ପରିସ୍ରା ସମୟରେ ଯଦି ଆସୁଛି ଫେଣ ତ ହେଇଯାନ୍ତୁ ସାବଧାନ, ଜୀବନ ପ୍ରତି ହୋଇପାରେ ବିପଦ….

ଆପଣ ଅନେକ ସମୟ ରେ ଦେଖିଥିବେ ପରିସ୍ରା ଯେଉଁଠାରେ କରୁଛନ୍ତି ସେହି ଜାଗା ଧଳା ପଡିରହିଥାଏ I ଲୋକେ ଏହି କଥା କୁ ଅଣଦେଖା କରିଥାନ୍ତି I ତେବେ ଜାଣିରଖନ୍ତୁ କି ପରିସ୍ରା କରିବା ସମୟ ରେ ସେହି ଜାଗା ଫେଣପରି ଆସିବା କିଛି ସାଧାରଣ କଥା ନୁହେଁ I ଏହା ସଂକେତ ହେଉଛି ଆମ ଶରୀର ମଧ୍ୟ ରେ ଅନେକ ରୋଗ ରହିଛି I

ତେବେ ଚାଲନ୍ତୁ ଜାଣିବା ଏହି ସମ୍ପର୍କ ରେ
ଗର୍ଭବତୀ ସମୟ ରେ

ଯେତେବେଳେ ମହିଳା ମାନେ ଗର୍ଭବତୀ ଥାନ୍ତି ତ କିଡ୍ନୀ ର ଆକାର ବଢିବାକୁ ଲାଗିଥାଏ I ଡାକ୍ତର ଙ୍କ କହିବା ଅନୁସାରେ ଗର୍ଭଧାରଣ ସମୟ ରେ କିଡ୍ନୀ ରେ ଅଧିକ ପରିମାଣ ରେ ଅମିନ ଏସିଡ ରହିଥାଏ I ଏହି କାରଣ ରୁ ପରିସ୍ରା ରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ I

ଡିହାଇଡ୍ରେସନ
ଯେତେବେଳେ କୌଣସି ବ୍ୟକ୍ତି ଙ୍କ ର ଡିହାଇଡ୍ରେସନ ର ଶିକାର ହେଇଥାନ୍ତି ତ ତାଙ୍କ ପରିସ୍ରା ଗଢା ହେଇଥାଏ ତେବେ ଏପରି କ୍ଷେତ୍ର ରେ ପ୍ରଚୁର ପାଣି ପିଇବା ଉଚିତ I

ବାରମ୍ବାର ପରିସ୍ରା ଲାଗିବା
ଯେତେବେଳେ କୌଣସି ବ୍ୟକ୍ତି ଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ସେପରି କ୍ଷେତ୍ର ରେ ପରିସ୍ରା ରେ ଏପରି ଫେଣ ଆସିବା ସ୍ଵହଵାଈ ଅଟେ I

ଅଧିକ ପ୍ରୋଟିନ ମାତ୍ରା ବଢିଲେ
ଯଦି ଜଣେ ବ୍ୟକ୍ତି ମାତ୍ରାଧିକ ପ୍ରୋଟିନ ର ସେବନ କରିଥାନ୍ତି ତାହା ହେଲେ ମଧ୍ୟ ପରିସ୍ରା ରେ ଏପରି ଫେଣ ଆସିଥାଏ I କାରଣ ଅଧିକ ମାତ୍ରା ରେ ପ୍ରୋଟିନ ହେବା ଦ୍ୱାରା ଏହା ଆମ ପରିସ୍ରା ରେ ପଡିଯାଇଥାଏ I

ପରିସ୍ରା ଇନଫେକ୍ସନ
ଯଦି ଜଣେ ବ୍ୟକ୍ତି ଙ୍କ ର ପରିସ୍ରା ଇନଫେକ୍ସନ ରହିଥାଏ ତ ପରିସ୍ରା ରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ I ଏବଂ ଏହି କାରଣ ରୁ ପରିସ୍ରା ରେ ଫେଣ ଆସିଥାଏ I ଏବଂ ଯେଉଁ ସ୍ଥାନ ରେ ଆମେ ପରିସ୍ରା କରିଥାଉ ସେହି ସ୍ଥାନ ଧଳା ପଡିଯାଇଥାଏ I ଏପରି କ୍ଷେତ୍ର ରେ ଡାକ୍ତର ଙ୍କ ର ପରାମର୍ଶ ନେବା ଉଚିତ I

କିଡ୍ନୀ ଖରାପ ହେବା ର ଲକ୍ଷଣ
ଏପରି ବି ଦେଖିବାକୁ ମିଳିଥାଏ ଯେଉଁ ବ୍ୟକ୍ତି ଙ୍କ ର କିଡ୍ନୀ ଖରାପ ହେଇଥାଏ ସେପରି ବ୍ୟକ୍ତି ଙ୍କ ର ବି ପରିସ୍ରା ରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ I ତେଣୁ ଏପରି ସମସ୍ୟା ରେ ତୁରନ୍ତ ଡାକ୍ତର ଙ୍କ ର ପରାମର୍ଶ ନେବା ଉଚିତ I

Share Your Comments Below