ପାକିସ୍ତାନୀ ସୈନିକ ମାନେ ରାତିସାରା କରିଥାନ୍ତି ମହିଳା ସୈନିକଙ୍କର ବଳା-ତ୍କାର … ସକାଳୁ କରିଥାନ୍ତି ଯୁଧ୍ୟର ପ୍ରସ୍ତୁତି ! ଦେଖନ୍ତୁ ଭିଡ଼ିଓ

ଯେପରି କି ଆପଣ ସମସ୍ତେ ଜାଣିଛନ୍ତି କି ଆମ ଦେଶ ରେ ଏହା କୁହାଯାଇଛି କି ସବୁ ମହିଳା ଙ୍କର ସମ୍ମାନ କରିବା ଉଚିତ ତେଣିକି ସେ କୌଣସି ଝିଅ ହୁଅନ୍ତୁ କିମ୍ବା ନିଜ ଭଉଣୀ | ଏହି କଥା ଆମ ଦେଶ ରେ ପ୍ରତିଟି ସୈନିକ ଙ୍କୁ ଶିକ୍ଷା ଦିଆଯାଇଥାଏ | କିନ୍ତୁ ଯଦି ଗୋଟେ ଦେଶ ର ସୈନିକ ମାନେ ହିଁ ଖରାପ କାମ ରେ ଲିପ୍ତ ରହିବେ ତ ଦେଶ ର ରକ୍ଷା କିଏ କରିବ I ଯାହାଙ୍କ ଭରସା ଆମକୁ ଶାନ୍ତି ରେ ରହିବାକୁ ଦେଇଥାଏ ସେମାନେ ଯଦି ସେହି ଦେଶ ର ଲୋକଙ୍କ ସହ ଏପରି ଖରାପ କାମ କରିବେ ତ ଦେଶ ର ଅବସ୍ଥା କଣ ହେବ | ଗୋଟପଟେ ପାକିସ୍ତାନ ଭାରତ ବିରୋଧରେ ଷଡଯନ୍ତ୍ର କରୁଛି ତ ଅନ୍ୟପଟେ ପାକିସ୍ତାନ ର ଏକ ବଡ଼ ସତ ସାମନାକୁ ଆସିଛି କି , ପାକିସ୍ତାନ ରେ ଯେଉଁ ମହିଳା ସୈନିକ ମାନେ ଅଛନ୍ତି ସେମାନେ ରାତି ରେ ଅନେକ ଶୋଷଣ ର ଶିକାର ହେଉଛନ୍ତି I

1. I.S .I.S .I ର ରାସ୍ତା ରେ ପାକିସ୍ତାନୀ ସେନା
ଯେଉଁ ରାସ୍ତା ରେ ପୁରା ଦୁନିଆ ର ଭୟଙ୍କର ଆତଙ୍କବାଦୀ ସଂଘଠନ I.S .I.S ରହିଛି , ପାକିସ୍ତାନ ର ସେନା ମଧ୍ୟ ସେହି ରାସ୍ତା ରେ ରହିଛି I ସୂଚନା ଅନୁୟାରେ ପାକିସ୍ତାନ ର ସୈନିକ ମାନେ କମ ପାଠ ପଢିଥିବା ଝିଅ ଙ୍କୁ କିଡ୍ନାପ କରିକି ତାଙ୍କ ସହ ଖରାପ କାମ କରିଥାନ୍ତି I ଏପରି ଘୃନ୍ୟ କାମ ଯୋଗୁ ବିଗତ ଦିନ ରେ 1000 ମହିଳା ଙ୍କ ର ଏକ ବଡ ମୋର୍ଚା ରାସ୍ତା କୁ ଓଲ୍ହାଇଥିଲେ I

2.ମହିଳା ସୈନିକ ଙ୍କ ସହ ନିୟମିତ ହେଉଥିଲା ଦୁ-ଷ୍କର୍ମ
ପାକିସ୍ତାନ ସୈନିକ ମାନେ ସେଠାକାର ମହିଳା ସୈନିକ ଙ୍କ ର ରାତିରେ ଯୌନଶୋଷଣ କରିଥାନ୍ତି ଏବଂ ପରଦିନ ପୁଣି ମୈଦାନ ରେ ଯୁଧ୍ୟ ରେ ତାଙ୍କ ର ବ୍ୟବହାର କରିଥାନ୍ତି I