କିନ୍ନର ପଠାଇଲେ ଏପରି ଉପହାର କି କ୍ଷଣିକରେ ବରବାଦ ହେଇଗଲା ପୁରା ପରିବାର, ପଢନ୍ତୁ ପୁରା ଖବର

ଆଜି ଆମେ ଏପରି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ I ଏପରି ତ ଆପଣ କିନ୍ନର ଙ୍କ ସମ୍ପର୍କ ରେ ଅନେକ କଥା ଶୁଣିଥିବେ ଏବଂ ଦେଖିବିଥିବେ I କିନ୍ତୁ ଆଜି ଆମେ ଯେଉଁ ଖବର ଆପଣ ଙ୍କୁ କହିବାକୁ ଯାଉଛୁ ତାହା ବିଷୟ ରେ ଆପଣ ଶୁଣି ନିଶ୍ଚତ ରୂପେ ଆଶ୍ଚଯ୍ୟ ହେବେ I ଏହି ଘଟଣା ବିଜନର ଥାନା କୀର୍ତ୍ତପୁର ରେ ମହମ୍ମଦ ଅହମଦ ଖେଳ କ୍ଷେତ୍ର ର ଅଟେ I କିନ୍ନର ଙ୍କ ର କ୍ଷେତ୍ର ବଣ୍ଟା କୁ ନେଇ ଦୁଇ ଯୁବତୀ ଙ୍କ ର ଜୀବନ ଚାଲିଯାଇଥିଲା ଏବଂ ଦୁଇ ଙ୍କ ର ଜୀବନ ସଂକଟଅପର୍ଣ ଅବସ୍ଥା ରେ ଅଛି I

ସୂଚନା ଅନୁସାରେ ଏଠାରେ ଏକ କିନ୍ନର ବିଷାକ୍ତ ମିଠା ପଠାଇଥିଲେ ଏବଂ ଅନ୍ୟପଟେ ସେହି ମିଠା ର ଡବା କୁ ସେ ତାଙ୍କ ଭାଇ ଙ୍କୁ ପଠାଇ ଦେଲେ I ଘର ଲୋକେ ଏହି ବିଷାକ୍ତ ମିଠା ଖାଇକି ଦୁଇ ଝିଅ ଙ୍କ ର ଜୀବନ ଚାଲିଗଲା ଏବଂ ଅନ୍ୟକିଛି ମେଡିକାଲ ରେ ଅଛନ୍ତି I ଏବଂ ବର୍ତମାନ ପୋଲିସ ଏହି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରୁଛି I

ଏଥିମଧ୍ୟ ରୁ ଜଣେ କିନ୍ନର ଙ୍କ ର ନାମ ସବନାମ ଏବଂ ଦୁଇ କିନ୍ନର ଙ୍କ ମଧ୍ୟ ରେ ନିଜ ଅଂଚଳ ଭାଗ ବାଂଟୁର କୁ ନେଇ ଡ଼ବନ୍ଧ ଲାଗି ରହିଥିଲା ଏବଂ ଝାଙ୍କ ଭାଇଙ୍କ ମୃତ୍ୟୁ ହେଇଚି ସେହି ଯୁବଙ୍କ ନାମ ହେଉଛି ଅତିକ କୁରସ I

ଏବଂ ଏହି ମିଠା ଖାଇ ଭାଇ ସହ ଦୁଇ ଭଉଣୀ ମଧ୍ୟ ମୃତ୍ୟୁ ବରଣ କରିଥିଲେ ଏବଂ ଆଉ ଦୁଇ ଜଣ ଝିଅ ଙ୍କ ର ବର୍ତମାନ ମଧ୍ୟ ଏକ ଘରୋଇ ମେଡିକାଲ ରେ ଚିକିତ୍ସା ଜାରି ରହିଛି I ଏବଂ ଏହି ବିଷାକ୍ତ ମିଠା ଦେଇଥିବା କିନ୍ନର (ସବନାମ) ଙ୍କୁ ବର୍ତମାନ ପୋଲିସ ମଧ୍ୟ ଆରେଷ୍ଟ କରିସାରିଛି I