ପରିସ୍ରା କରିବା ପରେବି ଯଦି ପଡିଥାଏ 2-4 ବୁନ୍ଦା,ତ ଆପଣଙ୍କୁ ହେଇପାରେ ଏହି ଗମ୍ଭୀର ରୋଗ, ଥରେ ନିଶ୍ଚିତ ପଢିନିୟନ୍ତୁ

ଆଜିକାଲି ସମୟ ରେ ପ୍ରତୋକ ଲୋକେ ନିଜ ନିଜ କାର୍ଯ୍ୟ ରେ ବ୍ୟସ୍ତ ରହୁଛନ୍ତି I ଏହା ଦ୍ୱାରା ନିଜ ର ସ୍ଵାସ୍ତ୍ୟ ପ୍ରତି ସେମାନେ ଯତ୍ନବାନ ହେଉ ନାହାନ୍ତି I ଏବଂ ନିଜ ର କିଛି କିଛି ଭୁଲ ପାଁଇ ଅନେକ ଗମ୍ଭୀର ରୋଗ ରେ ପୀଡିତ ହେଉଛନ୍ତି I ଆଜିକାଲି ଆପଣ ଦେଖୁଥିବେ କି ପ୍ରତୋକ ବ୍ୟକ୍ତି କିଛି ନା କିଛି ରୋଗ ରେ ପୀଡିତ ହେଉଛନ୍ତି I ତେବେ ଆଜି ଆମେ ଏପରି ଏକ ରୋଗ ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ପ୍ରତୋକ 10 ରୁ 3 ଜଣଙ୍କ ମଧ୍ୟ ରେ ଦେଖିବାକୁ ମିଳିଥାଏ I

ଆଜି ଆମେ ଆଲୋଚନା କରୁଛେ କ୍ୟାନ୍ସର ପରି ଗମ୍ଭୀର ରୋଗ ସମ୍ପର୍କ ରେ I ଏହି ରୋଗ ପୁରୁଷ ଙ୍କ ତୁଳନା ରେ ମହିଳା ଙ୍କ ପାଖରେ ଅଧିକ ଦେଖିବାକୁ ମିଳିଥାଏ I ଏହା ଖାସ କରିକି ହରମୋହନ ଅସନ୍ତୁଳିତ କାରଣ ରୁ ହେଇଥାଏ I ଏହା ନାନା ଦୁଶ୍ଚିନ୍ତା ଓ ଖରାପ ଖାଦ୍ୟ ଖାଇବା କାରଣ ରୁ ହେଇଥାଏ I ତେବେ ଏହି ରୋଗ ର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କ ରେ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ I

ତେବେ ମହିଳା ଙ୍କୁ ଏହି ସମ୍ବନ୍ଧ ରେ ଜ୍ଞାନ ନ ଥିବା କାରଣ ରୁ ସେମାନେ ଏହା କୁ ଅଣଦେଖା କରିଥାନ୍ତି I ଆମ ଗମ୍ଭୀର ରୋଗ ରେ ପଡ଼ିଥାନ୍ତି I

ତେବେ ଚାଲନ୍ତୁ ଜାଣିବା ଏହା ର ଲକ୍ଷଣ ସମ୍ପର୍କ ରେ
ଅନେକ ସମୟ ରେ ଆପଣ ଦେଖିଥିବେ କି ବାରମ୍ବାର ପରିସ୍ରା ଲାଗିଥାଏ ତେବେ ଏହା ଏକ ରୋଗ ର ଲକ୍ଷଣ ଅଟେ I

ମହିଳା ଙ୍କ ର ନିୟମିତ ରୂପେ ଋତୁସ୍ରାବ ନ ହେବା
ପରିସ୍ରା କରିବା ପରେ 2-4 ବୁନ୍ଦା ପରିସ୍ରା ହେବ ଅଧିକାଂଶ ସମୟ ରେ ପେଟ ଦରଜ ରହିବା
ଗ୍ୟାସ ଓ ଦରଜ ପରି ସମସ୍ୟା ଲାଗିବା

ଏହି ରୋଗ ର ଘରୋଇ ଚିକିତ୍ସା ସମ୍ପର୍କ ରେ ଆସନ୍ତୁ ଜାଣିବା
ଅଦା ରେ ସବୁଠାରୁ ଅଧିକ ଔଷଧ୍ୟ ଗୁଣ ରହିଥାଏ ତେଣୁ ମହିଳାମାନେ ଅଦା ର ସେବନ କରିବା ବି ବେଶ ଲାଭଦାୟକ ହେଇଥାଏ I ଯଦି ନିୟମିତ ଅଦା ଖାଉଛନ୍ତି ତେବେ କ୍ୟାନ୍ସର ପରି ଅନେକ ବଡ଼ ବଡ଼ ରୋଗ ରୁ ମୁକ୍ତି ପାଇଥାନ୍ତି I

ଭାରତୀୟ ଖାଦ୍ୟ ରେ ଜୁଆଣି ର ବ୍ୟବହାର ଅନେକ ଯୁଗ ରୁ ହେଉଛି ତେବେ ଆୟୁବେଦ ଅନୁସାରେ ଏହା ପାଚନ କ୍ରିୟା କୁ ମଜବୁତ କରିଥାଏ I ଏବଂ ଆପଣ ଙ୍କୁ ଅନେକ ରୋଗ ରୁ ବି ରକ୍ଷା କରିଥାଏ I କେବଳ ଏହି ଜୁଆଣି ହିଁ ଆମ କୁ ଅନେକ ରୋଗ ରୁ ରକ୍ଷା କରିଥାଏ I

ତୁଳସୀ ପତ୍ର ସମ୍ପର୍କ ରେ ତ ଆପଣ ଶୁଣିଥିବେ ତେବେ ଏହା ବି କ୍ୟାନ୍ସର ପରି ରୋଗ ପାଁଇ ଅନେକ ଗୁଣ ରେ ଲାଭକାରୀ ହେଇଥାଏ ଏବଂ ଏହି ତୁଳସୀ ପତ୍ର କୁ ନିୟମିତ ସେବନ କରିବା ଦ୍ୱାରା ବି କ୍ୟାନ୍ସର ପରି ରୋଗ ରୁ ରକ୍ଷା ମିଳିଥାଏ I

Share Your Comments Below