୧୦ ଶ୍ରେଣୀର ଯୁବତୀଙ୍କୁ ପଡୋଶୀ ଘରର ଯୁବକଙ୍କ ସହ ହେଲା ପ୍ରେମ, ବିଲରେ ଯାଇଁ ନେଲେ ସେଲଫି, ଆଉ ତାପରେ କରିଲେ ଏପରି କାମ

ଯୁବତୀ ପଢୁଥିଲେ 10 ଶ୍ରେଣୀ ରେ , 11 ଶ୍ରେଣୀ ରେ ପଢ଼ୁଥିବା ଯୁବକ ଙ୍କ ସହ ହେଇଥିଲା ପ୍ରେମ I ତାଙ୍କ ପ୍ରେମ ର ପରିସୀମା ଏତେ ବଢିଯାଇଥିଲା କି ଦୁହେଁ ଆତ୍ମହତ୍ୟା କରିଥିଲେ I ଏହା ର ସେଲ୍ଫି ନେଇ ସେ ୱାଟ୍ସପ ରେ ସେୟାର କରିଥିଲେ I ୱୟର ତପୀ ଜିଲ୍ଲା ରେ ଦଲବଣ ରେ ଏହି କିଶୋରୀ ପ୍ରଥମେ ନିଜ ସାଙ୍ଗ ଙ୍କ ସହ ଦଲବଣ ପିଏଲଡ଼ବାଣି ରେ ନିଜ ମାମା ଙ୍କ ର ଘର ଅଂଧାରବାଦୀ ରେ ରହୁଥିଲେ I ସେ 20 ଅକ୍ଟୋବର କୁ ନିଜ ପ୍ରେମୀ କୌଶଳ କୁମାର ଚୌଧରୀ ଙ୍କ ସହ ବାଇକ ରେ କେଉଁଆଡେ ଚାଲିଯାଉଥିଲେ I ତେବେ ଏହି ଘଟଣା ସମ୍ପର୍କ ରେ ତାଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିଲେ I ଏହା ପରେ 23 ଅକ୍ଟୋବର ରେ ବାମନାମାଳ ଗ୍ରାମ ରେ ପାଖ ରେ ଥିବା ଏକ ଗୋଚର ଭୂମି ପାଖ ଏକ ଗଛ ରେ ଦୁଇ ଜଣଙ୍କ ର ଶବ ବରାମତ ହେଇଥିଲା I

ମାରିବା ପୂର୍ବ ରୁ ବି ସେଲ୍ଫି
ଦୁଇ ପ୍ରେମୀ ଆତ୍ମହତ୍ୟା କରିବା ପୂର୍ବ ରୁ ବି ସେଲ୍ଫି ନେଇଛନ୍ତି ଏବଂ ଏହା କୁ ୱାଟ୍ସପ ରେ ସେୟାର କରିଛନ୍ତି I ଦୁହିଁ ଙ୍କ ର ମୃତ୍ୟୁ ପରେ ତାଙ୍କ ଘର ଲୋକେ ଖବର ପାଇଛନ୍ତି I ଘଟଣା ସ୍ଥଳ ରେ ଦୁହିଁଙ୍କ ର ଚପଲ ଓ ବାଇକ ବରାମତ ହେଇଚି I

3 ଦିନ ପର୍ଯ୍ୟନ୍ତ ସେହିପରି ଝୁଲୁଥିଲେ ଗଛ ରେ
ଦୁହେଁ 20 ଅକ୍ଟୋବର ରେ ଘରୁ କେଉଁଆଡେ 23 ଅକ୍ଟୋବର ରେ ତାଙ୍କ ର ଶବ ବରାମତ ହେଇଥିଲା I ପୋଲିସ ବର୍ତମାନ ପର୍ଯ୍ୟନ୍ତ ବି ଦୁହିଁଙ୍କ ର ମୃତ୍ୟୁ ର କାରଣ ସ୍ପଷ୍ଟ ଭାବ ରେ ଜାଣିପାରିନାହିଁ I ଶବ ବ୍ୟବଛେଦ ହେବା ପରେ ପରିଜନ ଙ୍କୁ ହସ୍ତାନ୍ତର କରାଯାଇଛି I

19 କୁ କିଶୋରୀ ତାଙ୍କ ମାମା ଙ୍କ ଘର କୁ ଯାଇଥିଲେ
19 ଅକ୍ଟୋବର କୁ କିଶୋରୀ ତାଙ୍କ ମାମା ଙ୍କ ର ଘର କୁ ଯାଇଥିଲେ I ସେ ତାଙ୍କ ମାମା ଙ୍କ ଘର ଅଂଦେରିବାଦି କୁ ଯାଇଥିଲେ I ଏବଂ 20 ଅକ୍ଟୋବର କୁ କୋଶଳ ଚୌଧରୀ ଙ୍କ ସହ ବାଇକ ରେ କେଉଁ ଆଡେ ଚାଲିଯାଇଥିଲେ I ଏହା ପରେ ଦୁହିଁଙ୍କ ର ଶବ ଏକ ଗଛ ରେ ଟାଙ୍ଗା ହେଇଥିଲା I