ଇଣ୍ଟରଭିୟୁରେ ପଚରାଗଲା ଏପରି ପ୍ରଶ୍ନ; ଯାହାର ଉତ୍ତର ଝିଅଟି ଦେଲା ଏପରି ଶୁଣିଲେ ସ୍ତବ୍ଦ ରହିଯିବେ ଆପଣ

ଆଜିକା ସମୟ ରେ ଇଣ୍ଟରଭିୟୁ ରେ ଅନେକ ପ୍ରକାର ର ପ୍ରଶ୍ନ ପଚରାଯାଇଥାଏ I ଏବଂ ଏହା ର ଉତ୍ତର ମଧ୍ୟ ଖୁବ କଷ୍ଟକର ହେଇଥାଏ I ଏପରି ପ୍ରଶ୍ନ ର ଉତ୍ତର ଇଣ୍ଟେର୍ନେଟ ରେ ମଧ୍ୟ ନ ଥାଏ I ଭାରତ ରେ IAS ପରୀକ୍ଷ ର ଇଣ୍ଟରଭିୟୁ ଖୁବ କଷ୍ଟକର ହେଇଥାଏ I ଜଣେ ଵିଦ୍ଵାନ ବ୍ୟକ୍ତି ମଧ୍ୟ ଏହି ପ୍ରଶ୍ନ ର ଉତ୍ତର ଦେବା ଖୁବ କଷ୍ଟକର ହେଇଥାଏ I

ତେବେ ଆଜି ଆମେ ଏହି ଇଣ୍ଟରଭିୟୁ ରେ ପଚରାଯାଇଥିବା କିଛି ପ୍ରଶ୍ନ ର ଉତ୍ତର ବିଷୟ ରେ ଆଲୋଚନା କରିବା I ଇଣ୍ଟରଭିୟୁ ର ଅର୍ଥ ମନୁଷ୍ୟ ର ମାନସିକ ସ୍ତିତି କୁ ଅନୁଧ୍ୟାନ କରିବା I ସମୁଖ ରେ ଥିବା ବ୍ୟକ୍ତି କେଉଁପରି ସ୍ତିତି ରେ ରହିଛି ଏହା ଇଣ୍ଟରଭିୟୁ ରୁ ଜଣାଯାଇଥାଏ I ତେବେ ଆଜି ଆମେ ଏହି ଇଣ୍ଟରଭିୟୁ ର କିଛି ପ୍ରଶ୍ନ ଓ ଏହା ର ଉତ୍ତର ଆପଣ ଙ୍କୁ ଦେଖାଇବାକୁ ଯାଉଛୁ I

1.ପ୍ରଶ୍ନ – ନାରୀ ଙ୍କ ର ଏପରି କେଉଁ ରୂପ ଯାହା କୁ ସମସ୍ତେ ଦେଖନ୍ତି କିନ୍ତୁ ପତି ଦେଖନ୍ତି ନାହିଁ I
ଉତ୍ତର -ଜଣେ ନାରୀ ର ବିଧବା ରୂପ ସମସ୍ତେ ଦେଖନ୍ତି କିନ୍ତୁ ପତି ଦେଖନ୍ତି ନାହିଁ I କାରଣ ଜଣେ ପତି ଙ୍କ ର ମୃତ୍ୟୁ ପରେ ହିଁ ପତ୍ନୀ ବିଧବା ହେଇଥାନ୍ତି I

2.ଏପରି କେଉଁ ଜିନିଷ ମନୁଷ୍ୟ କିଣିଥାଏ କିନ୍ତୁ ସେ ନିଜେ ପିନ୍ଧେ ନାହିଁ ?
ଉତ୍ତର – ଏହା ର ଉତ୍ତର କଫନ I

3.ପ୍ରଶ୍ନ – ଏପରି କେଉଁ ଜିନିଷ ଖାଇବା ପାଁଇ କିଣାଯାଇଥାଏ କିନ୍ତୁ ଖାନ୍ତି ନାହିଁ ?
ଉତ୍ତର – ପ୍ଲେଟ

4.ପ୍ରଶ୍ନ – ଏପରି କେଉଁ ଜିନିଷ ଯାହା ପୁରୁଷ ଓ ନାରୀ ରାତି ରେ ନେବାକୁ ପସନ୍ଦ କରନ୍ତି ?
ଉତ୍ତର -ଏହା ର ସମସ୍ତେ ଜାଣିଛନ୍ତି କି ରାତି ରେ ସମସ୍ତେ ନିଦ ନେବାକୁ ପସନ୍ଦ କରନ୍ତି I