୧୫ ବର୍ଷର ଏହି ଯୁବକ ହେଉଛନ୍ତି କୋଟିପତି, ବଡ-ବଡ଼ କଳାକାର ବି ତାଙ୍କୁ ଦେଖାକରିବାକୁ କରିଥାନ୍ତି ଅପେକ୍ଷା, ଜାଣନ୍ତୁ କାହିଁକି

ଆଜି ଆମେ ଏପରି ଏକ ଯୁବକ ଙ୍କ ବିଷୟ ରେ ସାକ୍ଷାତ କରାଇବାକୁ ଯାଉଛୁ , ଯାହାଙ୍କ ବୟସ ମାତ୍ର 15 ବର୍ଷ ଅଟେ I କିନ୍ତୁ ବଡ ବଡ ସେଲିବ୍ରେଟି ତାଙ୍କୁ ଦେଖାହେବାକୁ ଅପେକ୍ଷା କରିଥାନ୍ତି I ଏହି ଯୁବକଙ୍କ ପାଖରେ ଏପରି କଣ ବିଶେଷ କଥା ରହିଛି ତାହା ଆପଣ ସମ୍ପୂର୍ଣ ଖବର କୁ ପଡିବା ପରେ ଜାଣି ପାରିବେ I ଏହି ଯୁବକ ଙ୍କ ର ନାମ ରସିଦ ବେଲହାସ ଅଟେ I ଏବଂ ଏହି ଯୁବକଙ୍କ ବୟସ ଅନୁସାରେ ସେ ସାଙ୍ଗ ଙ୍କ ସହ ମଉଜ ମସ୍ତି କରିବା କଥା I ସେ ଜଣେ ଅରବପତି ଓ ସେ ଦୁବାଇ ରେ ରୁହନ୍ତି I ଏବଂ ଖାଲି ସେତିକି ନୁହେ ଏହି ଯୁବକ ଙ୍କ ପାଖରେ ନିଜ ର ମଧ୍ୟ ଜେଟ ରହିଛି I

ଆପଣ ଜାଣି ଆଶ୍ଚଯ୍ୟ ହେବେ କି ସଲ୍ମାନ ଙ୍କ ଠାରୁ ନେଇ ଜଷ୍ଟିସ ବିବର ପର୍ଯ୍ୟନ୍ତ ଅନେକ ଲୋକେ ତାଙ୍କୁ ଭେଟ କରିସାରିଲେଣି I ନିଶ୍ଚିତ ରୂପେ ଏହି ଯୁବକ ଙ୍କ ବିଷୟ ରେ ଏତେ ସବୁ ଜାଣିବା ପରେ ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ ଏହି ଯୁବକ କିଏ I ସେ ହେଉଛନ୍ତି ଦୁବାଇ ର ସବୁଠାରୁ ବଡ଼ ବିଜନେସ ମ୍ୟାନ ସେଇଫ ଅହମଦ ବେଲହସା ଙ୍କ ପୁଅ I ତାଙ୍କ ପିତା ଦୁବାଇ ର ପ୍ରସିଦ୍ଧ ବ୍ୟବସାୟୀ ଅଟନ୍ତି I

ଆପଣ ଜାଣି ଆହୁରି ମଧ୍ୟ ଆଶ୍ଚଯ୍ୟ ହେବେ କି ସେ ତାଙ୍କ ର ଅନ୍ୟନାମ ରେ ଏକ ୟୁଟ୍ୟୁବ୍ୱେ ଚାଁନେଲ (ମନି କ୍ୱିକ୍ସ) ନାମ ରେ ଚଳାଉଛନ୍ତି I ଏମିତି ରେ ତ ସେ ବଡ ବଡ କଳାକାର ଙ୍କୁ ସାକ୍ଷାତ କରିସାରିଲେଣି କିନ୍ତୁ ତାଙ୍କ ର ପସନ୍ଦିତା କଳାକାର ହେଉଛନ୍ତି ସଲ୍ମାନ ଖାଁ I

ଏବଂ ଅନେକ ସମୟ ରେ ଏହି ସେଲିବ୍ରେଟି ମାନେ ତାଙ୍କୁ ସାକ୍ଷାତ କରିବାକୁ ଅପାଇଁଟମେଣ୍ଟ ମଧ୍ୟ ନେଇଥାନ୍ତି ଅର୍ଥାତ କହିବାକୁ ଗଲେ ରସିଦ ନିଜେ ଜଣେ ବଡ଼ ସେଲିବ୍ରେଟି ଠାରୁ କମ ନୁହନ୍ତି I ଏବଂ ସେ ସର୍ବଦା କୁହନ୍ତି ସବୁ ମନୁଷ୍ୟ ନିଜ ଭାଗ୍ୟ ନିଜେ ହିଁ ବନାଇଥାଏ I