ଓସ୍ତ ଗଛର ପତ୍ର ବାଜିଲା ମାତ୍ରେ ସଙ୍ଗେ ସଙ୍ଗେ ଦୂର ହୋଇଥାଏ ଏହି ୫ ଟି ରୋଗ

ଆମ ହିନ୍ଦୁ ଧର୍ମ ରେ ଲୋକେ ଓସ୍ତ ଗଛ କୁ ପୂଜା କରିଥାନ୍ତି . ହିନ୍ଦୁ ମାନ୍ୟତା ଅନୁସାରେ ଓସ୍ତଗଛ ରେ ଅନେକ ଦେବା ଦେବୀ ବାସ ବାସ କରନ୍ତି ଓ ଏହାକୁ ପୂଜା କରିବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ .
କେବଳ ଖାଲି ଧାର୍ମିକ ଦୃଷ୍ଟି କୋଣରୁ ନୁହେ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଏଥିରେ ଅନେକ ଔଷଧ୍ୟ ଗୁଣ ଥାଏ . ଓସ୍ତଗଛ ହିଁ ଏକ ମାତ୍ର ଗଛ ଯାହା କି ଦିନ ରାତି 24 ଅମ୍ଳଜାନ ଦେଇଥାଏ .

1-ହୃଦ ରୋଗ ଜନିତ ସମସ୍ୟା ରୁ ଦୂର କରେ
ଓସ୍ତଗଛର ପତ୍ର ହୃଦ ରୋଗ ଜନିତ ସମସ୍ୟା ରୁ ଦୂର କରେ . ଓସ୍ତଗଛର 15ଟି ସତେଜ ପତ୍ରକୁ ନେଇ ଗୋଟେ ଗ୍ଲାସ ପାଣିରେ ବୁଡାଇ ତାକୁ ଗରମ କରନ୍ତୁ ଏବଂ ଭଲ ଭାଓସ୍ତେ ଗରମ କରିବା ପରେ ସେହି ପାଣି କୁ ଥଣ୍ଡା କରି ଦିନରେ ପ୍ରତି 3 ଘଣ୍ଟା ରେ ଥରେ ଏହାକୁ ସେବନ କରିବେ ଦେଖି ବେ ଏହା ଅପଣଙ୍କ ପାଇ ଅନେକ ଲାଭ ଦାୟକ .

2-ଶ୍ୱାସ ଜନିତ ସମସ୍ୟା ରୁ ଦୂର କରେ
ଶ୍ୱାସ ଜନିତ ସମସ୍ୟା ରୁ ଦୂରେଇବା ପାଇ ଓସ୍ତଗଛ ଅନେକ ଲାଭ ପ୍ରଦ ହୋଇଥାଏ ଏହାର ଛେଲି କୁ ଶୁଖାଇ ତାକୁ ଗୁଣ୍ଡ କରି ସେବନ କରିବା ଦ୍ୱାରା ଉପକାର ମିଳିଥାଏ .

3-ଥଣ୍ଡା ଏବଂ କାଶ ଜନିତ ସମସ୍ୟା ଦୂର କରେ
ଋତୁ ପରିଓସ୍ତ୍ତନ ସମୟରେ ଶରୀର ଅସୁସ୍ଥ ହୋଇଥାଏ ଏବଂ ଥଣ୍ଡା ଏବଂ କାଶ ଜନିତ ସମସ୍ୟା ଦେଖାଦେଇଥାଏ ଏଥିରୁ ମୁକ୍ତି ପାଇ 5ଗୋଟି ଓସ୍ତଗଛର ପତ୍ର କୁ କ୍ଷୀର ରେ ପକାଇ ଗରମ କରନ୍ତୁ ଏବଂ ଭଲକରି ଗରମ ହେବ ପରେ ତାକୁ ଥଣ୍ଡା କରି ସେଥିରେ କିଛି ଚିନି ପକାଇ , ସକାଳେ ଏବଂ ସନ୍ଧ୍ୟାରେ ସେବନ କରନ୍ତୁ .

4-ମଳକଣ୍ଠକ ଜନିତ ସମସ୍ୟା ଥିଲେ
ମଳକଣ୍ଠକ ଜନିତ ସମସ୍ୟା ଥିଲେ ଓସ୍ତଗଛର ପତ୍ର ଅନେକ ଲାଭ ପ୍ରଦ ହୋଇଥାଏ . ଓସ୍ତଗଛ ର ପତ୍ର ର ରସ ସହ ମିଶ୍ରି ମିଶାଇ ସେବନ କଲେ ଉପଶମ ମିଳିହତା

5-ଦାନ୍ତ ଜନିତ ସମସ୍ୟା ଥିଲେ
ଦାନ୍ତ ଜନିତ ସମସ୍ୟା ଥିଲେ ଓସ୍ତଗଛର ଦାନ୍ତ କାଠି ବ୍ୟବହାର କରନ୍ତୁ ଦେଖିବେ ଏହା କରିବା ଦ୍ୱାରା ଉପକାର ମିଳିଥାଏ .