୫ ଦିନ ପର୍ଯ୍ୟନ୍ତ ଗୋଟେ ବି କପଡା ପିନ୍ଧନ୍ତି ନାହିଁ ଏଠାକାର ସବୁ ମହିଳା ମାନେ, କାରଣ ଜାଣିଲେ ହଲି ଯିବେ

ଏହି ସଂସାର ରେ ଅନେକ ସମୁଦାୟ ର ଲୋକେ ରହିଥାନ୍ତି I ଏହି ସମୁଦାୟ ରେ ଯେତେ ଧର୍ମ ରହିଛି ସେହି ଧର୍ମ ର ଲୋକ ଙ୍କ ର ଭିର୍ନ ଭିର୍ନ ପରମ୍ପରା ରହିଛି I ଆଜି ଆମେ ଏପରି କିଛି ଲୋକ ଙ୍କ ବିଷୟ ରେ ଆଲୋଚନା କରିବା କୁ ଯାଉଛେ ଯାହା ଙ୍କ ର ପରମ୍ପରା ବହୁତ ବିଚିତ୍ର ଅଟେ I ଆମ ଭାରତ ରେ ପ୍ରତି 50 କିମି ରେ ଲୋକ ଙ୍କ ର ଭାଷା ଓ ପରମ୍ପରା ରେ ପରିବର୍ତନ ଆସିଥାଏ I

ଆଜି ଆମେ ଆପଣ ଙ୍କୁ ଏହିପରି ଏକ ପରମ୍ପରା ବିଷୟ ରେ କହିବା କୁ ଯାଉଛୁ I ଯାହା ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଆଜି ଆମେ ଆପଣ ଙ୍କୁ ଯେଉଁ ପରମ୍ପରା ବିଷୟ ରେ କହିବା କୁ ଯାଉଛୁ ଏହା ଆଜିକା ସମୟ ରେ ଲୋକେ ପାଳନ କରୁଛନ୍ତି I ଏହି ପରମ୍ପରା ରେ ମହିଳାମାନେ ନିବସ୍ତ୍ର ରହିଥାନ୍ତି I ଏହି ପରମ୍ପରା ହିମାଞ୍ଚଳ ପ୍ରଦେଶ ର ମାଣିକରଣ ଘାଟି ରେ ପିଣୀ ଗ୍ରାମ ରେ ପାଳିତ ହେଇଥାଏ I ଏପରି କରିବା ଏହି ଗ୍ରାମ ର ପରମ୍ପରା ଅଟେ I ଏହି ପରମ୍ପରା ଅନୁସାରେ ଏହି ଗ୍ରାମ ର ମହିଳାମାନେ ନିବସ୍ତ୍ର ହେଇ ସର୍ବଦା ରହିଥାନ୍ତି I ଏହି ପରମ୍ପରା କେବଳ ବିବାହିତ ମହିଳା ଙ୍କ ପାଁଇ ଅଟେ I ଏହି ମହିଳା ମାନେ ବର୍ଷ ର କେବଳ 5 ଦିନ ହିଁ ଏହି ପର୍ବ ପାଳନ କରନ୍ତି I ଏପରି ନୁହେ କି ସର୍ବଦା ନିବସ୍ତ୍ର ହେଇ ମହିଳାମାନେ ରୁହନ୍ତି I

ଗ୍ରାମ ର ଲୋକଙ୍କ କହିବା ଅନୁସାରେ ଯଦି ଗ୍ରାମ ର ମହିଳାମାନେ ଏହି ପରମ୍ପରା ପାଳନ କରନ୍ତି ନାହିଁ ଘର ପାଁଇ ଏହା ଅଶୁଭ ଅଟେ I ଏହି ପରମ୍ପରା କୁ ନେଇ ଗ୍ରାମବାସି ଏହା କୁହନ୍ତି କି ଏହି ଗ୍ରାମ ରେ ଏକ ରାକ୍ଷସ ର ସାୟା ରହିଛି I ଯିଏ କି ସୁନ୍ଦରୀ ପୋଷାକ ପିନ୍ଧୁଥିବା ମହିଳା ଙ୍କୁ ଉଠାଇ ନେଇଯାଉଛି I କିନ୍ତୁ ପରେ ଦେବତା ମାନେ ଏହି ରାକ୍ଷସ କୁ ହତ୍ୟା କରିଥିଲେ I ତେଣୁ ଏହା ବହୁତ ପୁରାତନ ପରମ୍ପରା ଅଟେ I

ଗ୍ରାମ ର ଲୋକେ ଏହି 5 ଦିନ ହସିବା ମଧ୍ୟ ବନ୍ଦ କରିଥାନ୍ତି I ଏବଂ ମହିଳାମାନେ ନିଜ ସାଂସାରିକ ଜୀବନ ରୁ ଅଲଗା ହେଇ ରହିଥାନ୍ତି I ଏହି ପାଞ୍ଚ ଦିନ ମହିଳା ପୁରୁଷ ଙ୍କ ସମୁଖ କୁ ଆସନ୍ତି ନାହିଁ I

ତେବେ ଏହି ପରମ୍ପରା ପଛ ର କାହାଣୀ କେତେ ଦୂର ସତ ଏହା କେହି ଜାଣିନାହାନ୍ତି I କିନ୍ତୁ ଗ୍ରାମ ର ଲୋକେ ଏହା କୁ ସତ ମାନିକି ପାଳନ କରୁଛନ୍ତି I