ପିଲା ଜନ୍ମ କରିବା କିଛି କମ କଥା ନୁହେଁ I ଆପଣ ଗର୍ଭବତୀ ମହିଳା ଙ୍କୁ ଦେଖିଥିବେ ସେମାନେ ସର୍ବଦା ଗର୍ଭବତୀ ଥିବା ସମୟ ରେ ବାନ୍ତି କରିଥାନ୍ତି I କିନ୍ତୁ ଆପଣ ଏହା ର କାରଣ ବିଷୟ ରେ ଜାଣି ନ ଥିବେ କି କେଉଁ କାରଣ ରୁ ଗର୍ଭବତୀ ମହିଳାମାନେ ବାନ୍ତି କରିଥାନ୍ତି I ତେବେ ଆଜି ଆମେ ଏହିପରି କିଛି ପ୍ରଶ୍ନ ଓ ଉତ୍ତର ସମ୍ବନ୍ଧ ରେ ଜାଣିବା I
ଆସନ୍ତୁ ଜାଣିବା କାରଣ :
ପ୍ରଥମ – ଭାରତ ର ସବୁଠାରୁ ଧନୀ ରାଜ୍ୟ କେଉଁଟି ?
ଉତ୍ତର – ପଞ୍ଜାବ ଚାଷ କାର୍ଯ୍ୟ ପାଁଇ ବେଶ ଲୋକପ୍ରିୟ ଓ ଏହି ରାଜ୍ୟ ସବୁଠାରୁ ଧନୀ ରାଜ୍ୟ ଅଟେ I
ଦ୍ୱିତୀୟ – କଣ ଭାଙ୍ଗିଲେ ଶବ୍ଦ ହେଇ ନ ଥାଏ ?
ଉତ୍ତର – ବିଶ୍ୱାସ , ଭାଙ୍ଗିଗଲେ ଶବ୍ଦ ହେଇ ନ ଥାଏ ଏବଂ ମନେ ମନେ ମନୁଷ୍ୟ କାନ୍ଦିଥାଏ I
ତୃତୀୟ – କେଉଁ ଜୀବ ର ମସ୍ତିସ୍କ ଶରୀର ଅପେକ୍ଷ୍ୟା ବଡ଼ ହେଇଥାଏ ?
ଉତ୍ତର – ଚିଂଟି ର ମସ୍ତିସ୍କ ଶରୀର ଅପେକ୍ଷ୍ୟା ବଡ଼ ହେଇଥାଏ I
ଚତୁର୍ଥ – ଗର୍ଭବତୀ ମହିଳାମାନେ ବାନ୍ତି କରିଥାନ୍ତି କାହିଁକି ?
ଉତ୍ତର – ଗର୍ଭବତୀ ମହିଳା ଙ୍କ ର ବାନ୍ତି ହେବାର ତିନି ଗୋଟି କାରଣ ରହିଥାଏ , ପ୍ରଥମେ HGG ହର୍ମୋନ ର ପ୍ରଭାବ , ଦ୍ୱିତୀୟ ସକାଳୁ ମତଲି ରୋଗ ଓ ତୃତୀୟ କାରଣ ପେଟ ରେ ଅଧିକ ପ୍ରେସର ପଡିବା I