୧୫ ବର୍ଷର ଝିଅ ଏକ ଛୁଆକୁ ଦେଲେ ଜନ୍ମ, ଛୁଆର ବାପାର ନାଁ ଜାଣିଲେ ଉଡିଯିବ ଆପଣଙ୍କ ହୋସ, କହିବେ ଭାଇ ଏ ତ କଳିଯୁଗର…

ଆଜି ଆମେ ଆପଣ ଙ୍କୁ ଏକ ଏପରି ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ଦେଶ ରେ ପୁଅ ଓ ଝିଅ ଙ୍କ ର ସମାନ ଅଧିକାରୀ ନେଇ ଚାରିଆଡେ ବାର୍ତା ପ୍ରଚାର ହେଇଥାଏ ତ ଅନ୍ୟ ପଟେ ଅଧିକାଂଶ ଅଂଚଳ ରେ ମହିଳା ଙ୍କ ର ଇଜତ ସହ ଖେଳିଥାନ୍ତି ମଧ୍ୟ I ତେବେ ଆଜି ଆମେ ଯେଉଁ ଘଟଣା ସମ୍ପର୍କ ରେ ଆଲୋଚନା କରିବାକୁ ଯାଉଛୁ ଏହା ଏହିପରି ଜଣେ ଯୁବତୀ ଙ୍କ ର ଘଟଣା ଅଟେ ଏବଂ ମାତ୍ର 15 ବର୍ଷ ବୟସ ରେ ସେ ଏକ ସନ୍ତାନ କୁ ଜନ୍ମ ଦେଇଛନ୍ତି I ତେବେ ଏହି ପିଲାଟି ର ପିତା ଙ୍କ ସମ୍ପର୍କ ରେ ଶୁଣି ଆପଣ ଆହୁରି ବି ଆଶ୍ଚଯ୍ୟ ହେବେ I ଏହି ଘଟଣା ଟି ୟୁପି ର କନ୍ନଜ ଅନ୍ଚଳ ର ଅଟେ I

ଏହି 15 ବର୍ଷୀୟ ଯୁବତୀ ଙ୍କ ସହ ଦୀର୍ଘଦିନ ହେବ ଯୌନଶୋଷଣ ହେଇ ଆସୁଥିଲା , ଏହି ଏହି ଯୁବତୀ ଙ୍କ ର ବୟସ ମାତ୍ର 15 ବର୍ଷ ଅଟେ I ତେବେ ଏହି ବୟସ ରେ ଏହି ଯୁବତୀ ଏକ ସନ୍ତାନ କୁ ଜନ୍ମ ଦେଇଛନ୍ତି ତେବେ ଏହି ଯୁବତୀ ଗର୍ଭବତୀ ହେବାର କାରଣ ହେଉଛନ୍ତି ନିଜେ ସେହି ଯୁବତୀ ଙ୍କ ର ପିତା I ସିଧା ଅର୍ଥ ରେ ଦେଖିବାକୁ ଗଲେ ଆଜି ର ଏହି ଘଟଣା ରେ ଏହି କଳିଯୁଗ ରେ ପିତା ନିଜ ପୁତ୍ରୀ ର ବଳାତ୍କାର ଏଠାରେ କରିଛି I ଯୁବତୀ ଯେତେବେଳେ 7 ମାସ ର ଗର୍ଭବତୀ ହେଲେ ତ ଏହି ଘଟଣା ସମ୍ପର୍କ ରେ ଲୋକଙ୍କୁ ସୂଚନା ମିଳିଥିଲା I

ତେବେ ଯୁବତୀ ନାବାଳିକା ଓ ତାଙ୍କ ସହ ପରି ଯେଉଁ ଘଟଣା ଘଟିଛି ଏହା କୁ ନେଇ ସବୁ ଲୋକେ ଆଶ୍ଚଯ୍ୟ ବି ହେଇଛନ୍ତି I ଯେତେବେଳେ ଯୁବତୀ ଙ୍କ ର ପେଟ ରେ ଯନ୍ତ୍ରଣା ଆରମ୍ଭ ହେଲା ତ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା ଏବଂ ତାଙ୍କ ର ପିତା ତାଙ୍କୁ ଏଠାରେ ଛାଡି ଚାଲିଯାଇଥିଲେ I ତେବେ ଆଶ୍ଚଯ୍ୟ କର କଥା କି ଯେତେବେଳେ ରକ୍ଷକ ହିଁ ଭକ୍ଷକ ହେଇଥାଏ ତ ଏଠାରେ କଣ କରାଯିବ I

ତେବେ ହସ୍ପିଟାଲ ରେ ଯେତେବେଳେ ଯୁବତୀ ଙ୍କୁ ସନ୍ତାନ ର ପିତା ଙ୍କ ର ନାମ ପଚରାଯାଇଥିଲା ତ ଏହା ଶୁଣି ସେଠାରେ ସବୁ ଲୋକେ ଆଶ୍ଚଯ୍ୟ ହେଇଥିଲେ ଏବଂ ଯୁବତୀ ଏହା ପ୍ରକାଶ କରିଥିଲେ କି ତାଙ୍କ ପିତା ହିଁ ତାଙ୍କ ସନ୍ତାନ ର ବି ପିତା ଅଟନ୍ତି I ତାଙ୍କ ପିତା ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ଏବଂ ଯୁବତୀ ଏହି ସବୁ କୁ ଚୁପଚାପ ସହିଯାଉଥିଲେ I ଏବଂ ନିଜ ପିତା ଙ୍କ ର କାରଣ ରୁ ସେ ଆଜି ଏପରି ଗର୍ଭବତୀ ହେଇଛନ୍ତି I

ତେବେ ଯେଉଁଠାରେ ଯୁବତୀ ମାନେ ନିଜ ପିତା ଙ୍କ ପାଖ ରେ ହିଁ ସୁରକ୍ଷିତ ନାହାନ୍ତି ତ ବାହାର ସମାଜ ରେ ଆସୁରିକ ପ୍ରବୃତି ର ଲୋକଙ୍କ ଠାରୁ ବା କଣ ସୁରକ୍ଷିତ ରହିପାରିବେ I