ନିଜ ଜନ୍ମଦିନରେ ଏମିତି କିଛି କରିଲେ କୁଆଁରି ବୋହୁ ସିରିଏଲର Sradha, ଯିଏ ଦେଖିଲା ସିଏ କହିଲା ବାଃ ବାଃ ବଢିଆ ଆଉ…

ନମସ୍କାର ବନ୍ଧୁଗଣ ନିଜ ଜନ୍ମଦିନକୁ ପରିବାର ଲୋକଙ୍କ ସହିତ ପୁରା ଧୁମ୍ ଧାମ୍ ରେ ପାଳନ କରୁଥିବାର ଦେଖା ଦେଇଛନ୍ତି ଓଡ଼ିଆ ଧାରାବାହିକ କୁଆଁରୀ ବୋହୂର ମୁଖ୍ୟ ନାୟିକା ଶ୍ରଦ୍ଧା। ତେବେ ଦର୍ଶକ ବନ୍ଧୁ ତାଙ୍କ ଜନ୍ମଦିନଟି ସେ କେଉଁଭଳି ଭାବରେ ପାଳନ କରିଥିଲେ ଆଉ ଏଥିରେ ସେ କେଉଁଭଳି ଭାବରେ ମଜାମସ୍ତି କରିଥିଲେ ଆସନ୍ତୁ ଜାଣିବା।


ଦର୍ଶକ ବନ୍ଧୁ ଗତ ଦିନମାନଙ୍କରେ ଆପଣମାନେ ଓଲିଉଡ ଟିଭି ପରଦାରେ କୁଆଁରୀ ବୋହୂ ନାମକ ଏକ ଧାରାବାହିକ ନିଶ୍ଚିତ ଭାବରେ ଦେଖିଥିବେ ହେଲେ ଗତ ଦିନମାନଙ୍କରେ ଏହି ଧାରାବାହିକଟି ସରିଯାଇଥିଲା ଆଉ ଏହି ଧାରାବାହିକଟିର କାହାଣୀ ଦର୍ଶକମାନଙ୍କୁ ବୋହୁତ ଅଧିକ ପସନ୍ଦ ଆସିଥିଲା ଆଉ ଏହି ଧାରାବାହିକର ଅଭିନେତା ଓ ଅଭିନେତ୍ରୀ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସାରା ଓଡ଼ିଶାର ଦର୍ଶକମାନଙ୍କ ମନକୁ ଛୁଇଁ ପାରିଥିଲେ |


କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ଧାରାବାହିକଟିକୁ ଶେଷ କରିଦିଆ ଯାଇଥିଲା ଆଉ ଏହି ଧାରାବାହିକଟି ସରିବା ପରେ ଏହି ଧାରାବାହିକର ଅଭିନେତା ଏବଂ ଅଭିନେତ୍ରୀ ମାନେ ଅନ୍ୟ କୌଣସି ଧାରାବାହିକରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନୟ କରି ନାହାଁନ୍ତି। ତେବେ ଦର୍ଶକ ବନ୍ଧୁ ଏହି ଧାରାବାହିକର ହିରୋଇନ୍ ଶ୍ରଦ୍ଧା ଗତ ଦିନମାନଙ୍କରେ କିଛି ଆଲବମ୍ ରେ ଅଭିନୟ କରୁଥିବାର ନଜର ଆସିଛନ୍ତି |

ଆଉ ଏହାରି ମଧ୍ୟରେ ଶ୍ରଦ୍ଧାଙ୍କ ଜନ୍ମଦିନ ମଧ୍ୟ ପଡ଼ି ଯାଇଛି ଆଉ ତାଙ୍କ ଜନ୍ମଦିନରେ ତାଙ୍କ ପରିବାର ଲୋକେ ବୋହୁତ ଧୁମ୍ ଧାମ୍ ରେ ତାଙ୍କ ଜନ୍ମଦିନକୁ ପାଳନ କରୁଥିବାର ଦେଖା ଦେଇଛି | ଆଉ ତାଙ୍କ ଜନ୍ମଦିନକୁ କିଛି ଓଡ଼ିଆ କଳାକାର ମାନେ ମଧ୍ୟ ଆସି ଥିବାର ନଜର ଆସିଛି।

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଶ୍ରଦ୍ଧାଙ୍କୁ କୌଣସି ନୂଆ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିନାହିଁ ତେଣୁ ସେ ବର୍ତ୍ତମାନ ଘରେ ରହିଛନ୍ତି ଆଶା କରାଯାଉଛି ଆଗାମୀ ଦିନମାନଙ୍କରେ ତାଙ୍କୁ ନିଶ୍ଚିତ ଭାବରେ ଗୋଟିଏ ନୂଆ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ କୁଆଁରୀ ବୋହୂ ଧାରାବାହିକରେ ଶ୍ରଦ୍ଧା ଆଉ ସାଇଙ୍କ ଯୋଡି କେମିତି ଲାଗୁଥିଲା ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।