ପରିସ୍ରାକୁ ଅଧିକ ସମୟ ଅଟକାଇବାର ଏହି ଲାଭ ସମ୍ପର୍କରେ ୨୦୦% ଲୋକମାନେ ଜାଣି ନାହାନ୍ତି, ଆପଣ ବି ଜାଣନ୍ତୁ ଏହା ଅତି ଆଶ୍ଚର୍ଯ୍ୟ କର କଥା ….

ଆପଣ ପରିସ୍ରା ରୋକିବା ର ଅନେକ ହାନିକାରକ କାରଣ ବିଷୟ ରେ କୁହାଯାଇଥିବ ଓ ଆପଣ ଶୁଣିଥିବେ I କିନ୍ତୁ ଆଜି ଆମେ ଯାହା କହିବାକୁ ଯାଉଛୁ ଏହା ଶୁଣି ଆପଣ ଆଶ୍ଚଯ୍ୟ ହେଇଯିବେ I ପରିସ୍ରା ରୋକିବା ଦ୍ୱାରା କିଛି ଖରାପ କାରଣ ଥିଲେ କିଛି ଭଲ କାରଣ ମଧ୍ୟ ରହିଛି I ଏହି ପରିସ୍ରା ଉପରେ ହେଇଥିବା ଏକ ଗବେଷଣା ରୁ ଜଣାଯାଇଛି କି ଆପଣ ପରିସ୍ରା ରୋକିବା ଦ୍ୱାରା ନିଜ ର ଇଚ୍ଛା ଶକ୍ତି କୁ ବୃଦ୍ଧି କରିବା ରେ ଏହା ସହାୟକ ହେଇଥାଏ I

କାର୍ଲିଫର୍ନିଆ ଷ୍ଟେଟ ୟୁନିଭର୍ସିଟି ଫୁଲରଟନ ରେ ସାଇକୋଲାଜେଇ ଆସୋସିଏସନ ପ୍ରଫେସର , ଆଇରୀସ ବ୍ଳ୍ୱେଣ୍ଡୋ – ଗିତଲି ଙ୍କ ଅନୁସାରେ ଏହା ର ସମ୍ବନ୍ଧ ଈପଲସ କଣ୍ଟ୍ରୋଲ ସହ ଜଡିତ ଅଟେ I ଆଇରୀସ ବ୍ଳ୍ୱେଣ୍ଡୋ ଗିତଲି କହିଛନ୍ତି ଅତ୍ୟଧିକ ପରିସ୍ରା ଲାଗିବ ଦ୍ୱାରା ଏହା ର ମସ୍ତିଷ୍କ ଉପରେ କିପରି ପ୍ରଭାବ ରହିଥାଏ ଏହା ର ଅନୁସଂଧାନ କରାଯାଇଛି I ଏବଂ ଜଣାଯାଇଛି କି ଆପଣ ଯେତିକି ସମୟ ପରିସ୍ରା କୁ କଣ୍ଟ୍ରୋଲ କରିପାରିବେ ଆପଣ ଙ୍କ ର ସେତିକି ଇଚ୍ଛା ଶକ୍ତି ବୃଦ୍ଧି ହେଇପାରିବ I

ଅନ୍ୟପଟେ କିଛି ଗବେଷକ ଓ ବିଶେଷଜ୍ଞ ଏହା କହିଛନ୍ତି କି ଅଧିକ ସମୟ ପରିସ୍ରା କୁ ଅଟକାଇବା ଦ୍ୱାରା ଅନେକ ଗମ୍ଭୀର ସମସ୍ୟା ହେଇଥାଏ I ଏବଂ ଯୁରେନ ଟ୍ରାକ ରେ ଇନଫେକ୍ସନ ସମସ୍ୟା ହେଇପାରେ I