କାହାରି କୁ ପ୍ରେମ କରିବା ଭଲ କଥା ଅଟେ I କିନ୍ତୁ ଏହି ପ୍ରେମ ପାଁଇ ଲୋକେ ଅନେକ କିଛି ଭୁଲ କରିଥାନ୍ତି I ଏହିପରି ଏକ ଘଟଣା ବେଶ ଚର୍ଚା ରେ ରହିଛି I ଏକ ପ୍ରେମ ସମ୍ପର୍କ ରେ ଯୁବତୀ ବିବାହ ପାଁଇ ମନା କରିବା ରୁ କିଛି ଏପରି ଘଟିଛି ଯାହା କି ଆପଣ ଶୁଣି ଆଶ୍ଚଯ୍ୟ ହେବେ I ଏହି ଯୁବତୀ ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କୁ ଖଣ୍ଡ ଖଣ୍ଡ କରି ହାଣିକି ନିଆଁ ରେ ଜଳାଇ ଦେଇଥିଲେ I ଏହି ଘଟଣା ଟି ପଟେଲନଗର ର ଗଣେଷନଗର ଅଂଚଳ ର ଅଟେ I
ଏଠାରେ 22 ବର୍ଷ ର ଯୁବତୀ ଙ୍କ ର ନିର୍ମମ ଭାବ ରେ ହତ୍ୟା କରାଯାଇଛି I ସୂଚନା ଅନୁସାରେ ଏହି ପ୍ରେମ ପ୍ରସଙ୍ଗ ଟି ଦୀର୍ଘ 5 ବର୍ଷ ହେବ ଚାଲୁଥିଲା I ଯୁବକ ଯୁବତୀ ଙ୍କୁ ବିବାହ କରିବା କୁ ଇଚ୍ଛା କରିଥିଲେ I କିନ୍ତୁ ଇତି ମଧ୍ୟ ରେ ଯୁବତୀ ଙ୍କ ର ପରିବାର ଲୋକେ ଯୁବତୀ ଙ୍କ ର ବିବାହ ଅନ୍ୟତ୍ର କରାଇବା କୁ ଯୋଜନା କରିଥିଲେ I ତେଣୁ ଯୁବକ ଏପରି ନୃଶଂସ ଭାବ ରେ ପଦକ୍ଷପ ନେଇଥିଲେ I
ପ୍ରେମୀ ଏହା ସ୍ୱୀକାର କରିଛନ୍ତି କି ସେ ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କୁ ବାହାନା କରି ନେଇ ଜଙ୍ଗଲ ରେ ହତ୍ୟା କରିଥିଲେ I ଏବଂ ସେଠାରେ ତାଙ୍କୁ ପଥର ରେ ମଧ୍ୟ ଛେଚିଥିଲେ I ଏହା ପରେ ଯୁବକ ଏକ ଧାରୁଆ ଅସ୍ତ୍ର ରେ କାଟିକି ଶରୀର କୁ ଖଣ୍ଡ ଖଣ୍ଡ କରିଥିଲେ I ଏହା ପରେ ଯୁବତୀ ଙ୍କ ର ଶବକୁ ସେଠାରେ ଜାଳିବା କୁ ମଧ୍ୟ ଉଦ୍ୟମ କରିଥିଲେ I ଏହି ମାମଲା ର ତଦନ୍ତ ପରେ ଦେହରଦୁନ ପୋଲିସ ଯୁବକ ଙ୍କୁ ଗିରଫ କରିଛି I