ମିଶ୍ର କେମିତି ଲାଗନ୍ତି ଆଉ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ଦିଅନ୍ତୁ।