ଫିଞ୍ଚ ଙ୍କୁ ପଚରାଗଲା- ଭାରତୀୟ ଦଳକୁ ଭାରତରେ ହରାଇ କିପରି ଲାଗୁଚି, ଉତ୍ତର ଉଡ଼ିଇ ଦେଲା ସମସ୍ତଙ୍କ ହୋସ

ଯେପରି କି ଆପଣ ଜାଣିଥିବେ ବିଗତ ଦିନ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟ ରେ ଏକ ମ୍ୟାଚ ର ଆୟୋଜନ ହେଇଥିଲା I ଏହି ୱାନଡେ ସିରିଜ ର ପ୍ରଥମ ମ୍ୟାଚ ରେ ଭାରତୀୟ ଟିମ ର ଶିଖର ଧାୱନ 74 ଓ ରାହୁଲ 47 ରନ କରିଥିଲେ I ଏବଂ ଭାରତୀୟ ଟିମ ମୋଟ 255 ରନ କରି ସବୁ ଖେଳାଳି ଆଉଟ ହେଇଯାଇଥିଲେ I ସେହିପରି ଅଷ୍ଟ୍ରେଲିଆ ଟିମ ତରଫରୁ ଡେବିଡ଼ ୱାରନର 128 ଓ କ୍ୟାପଟେନ ଏରୋନ ଫିଂଚ 110 ରନ କରିଥିଲେ I ଅଷ୍ଟ୍ରେଲିଆ ଟିମ ର ଏହି ମ୍ୟାଚ 37.2 ଓଭର ରେ 10 ଵିକେଟ ରେ ବିଜୟ ହାସିଲ କରିଥିଲେ I ମ୍ୟାଚ ଶେଷ ପରେ ଅଷ୍ଟ୍ରେଲିଆ ଟିମ ର କ୍ୟାପଟେନ ନିଜ ର ବୟାନ ଦେଇଥିଲେ I ଇଣ୍ଟରଭିୟୁ ରେ ତାଙ୍କୁ ପଚରାଯାଇଥିଲା ଭାରତୀୟ ଟିମ କୁ ପରାଜିତ କରି ଆପଣ କିପରି ଅନୁଭବ କରୁଛନ୍ତି I

ଏହା ର ଉତ୍ତର ରେ ଏରୋନ କହିଛନ୍ତି ମୁ ବହୁତ ଖୁସି ଅଛି I କାରଣ ଭାରତୀୟ କ୍ରିକେଟ ଟିମ ଏକ ମଜବୁତ ଟିମ ଅଟେ ତେଣୁ ଏପରି ଟିମ କୁ ହରାଇ ମୁ ଖୁସି ହେଇପାରି ନାହିଁ କାରଣ ଆମେ ଏକ ମ୍ୟାଚ ଜିତିଚୁ I ଭାରତ ଦରକାର ପଡିଲେ ସିରିଜ ରେ ବିଜୟ ହେଇପାରେ I

ଏହିପରି ଏରୋନ ଙ୍କ ର ଇଣ୍ଟରଭିୟୁ ବେଶ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I