୫ଟି କାରଣ ଯେଉଁଥି ପାଇଁ ପର ପୁରୁଷଙ୍କ ସହ ସମ୍ବନ୍ଧ ରଖିଥାନ୍ତି ବିବାହିତ ମହିଳାମାନେ, ସବୁ ସ୍ୱାମୀଙ୍କୁ ଜଣା ଥିବା ଦରକାର ଏହି କଥା ..

ଅନୈତିକ ସମ୍ବନ୍ଧ ବହୁତ ଖରାପ ହେଇଥାଏ I କୌଣସି ଯୁବତୀ ଙ୍କ ର ବିବାହ ପରେ ଅନ୍ୟତ୍ର ସମ୍ବନ୍ଧ ରଖିବା ଖୁବ ଖରାପ ହେଇଥାଏ I ଆଜିକା ସମୟ ରେ ମଧ୍ୟ ଲୋକେ ଏହା କୁ ଖରାପ ନଜର ରେ ଦେଖିଥାନ୍ତି I କିନ୍ତୁ କେହି ବି ଏହା ଜାଣିବାକୁ ଚେଷ୍ଟା କରିନାହାନ୍ତି କି ଏପରି ଘଟଣା ପଛ ର କାରଣ କଣ I

ଜଣେ ଯୁବତୀ ଙ୍କ ର ଏହି ସ୍ବପ୍ନ ରହିଥାଏ କି ବିବାହ ପରେ ତାଙ୍କୁ ଏପରି ଏକ ଜୀବନସାଥୀ ମିଳିବ ଯିଏ କି ତାଙ୍କ ର ସବୁ ଦୁଃଖ ସୁଖ ରେ ତାଙ୍କ ର ସମର୍ଥନ କରିବ I ସାରା ଜୀବନ ତାଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରିବ I ନୂଆ ଘର ନୂଆ ଜୀବନ ସାଥି ଓ ନୂଆ ସଂସାର କୁ ନେଇ ଜଣେ ଯୁବତୀ ଖୁବ ଉତ୍ସାହିତ ରହିଥାନ୍ତି କିନ୍ତୁ ଯଦି ସେହି ଯୁବତୀ ଙ୍କ ର ସ୍ବପ୍ନ ଅଧୁରା ରହିଥାଏ ତେବେ ସେ ତାଙ୍କ ପତି ଙ୍କୁ ଛାଡି ଅନ୍ୟତ୍ର ସୁଖ ଖୋଜିବାକୁ ଚେଷ୍ଟା କରିଥାନ୍ତି I

ପତ୍ନୀ ଙ୍କ ର ଅନ୍ୟତ୍ର ସମ୍ବନ୍ଧ ରଖିବା ର ମୁଖ୍ୟ କାରଣ ହେଇଥାଏ ପତି ଙ୍କ ର ଦୁର୍ବଳତା I ଯାହା ଦ୍ୱାରା କି ପତ୍ନୀମାନେ ଅନ୍ୟତ୍ର ସମ୍ବନ୍ଧ ରଖିବାକୁ ମନ ବଳାଇଥାନ୍ତି I ପତ୍ନୀ ଙ୍କୁ ସମୟ ଦେଇ ନ ପାରିବା – ଜଣେ ପତି ଙ୍କ ର ଦାଇତ୍ୱ ରହିଥାଏ କି ପତ୍ନୀ ଙ୍କ ପାଁଇ କିଛି ସମୟ ଦେବା ତାଙ୍କ ସହ କିଛି ରୋମାଣ୍ଟିକ କଥାବାର୍ତା ହେବା I ହେଲେ ଏପରି ଅନେକ କ୍ଷେତ୍ର ରେ ସମ୍ଭବ ହେଇ ନ ଥାଏ I ଯାହା ଦ୍ୱାରା କି ବୈବାହିକ ଜୀବନ ରେ ଝଡ଼ ସୃଷ୍ଟି ହେଇଥାଏ I

ଆର୍ଥିକ ସହାୟତା – ଯଦି ଆପଣ ବିବାହ ପରେ ନିଜ ପତ୍ନୀ ଙ୍କ ର ଦାଇତ୍ୱ ଠିକ ରେ ନେଇପାରନ୍ତି ନାହିଁ କୌଣସି ବି ଆର୍ଥିକ ସହାୟତା କରନ୍ତି ନାହିଁ କିମ୍ଭା ପତ୍ନୀ ଙ୍କ ର ଆବଶ୍ୟକତା କୁ ଧ୍ୟାନ ଦିଅନ୍ତି ନାହିଁ ତେବେ ମଧ୍ୟ ପତ୍ନୀ ମାନେ ଅନୈତିକ ସମ୍ବନ୍ଧ ରଖିଥାନ୍ତି I

ଘରୋଇ ହିଂସା – ଯଦି ସର୍ବଦା ଘରୋଇ ହିଂସା ଲାଗି ରହିଥାଏ ତେବେ ମଧ୍ୟ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇ ପତ୍ନୀ ମାନେ ଅନ୍ୟତ୍ର ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥାନ୍ତି I ପତ୍ନୀ ଙ୍କ କଥା କୁ ଅଣଦେଖା କରିବା – ଯଦି ଜଣେ ପତି ସର୍ବଦା ପତ୍ନୀ ଙ୍କ କଥା କୁ ଅଣଦେଖା କରିଥାନ୍ତି ତେବେ ବି ପତ୍ନୀ ଅନ୍ୟତ୍ର ସମ୍ବନ୍ଧ ରଖିବାକୁ ମନବଳାଇ ଥାନ୍ତି I

ପତି ଙ୍କ ର ବାହାର ମହିଳା ଙ୍କ ସହ ସମ୍ବନ୍ଧ – ଯଦି ଜଣେ ଯୁବତୀ ବିବାହ ପରେ ଅନ୍ୟ ଜଣେ ପୁରୁଷ ଙ୍କ ସହ ସମ୍ବନ୍ଧ ରଖିବା ଭୁଲ ତେବେ ଜଣେ ପୁରୁଷ ମଧ୍ୟ ବିବାହ ପରେ ଅନ୍ୟତ୍ର ମହିଳା ଙ୍କ ସହ ସମ୍ବନ୍ଧ ରଖିବା ଖରାପ ହେଇଥାଏ ତେଣୁ ଏପରି ଘଟଣା ମଧ୍ୟ ମହିଳାମାନେ ଅନୈତିକ ସମ୍ବନ୍ଧ ରଖିଥାନ୍ତି I

କୌଣସି ଖୁସି ରେ ବୁଲିବାକୁ ଯିବା ସମୟ ରେ ପତ୍ନୀ ଙ୍କୁ ସାଙ୍ଗ ରେ ନ ନେବା – ଯଦି ଆପଣ କୌଣସି କିଣାକିଣି କରିବାକୁ ଯାଉଛନ୍ତି କିମ୍ଭା ଖୁସି ରେ କେଉଁଆଡେ ବୁଲିବାକୁ ଯାଉଛନ୍ତି ସର୍ବଦା ହିଁ ଏପରି ଆପଣ ନିଜ ପତ୍ନୀ ଙ୍କୁ ଅଣଦେଖା କରିଥାନ୍ତି ତେବେ ମଧ୍ୟ ଆପଣ ଙ୍କ ର ପତ୍ନୀ ମାନସିକ ଦୁଶ୍ଚିନ୍ତା ରେ ଆସି ଅନ୍ୟତ୍ର ସମ୍ବନ୍ଧ ରଖିଥାନ୍ତି I

ପତ୍ନୀ ଙ୍କ ର କିଛି ଅଭୁଲା ଦିନ କୁ ମନେ ନ ରଖିବା – ଯଦି ପତି ତାଙ୍କ ପତ୍ନୀ ଙ୍କ ର କିଛି ପୁରୁଣା ସ୍ମୃତି କୁ ମନେ ରଖନ୍ତି ନାହିଁ ତେବେ ମଧ୍ୟ ପତ୍ନୀ ଓ ପତି ମଧ୍ୟ ରେ ପ୍ରେମ ସମ୍ବନ୍ଧ ରେ ଦୂରତା ଆସିଥାଏ I ତେଣୁ ଏହି ସବୁ କ୍ଷେତ୍ର ରେ ପୁରୁଷ ମାନେ ଏହି କରୁଥିବା ଭୁଲ କାରଣ ରୁ ହିଁ ପତ୍ନୀ ମାନେ ଅନ୍ୟତ୍ର ସମ୍ବନ୍ଧ ରଖିବାର ଦେଖିବାକୁ ମିଳିଥାଏ I